• Home
  • LIFESTYLE
  • ପ୍ରତିଦିନ କଳାଲୁଣ ସେବନ କରିବା ଦ୍ଵାରା ମିଳିଥାଏ ଅନେକ ଫାଇଦା ! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ
LIFESTYLE

ପ୍ରତିଦିନ କଳାଲୁଣ ସେବନ କରିବା ଦ୍ଵାରା ମିଳିଥାଏ ଅନେକ ଫାଇଦା ! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

ଆୟୁର୍ବେଦ ଅନୁସାରେ କଳା ଲୁଣ ଆପଣଙ୍କ ଖାଦ୍ୟରେ ସାମିଲ କରିବା ଦ୍ଵାରା ଶରୀରରେ ଅନେକ ରୋଗ ଦୂର ହୋଇଥାଏ। ଏହା ବିଭିନ୍ୟ ପ୍ରକାର ପେଟ ରୋଗ ମଧ୍ୟ ଦୂରକରିଥାଏ। ସାଧାରଣତଃ ଜଳଖିଆ କିମ୍ବା ସାଲାଡ଼ର ସ୍ୱାଦ ବଢ଼ାଇବା ପାଇଁ ଆମେ କଳାଲୁଣ ବ୍ୟବହାର କରିଥାଉ। ଲୁଣ ଅପେକ୍ଷା କଳାଲୁଣର ସ୍ୱାଦ କିଛି ମାତ୍ରାରେ ଭିନ୍ନ ରହିଥାଏ । ତେବେ ଅଧିକ ଲୁଣ ଶରୀର ପ୍ରତି ହାନିକାରକ ହୋଇଥିବା ବେଳେ କଳାଲୁଣ ହୋଇଥାଏ ଲାଭଦାୟକ ହୋଇଥାଏ। ଏଥିରେ ଥିବା ମିନେରାଲ୍ ଶରୀରକୁ ଅନେକ ରୋଗରୁ ଦୂରରେ ରଖିଥାଏ ।

ତେବେ ଆସନ୍ତୁ ଜାଣିବା ଏହାର କିଛି ଫାଇଦା ସମ୍ପର୍କରେ-

  1.  କଳାଲୁଣକୁ ଉଷୁମ ପାଣି ସହ ପିଇବା ଦ୍ୱାରା ଗଳା ସମ୍ପର୍କୀତ ରୋଗ ଦୂର ହୋଇଥାଏ।
  2. ଏହା ଦ୍ୱାରା ଶରୀରରେ ଥିବା କ୍ଷତିକାରକ ବ୍ୟାକ୍ଟେରିଆ ନଷ୍ଟ ହୋଇଥାଏ।
  3.  ଏଥିରେ ଆଇରନ ଭରପୂର ମାତ୍ରାରେ ରହିଥାଏ ଯାହା ଦ୍ୱାରା ଶରୀରରେ ରକ୍ତର ପରିମାଣ ସଠିକ ରହିଥାଏ।
  4. ପ୍ରତିଦିନ ପ୍ରାତଃ ସମୟରେ ହାଲୁକା ଗରମ ପାଣି ସହ କଳାଲୁଣ ମିଶାଇ ସେବନ କରିବା ଦ୍ୱାରା ମେଦବୃଦ୍ଧି, ଗଳାସମସ୍ୟା , ହାଡ଼ ଜନିତ ସମସ୍ୟାର ସମାଧାନ ହୋଇଥାଏ।କଳାଲୁଣ ହଜମ ପ୍ରକ୍ରିୟାକୁ ଠିକ କରିବା ସହ ଶରୀରର କୋଶିକାଗୁଡ଼ିକୁ ନ୍ୟୁଟ୍ରିୟସ୍ ଯୋଗାଇଥାଏ।
  5. ଏଥିରେ ଭରପୂର ମାତ୍ରାର ମିନେରାଲ ରହିଥାଏ, ଯାହା ଚିନ୍ତା ମୁକ୍ତ ରହିବାରେ ସାହାଯ୍ୟ କରେ।
  6. ଏହାକୁ ଦୈନିକ ସେବନ କରିବା ଦ୍ୱାରା ମେଦ ହ୍ରାସ ହେବା ସହ ଭଲ ନିଦ ମଧ୍ୟ ହୋଇଥାଏ।

ପ୍ରତିଦିନ କଳାଲୁଣ ସେବନ କରିବା ଦ୍ଵାରା ମିଳିଥାଏ ଅନେକ ଫାଇଦା ! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ black salt

ପଢନ୍ତୁ;

ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ଇଚ୍ଛା ମୃତ୍ୟ ମାଗିଲେ କିନ୍ନର ଶାନଭୀ

Related posts

ଦୀର୍ଘ ସମୟ ଧରି ଗୋଡ ଉପରେ ଗୋଡ ରଖି ବସିବା ଦ୍ଵାରା ଦେଖାଦେଇଥାଏ ଅନେକ ସମସ୍ୟା! ଜାଣନ୍ତୁ ?

Krishna Kumar Manoj

ଆପଣଙ୍କ ଭାବି ଜୀବନସାଥୀଙ୍କ ନାମ ‘B’ ରୁ ଆରମ୍ଭ କି ? ଜାଣନ୍ତୁ ତାଙ୍କ ସ୍ଵଭାବ କେମିତି କିପରି

Krishna Kumar Manoj

ଯୋଗ ଓ ଧ୍ୟାନ କରିବା ଦ୍ୱାରା ଦୂରହୋଇଥାଏ କ୍ୟାନସରର ଆଶଙ୍କା! ଜାଣନ୍ତୁ ?

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More