EnewsOdia.Com

ବିଶ୍ବକପ୍ ପୂର୍ବରୁ ରାଉରକେଲାକୁ ୬୦୦ କୋଟି

୨୦୧୮ ପରେ ୨୦୨୩ ହକି ବିଶ୍ବକପ୍ ଆୟୋଜନ ଅଧିକାର ଓଡ଼ିଶାକୁ ମିଳିଛି। ଲଗାତାର ଦୁଇଟି ବିଶ୍ବକପ୍ ଆୟୋଜନ କରିଥିବା ହାତଗଣତି ପ୍ରଦେଶ ମଧ୍ୟରେ ସାମିଲ ହୋଇଛି ଓଡ଼ିଶା। ୨୦୧୮ ବିଶ୍ବକପ୍ ସଂପୂର୍ଣ୍ଣ ଭାବେ ଭୁବନେଶ୍ବରରେ ଖେଳା ଯାଇଥିଲା ବେଳେ ୨୦୨୩ରେ ରାଉରକେଲାକୁ ଦ୍ବିତୀୟ ସହର ଭା‌ବେ ଗ୍ରହଣ କରିଛି ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍)। ବିଶ୍ବକପ୍ ପୂର୍ବରୁ କିନ୍ତୁ ରାଉରକେଲାର ହକି ଭିତ୍ତିଭୂମିକୁ ବିଶ୍ବସ୍ତରୀୟ କରିବା ଲାଗି ଯୋଜନା ଆରମ୍ଭ ହୋଇଛି।

ବିଶ୍ବକପ୍ ପାଇଁ ଓଡ଼ିଶା ସରକାର ରାଉରକେଲା ବିକାଶରେ ୬୦୦ କୋଟିରୁ ଅଧିକ ଟଙ୍କା ବ୍ୟୟ କରିବେ ବୋଲି ଜଣାପଡ଼ିଛି। ଯାହା ଭୁବନେଶ୍ବର ବିଶ୍ବକପ୍ ଲାଗି ବ୍ୟୟ କରାଯାଇଥିବା ୨୦୦ କୋଟି ଟଙ୍କା (ଆନୁମାନିକ)ର ତିନି ଗୁଣ। ‘ସ୍ମାର୍ଟ ସିଟି’ କାର୍ଯ୍ୟକ୍ରମ ଅନ୍ତର୍ଗତ ହିଁ ଏହି ଅର୍ଥ ବିନିଯୋଗ କରାଯିବ। ଏହି ଯୋଜନାରେ ଭୁବନେଶ୍ବର ସହ ରାଉରକେଲା ମଧ୍ୟ ସାମିଲ ରହିଛି।

ପଢନ୍ତୁ: ବାରବାଟୀ ଦିନିକିଆରେ ଆଖି ଝଲସାଇବ କ୍ଲକ୍‌ ଟାୱାର

ସମ୍ବନ୍ଧିତ ଖବର

ଭାରତରେ ପ୍ରଥମ ଥର ପାଇଁ ରାତିରେ ଖେଳାଯିବ ଟେଷ୍ଟ ମ୍ୟାଚ !

Ratnamani Maharana

କ୍ୟାପ୍ଟେନ୍‌ ପଦରୁ ବହିଷ୍କାର ହେବା ସହିତ ଟିମ୍‌ରୁ ବି ବିଦା ହେଲେ ସର୍ଫରାଜ

Ratnamani Maharana

ନତାସା ଷ୍ଟାନୋଭିକଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ Engagement

Ratnamani Maharana

ବିସିସିଆଇର ସଭାପତି ଭାବେ ଦାଇତ୍ଵ ନେଲେ ସୌରଭ ଗାଙ୍ଗୁଲି

Ratnamani Maharana

ଆଇସିସି ଟି-୨୦ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟନ କରିବେ କରୀନା କପୂର

Ratnamani Maharana

ଦିବା-ରାତ୍ର ଟେଷ୍ଟ୍‌ରେ ଧୋନି ହେବେ ଅତିଥି ଭାଷ୍ୟକାର

Ratnamani Maharana