LIFESTYLE

ପେଟ ରୋଗକୁ ଦୂର କରିଥାଏ “ବେଲ ପଣା” ! ଜାଣନ୍ତୁ ଏହା ଆଉ କେଉଁ ରୋଗ ପାଇଁ ରାମବାଣ ସଦୃଶ୍ୟ କାମ କରିଥାଏ

ସାଧାରଣତଃ ଲୋକମାନେ ବେଲକୁ ପଣା କରି ପାଇଥାନ୍ତି। ଏହାକୁ ପିଇବା ଦ୍ଵାରା ସବୁ ପ୍ରକାର ପେଟ ସମସ୍ୟା ଦୂର ହୋଇଥାଏ। ଖାସକରି ଗରମ ଦିନରେ ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ ବେଲ ପଣା।  ଏହାକୁ ପିଇଲେ ପେଟ ଥଣ୍ଡା ରହିଥାଏ।

ଆସନ୍ତୁ ଜାଣିବା ବେଲ ପଣା ପିଇବା ଦ୍ୱାରା କ’ଣ ଲାଭ ମିଳେ-

  • ଯକୃତ ପାଇଁ ବେଶ ଲାଭଦାୟକ : ଗରମ ଦିନରେ ସବୁବେଳେ ଶରୀରରେ ଜଳିବା ଅନୁଭବ ହୁଏ । ଏଥିପାଇଁ କଞ୍ଚା ବଲେକୁ ଫଟାଇ ରାଶି ତେଲରେ ମିଶାଇ ରଖନ୍ତୁ । ଏବେ ଏହାକୁ ଶରୀରରେ ମାଲିସ କରନ୍ତୁ, ଆପଣଙ୍କୁ ଥଣ୍ଡା ଅନୁଭୂତ ହେବ।
  • ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ ବେଲ ପତ୍ର :ବେଲ ପତ୍ର ଉଚ୍ଚ ରକ୍ତଚାପକୁ କମ କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ବେଲପତ୍ରକୁ ପାଣିରେ ସିଝାଇ ତାକୁ ଛାଣି ତା’ର ପାଣି ପିଅନ୍ତୁ । ରକ୍ତଚାପ ନିୟନ୍ତ୍ରଣକୁ ଆସିବ।
  • କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିଥାଏ : ବେଲ ପେଟ ରୋଗକୁ ଦୂର କରେ। ଏହାସହ ଅନ୍ତନଳୀକୁ ମଧ୍ୟ ସଫା ରଖିବାରେ ସହାଯ୍ୟ କରେ। କୋଷ୍ଠକାଠିନ୍ୟ, ଅଲସର ଆଦିରୁ ରକ୍ଷା କରେ ବେଲ ପଣା।ଗରମ ଦିନରେ ଲୁରୁ ବଞ୍ଚିବା ପାଇଁ ବେଲ ପଣା ବହୁତ ଉପକାରେୀ।

ପେଟ ରୋଗକୁ ଦୂର କରିଥାଏ “ବେଲ ପଣା” ! ଜାଣନ୍ତୁ ଏହା ଆଉ କେଉଁ ରୋଗ ପାଇଁ ରାମବାଣ ସଦୃଶ୍ୟ କାମ କରିଥାଏ beal fruit juice

ପଢନ୍ତୁ;

କ୍ୟାନସର ଭଳି ମାରତ୍ମକ ରୋଗ ସହିତ ଲଢିବାର କ୍ଷମତା ରହିଛି ଏହି ଫଳରେ ! ଜାଣନ୍ତୁ

Related posts

ବିଭିନ୍ନ ରୋଗରୁ ଉପସମ ପାଇଁ ନିୟମିତ ସକାଳୁ ଖାଆନ୍ତୁ ବାଦାମ

ENO Beuro

ଆସନ୍ତୁ ଜାଣିବା କର୍କଟ ରୋଗୀଙ୍କ ପାଇଁ ଚିନ୍ତାଗ୍ରସ୍ତ ରହିବା ଭଲ ନୁହଁ କାହିଁକି

ENO Beuro

ଆସନ୍ତୁ ଜାଣିବା ଘରେ କିପରି ପ୍ରସ୍ତୁତ କରିବେ ହେୟାର ଅଏଲ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More