VASTU

ଭାଗବତ ଗୀତା ଅଧ୍ୟୟନ ଦ୍ୱାରା କେଉଁ ସବୁ ସଙ୍କଟ ରୁ ମୁକ୍ତି ମିଳିଥାଏ , ଆସନ୍ତୁ ଜାଣିବା

ଦୁନିଆ ସାରା ଭାରତ ର ଆଧ୍ୟାତ୍ମିକ ଜ୍ଞାନ ଭାବରେ ଭାଗବତ ଗୀତା କୁ ମଣି ଭାବରେ ଉଲେଖ କରାଯାଇଛି । ଗୀତା ରେ ୧୮  ଗୋଟି ଅଧ୍ୟାୟ ରହିଛି ଓ ଏହି ୧୮  ଅଧ୍ୟାୟ ରେ ୭୦୦  ଶ୍ଳୋକ ରହିଛି।  ଭଗବାନ ଶ୍ରୀ କୃଷ୍ଣ ଙ୍କ ଦ୍ୱାରା ତାଙ୍କ ମିତ୍ର ଅର୍ଜୁନ ଙ୍କୁ କୁହାଯାଇଥିବା ଶ୍ଳୋକ ବିଷୟରେ ବିଶେଷ ଭାବରେ ଉଲେଖ ରହିଛି । ମାନବ ପରିବେଶ ଓ ଆଚାର ବିଚାର ଆଦି ବିଷୟରେ ଭଗବାନ ଶ୍ରୀ କୃଷ୍ଣ ବିସ୍ତୃତ ରୂପେ ଉଲେଖ ରହିଛି।  ଏବଂ ଏହା ତୁଳନାରେ ଅନ୍ୟ କେଉଁ ଗ୍ରନ୍ଥ ନାହିଁ ।  ଭାଗବତ ଗୀତା କୁ ଉପନିଷଦ ର ସାର ଭାବରେ କୁହାଯାଇଛି।

ଭାଗବତ ଗୀତା ର ଉପକାରିତା ଆସନ୍ତୁ ଜାଣିବା ,

ଭାଗବତ ଗୀତା ର ପାଠ କରିବା ଦ୍ୱାରା ଶନି ପୀଡା ରୁ ମଧ୍ୟ ମୁକ୍ତି ମିଳିଥାଏ । ଯେଉଁ ବ୍ୟକ୍ତି ଭାଗବତ ଗୀତା ର ପାଠ କରେ ତ ,ସେ  ଅନେକ ପୁର୍ଣ୍ୟ ପାଇଥାଏ। ଗୀତାରେ ଏପରି କିଛି  ଅଧ୍ୟାୟ ର ଉଲେଖ ରହିଛି , ଯାହା କି ମଣିଷ ଜୀବନରେ ଆସୁଥିବା ସମସ୍ୟା ରୁ ମୁକୁଳିବାର ବାଟ ସମ୍ପର୍କ ରେ ବିସ୍ତୃତ ରୂପେ ଉଲେଖ ରହିଛି।  ଯଦି ଆପଣ ଙ୍କ କୁଣ୍ଡଳୀ ରେ ଶନି ଅଶୁଭ ସ୍ଥାନ ରେ ଥିବେ ତ ଆପଣ ଙ୍କୁ ଗୀତା ର ପ୍ରଥମ ଅଧ୍ୟାୟ ର ପାଠ କରିବା ଉଚିତ।  ଏହାଦ୍ୱାରା ଆପଣ ଙ୍କ ର ଶନି ପୀଡା ରୁ ମୁକ୍ତି ମିଳିଥାଏ।

କୌଣସି ପିଡାରୁ ମୁକ୍ତି ପାଇବା ପାଁଇ ଅଷ୍ଟମ ଅଧ୍ୟା ର ପାଠ କରନ୍ତୁ , ଏବଂ ମୋକ୍ଷ ପ୍ରାପ୍ତି ର କାମନା ପାଁଇ ସପ୍ତମ ଅଧ୍ୟାୟ ର ପାଠ କରନ୍ତୁ।  ଦଶମ ଅଧ୍ୟାୟ ର ପାଠ କର୍ମ ପ୍ରଧ୍ୟାନ୍ୟ ସମୟରେ କରନ୍ତୁ।

କୁଣ୍ଡଳୀ ର ୧୨  ନମ୍ବର ଭାଗ ର ଦୋଷ ତ୍ରୁଟି କୁ ସମାଧାନ କରିବା ପାଁଇ ଗୀତା ର ୧୩  ଅଧ୍ୟାୟ କୁ ପାଠ କରନ୍ତୁ।  ଗୀତା ପଢିବା ଦ୍ଵାରା ଅନେକ ଉପକାରିତା ମିଳିଥାଏ । ମନ ମଧ୍ୟ ଶାନ୍ତି ରହିଥାଏ।

ଗୀତା ଅଧ୍ୟୟନ କରନ୍ତୁ , ଆପଣଙ୍କର ଜୀବନରେ ଥିବା ବିଭିନ୍ୟ ସମସ୍ୟା ମଧ୍ୟ ଦୂର ହେବ ।

ପଢନ୍ତୁ ;କଣ ଆପଣଙ୍କ ଘରେ ଅଛି କି ଏହିସବୁ ଜିନିଷ ବାହାର କରିଦିଅନ୍ତୁ ହେବ ଆପଣଙ୍କ ଉପରେ ଲକ୍ଷ୍ମୀଙ୍କ କୃପା

Related posts

ଆସନ୍ତୁ ଜାଣିବା କେଉଁ ବସ୍ତୁ ଘରେ ରଖିଲେ ଶୁଭ ଫଳ ମିଳିଥାଏ?

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ଗଣେଶଙ୍କ ପୂଜା କଲେ , କ ‘ ଣ ଲାଭ ମିଳେ ଜାଣନ୍ତୁ ?

ENO Beuro

ଯାତ୍ରା ସମୟରେ କ’ଣ ଖାଇକି ଗଲେ ଯାତ୍ରା ଶୁଭ ହୋଇଥାଏ ଜାଣନ୍ତୁ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More