ଷ୍ଟୋନ ସମସ୍ୟାକୁ ଦୂର କରିଥାଏ ତେଜପତ୍ର! ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ପର୍କରେ

ତେଜପତ୍ର ସେବନ କରିବା ଦ୍ୱାରା ଶରୀରର ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାକୁ ଆମେ ତରକାରୀରେ ବ୍ୟବହୃତ କରିଥାଉ। ତେଜପତ୍ରରେ ବହୁ ମାତ୍ରାରେ ଔଷଧିୟ ଗୁଣ ରହିଛି। ଏଥିରେ ଆଟିଂ-ଅକ୍ସିଡେ, ପୋଟାସିୟମ, ସେଲେନିୟମ ଓ ଆଇରନ ପରିମାଣ ଭରପୁର ମାତ୍ରାରେ ରହିଛି । ତେଜପତ୍ର ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଖୁବ ଫଳପ୍ରଦ।

ତେବେ ଆସନ୍ତୁ ଜାଣିବା, ଏହି ପତ୍ରର ଉପକାରୀତା ସମ୍ବନ୍ଧରେ-

  • ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ତେଜପତ୍ର ଫଳପ୍ରଦ । ଯେଉଁ ଜାଗାରେ ଆପଣଙ୍କୁ ଯନ୍ତ୍ରଣା ଅନୁଭବ ହେଉଛି, ସେଠାରେ ତେଜପତ୍ର ତେଲରେ ମସାଜ କରନ୍ତୁ । ଦେଖିବେ କିଛି ସମୟ ପରେ ଯନ୍ତ୍ରଣା କମିବାରେ ଲାଗିବ। ଏହା ବ୍ୟତୀତ ମୁଣ୍ଡ ବ୍ୟାଥରୁ ବି ଆରାମ ମିଳିଥାଏ।
  • ରାତିରେ ଶୋଇବା ପୂର୍ବରୁ ତେଜପତ୍ର ସେବନ କରନ୍ତୁ। କାରଣ ତେଜପତ୍ର ବ୍ୟବହାର କରିବା ଦ୍ୱାରା ସୁନ୍ଦର ନିଦ ଆସିଥାଏ । ସେଥିପାଇଁ ତେଜପତ୍ର ତେଲର କିଛି ବୁନ୍ଦା ପାଣିରେ ମିଶାଇ ଫିଇବା ଦ୍ୱାରା ଭଲ ନିଦ ଆସିଥାଏ।
  • ଷ୍ଟୋନ ସମସ୍ୟା ଥିଲେ ତେଜପତ୍ର ବ୍ୟବହୃତ ଲାଭଦାୟକ । ଯଦି ଆପଣଙ୍କର ଷ୍ଟୋନ ସମସ୍ୟା ରହିଛି, ତେବେ ତେଜପତ୍ରକୁ ପାଣିରେ ଗରମ କରନ୍ତୁ । ତା’ପରେ ଏହି ପାଣିକୁ ଥଣ୍ଡା କରି ପିଅନ୍ତୁ । ଏହା କୀଡନୀ ଷ୍ଟୋନ ଓ କୀଡନୀ ସହ ଜଡିତ ସମସ୍ୟାକୁ ଦୂର କରିବାରେ ସହାୟତା ହୋଇଥାଏ।
  • ପେଟ ସହ ଜଡିତ ଅନେକ ସମସ୍ୟାରୁ ମୁକ୍ତି ଦେବାରେ ସହାୟତା ହୋଇଥାଏ ତେଜପତ୍ର । ଏଥିପାଇଁ ଚା’ ତିଆରି କରିଲା ବେଳେ ତେଜପତ୍ର ବ୍ୟବହୃତ କରନ୍ତୁ । ଏହି ଚା’କୁ ପିଇବା ଦ୍ୱାରା କୋଷ୍ଠକାଠିନ, ଏସିଡିଟି ଭଳି ସମସ୍ୟାରୁ ଆରାମ ଦେଇଥାଏ।
  • ମଧୁମେହ ରୋଗୀଙ୍କ ପାଇଁ ତେଜପତ୍ର ରାମବାଣ। ଏହାକୁ ନିୟମିତ ଭାବେ ସେବନ କରିବା ଦ୍ୱାରା ମଧୁମେହ ରୋଗକୁ ନିୟନ୍ତ୍ରଣ ରଖିଥାଏ।

ପଢନ୍ତୁ; ହଳଦି ମିଶ୍ରିତ କ୍ଷୀର ପିଇବା ଦ୍ଵାରା କେଉଁ ରୋଗ ଭଲ ହୁଏ ଜାଣନ୍ତୁ ?

ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ତେଜପତ୍ର ଫଳପ୍ରଦ । - 8.9

89%

ରାତିରେ ଶୋଇବା ପୂର୍ବରୁ ତେଜପତ୍ର ସେବନ କରନ୍ତୁ। - 8.7

87%
8.8/10

Very Good!

ଷ୍ଟୋନ ସମସ୍ୟାକୁ ଦୂର କରିଥାଏ ତେଜପତ୍ର! ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ପର୍କରେ

ତେଜପତ୍ର ସେବନ କରିବା ଦ୍ୱାରା ଶରୀରର ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାକୁ ଆମେ ତରକାରୀରେ ବ୍ୟବହୃତ କରିଥାଉ। ତେଜପତ୍ରରେ ବହୁ ମାତ୍ରାରେ ଔଷଧିୟ ଗୁଣ ରହିଛି। ଏଥିରେ ଆଟିଂ-ଅକ୍ସିଡେ, ପୋଟାସିୟମ, ସେଲେନିୟମ ଓ ଆଇରନ ପରିମାଣ ଭରପୁର ମାତ୍ରାରେ ରହିଛି । ତେଜପତ୍ର ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଖୁବ ଫଳପ୍ରଦ।

4/5 Votes: 1 user

You're not rated yet