LIFESTYLE

କଲରା ପତ୍ର ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ! ଜାଣନ୍ତୁ ଏହି ପତ୍ରରେ ରହିଥିବା କେତେକ ଗୁଣ ସମ୍ପର୍କରେ

ପ୍ରାଚୀନ କାଳରୁ କଲରା ଆୟୁର୍ବେଦ ସହ ସମ୍ପୂର୍ଣଭାବେ ଜଡିତ। କଲରା ସ୍ଵାଦରେ ବହୁତ ପିତା ହୋଇଥାଏ କିନ୍ତୁ ଏହା ଶରୀର ପାଇଁ ବେଶ ଫଳପ୍ରଦ। କେବଳ କଲରା ନୁହେଁ ଏହାର ପତ୍ରରେ ମଧ୍ୟ ଅନେକ ଔଷଧୀୟ ଗୁଣ ଭରପୁର ହୋଇ ରହିଛି। ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ କଲରା ପତ୍ର ବେଶ ଉପଯୋଗୀ ଅଟେ।

ଆସନ୍ତୁ ଜାଣିବା ଏହି ପତ୍ରର ଗୁଣ ସମ୍ପର୍କରେ-

  • କଲରାରେ ଭରପୂର ମାତ୍ରାରେ ଆଂଟି-ମାଇକ୍ରୋବିୟମ ଗୁଣ ରହିଛି । ଏହା ଭାଇରସ ଓ ବ୍ୟାକ୍ଟେରିଆକୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ ।
  • ଅଧିକାଂଶ ମାତ୍ରରେ ପୋଲିପେପ୍ଟାଇଡ ରହିଛି । ଯାହା ମଧୁମେୟ ରୋଗକୁ ନିୟନ୍ତ୍ରଣ ରଖିବାରେ ସକ୍ଷମ ହୋଇଥାଏ କଲରା ପତ୍ର ।
  • ଶରୀରର ସୁଗାର ଲେବଲକୁ ନିୟନ୍ତ୍ରଣ କରିବାରେ କଲରା ପତ୍ର ବେଶ ଉପଯୋଗୀ ।
  • ଯଦି ଆପଣ କଲରା ପତ୍ର ନିୟମିତ ଖାଇବେ, ତା’ହେଲେ କ୍ୟାନସର ଭଳି ରୋଗରୁ ଦୂରରେ ରହିପାରବେ । ଏହା ଖାଇବା ଦ୍ୱାରା ଶରୀରରେ କର୍କଟ ରୋଗ କୋଷ ହେବା ସମ୍ଭାବନା କମ ଦେଖାଦିଏ ।
  • କଲରା ଖାଇଲେ ରକ୍ତ ପରିଷ୍କାର ହୋଇଥାଏ। ତା ସହ ରକ୍ତରେ ହିମୋଗ୍ଲୋବିନ ବଢିଥାଏ।

ପଢନ୍ତୁ;

ଜିମ୍‌କୁ ଯିବା ପୂର୍ବରୁ ସେବନ କରନ୍ତୁ ଏହି ଫଳ , ମିଳିବ ଅନେକ ଫାଇଦା

Related posts

ଡାଇବେଟିସକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ “ଅଲିଭ୍‌ ତେଲ”

ENO Beuro

ସକାଳୁ ଖାଲି ପେଟରେ ଉଷୁମ ପାଣି ପିଇଲେ କି ଉପକାର ମିଳେ ଆସନ୍ତୁ ଜାଣିବା

ENO Beuro

ଲବଙ୍ଗ ବହୁତ ଉପକାରୀ !ତେବେ ଆସନ୍ତୁ ଜାଣିବା ଲବଙ୍ଗ ଖାଇଲେ କି କି ଲାଭ ମିଳିଥାଏ

ENO Beuro

Leave a Comment