VASTU

ଚାଣକ୍ୟ ନୀତି ଅନୁସାରେ କୌଣସି ନୂଆ ଘରେ ରହିବା ପୂର୍ବରୁ ଏହି କଥା ଉପରେ ଧ୍ୟାନ ଦିଅନ୍ତୁ!

ଚାଣକ୍ୟଙ୍କ ନୀତିକୁ ଅନୁସରଣ କଲେ ଜୀବନରେ ଆଗକୁ ବଢିପାରିବେ ବୋଲି ସମସ୍ତେ ବିଶ୍ୱାସ କରିଥାନ୍ତି। ତାଙ୍କ ନୀତିବାଣୀକୁ ମାନିଲେ ଅସୁବିଧାରେ ପଡିବେ ନାହିଁ। ଚାଣକ୍ୟ ନୀତି ଅନୁସାରେ ନୂଆ ଘରେ ରହିବା ପୂର୍ବରୁ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ।

ଜାଣନ୍ତୁ ସେ ସମ୍ପର୍କରେ-

  • ଏମିତି ଅନେକ ଘର ବା ଜାଗା ଅଛି,ଯେଉଁଠି ରହିଲେ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଥାଏ।ହୁଏତ ସେଠାରେ ନାଳନର୍ଦ୍ଦମା ଥାଇପାରେ ବା ପରିବେଶ ପ୍ରଦୂଷଣର ଆଶଙ୍କା ବେଶି,ଅଥବା ଅସ୍ୱାସ୍ଥ୍ୟକର ପରିବେଶ ଥାଇପାରେ। ଯଦି ଶସ୍ତାରେ ସେଠି ଘର ମିଳୁଥାଏ, ତଥାପି ସେଠାରେ ରହିବା ଆଦୌ ଶୁଭଙ୍କର ନୁହେଁ।
  • କେତେକ ସ୍ଥାନରେ ରହିଲେ ଆପଣଙ୍କୁ ଆର୍ଥିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ଏହାର ଭିନ୍ନ ଭିନ୍ନ କାରଣ ରହିଛି।ଏଣୁ ନିଜର ଆର୍ଥିକ ସ୍ଥିତି ଖରାପ ହେଉଥିବା ଜାଗାରେ ନ ରହିବା ଉଚିତ।
  • ଏମିତି କେତେକ ଜାଗା ବା ଘର ଅଛି,ଯେଉଁଠାରେ ପଡ଼ୋଶୀ ଅନ୍ୟ କାହା ସହିତ ନିୟମିତ ବିବାଦ ହୁଏ। ଯଦି ସେଭଳି ସୁରାକ୍‌ ପାଉଛନ୍ତି,ତେବେ ସେଠାରେ ନ ରହିବା ଭଲ ହେବ।
  • ଯେଉଁ ଅଞ୍ଚଳରେ ବା ଯେଉଁ ଘରେ ରହିବେ, ସେଠାକାର ଜଳ ଯୋଗାଣ,ଆଲୋକ ବ୍ୟବସ୍ଥା,ସ୍ୱଚ୍ଛତା,ବଜାର ଓ ପିଲାମାନଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ସୁବିଧା ରହିଛି କି ନା,ତାହା ପ୍ରଥମେ ପରଖନ୍ତୁ। ତା’ପରେ ନିଷ୍ପତ୍ତି ନେବା ଠିକ୍‌ ହେବ।

ଚାଣକ୍ୟ ନୀତି ଅନୁସାରେ କୌଣସି ନୂଆ ଘରେ ରହିବା ପୂର୍ବରୁ ଏହି କଥା ଉପରେ ଧ୍ୟାନ ଦିଅନ୍ତୁ! ଚାଣକ୍ୟ ନୀତି ଅନୁସାରେ କୌଣସି ନୂଆ ଘରେ ରହିବା ପୂର୍ବରୁ ଏହି କଥା ଉପରେ ଧ୍ୟାନ ଦିଅନ୍ତୁ! home

ପଢନ୍ତୁ;ବାସ୍ତୁଶାସ୍ତ୍ର ଅନୁସାରେ କୁକୁର ଦେଇଥାଏ କେଉଁ ସବୁ ଅଶୁଭ ସଙ୍କେତ ଜାଣନ୍ତୁ ? 

Related posts

ବାସ୍ତୁଶାସ୍ତ୍ର ଅନୁସାରେ ଘରର କେଉଁ ଦିଗରେ ଲାଫିଙ୍ଗ ବୁଦ୍ଧ ରଖିଲେ କ’ଣ ଲାଭ ମିଳେ ଜାଣନ୍ତୁ ?

ENO Beuro

ସମ୍ପୂର୍ଣ ହନୁମାନ ଚାଳିଶାର ପଠନ କରିବା ଦ୍ଵାରା ଦୂର ହୋଇଯିବ ଆପଣଙ୍କର ଏହି ସବୁ ସମସ୍ୟା ! ଆସନ୍ତୁ ଜାଣିବା

ENO Beuro

ଗୃହରୁ ନକରାତ୍ମକ ଶକ୍ତି ଦୂର କରିବାକୁ ଚାହୁଁଥିଲେ, ଏହି ସବୁ ଉପାୟ କରନ୍ତୁ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More