• Home
  • LIFESTYLE
  • ଅଣ୍ଡା ସିଝା ପାଣି ଫିଙ୍ଗି ଦେଉଛନ୍ତି କି ? ଏହି ପାଣିର ମଧ୍ୟ ଉପକାରିତା ରହିଛି ! ଜାଣନ୍ତୁ କ’ଣ ?
LIFESTYLE

ଅଣ୍ଡା ସିଝା ପାଣି ଫିଙ୍ଗି ଦେଉଛନ୍ତି କି ? ଏହି ପାଣିର ମଧ୍ୟ ଉପକାରିତା ରହିଛି ! ଜାଣନ୍ତୁ କ’ଣ ?

ଅଣ୍ଡା ସିଝାଇ ସାରିବା ପରେ ଯେଉଁ ପାଣି ରହିଯାଏ , ସେଥିରୁ ଗଛକୁ ପର୍ଯ୍ୟାପ୍ତ ପରିମାଣରେ ମିନେରାଲସ୍ ଓ କ୍ୟାଲସିୟମ ମିଳିଥାଏ । ଅନେକ ଏହି ପାଣିକୁ ନଷ୍ଟ ଭାବି ଫିଙ୍ଗିଦେଇଥାନ୍ତି । କିନ୍ତୁ ଏହାର ବହୁତ ଉପକାରିତା ରହିଛି ।

ତେବେ ଆସନ୍ତୁ ଜାଣିବା ଏହାର କିଛି ଉପକାରିତା ସମ୍ପର୍କରେ-

ଅନେକ ଘରମାନଙ୍କରେ ରଖିଥିବା ଗଛଗୁଡିକୁ ସିଧାସଳଖ ସୂର୍ଯ୍ୟକିରଣ ମିଳିପାରେନାହିଁ । ଏପରି ସ୍ଥିତିରେ ଅଣ୍ଡା ସିଝା ପାଣି ସେହି ଗଛମୂଳରେ ଦେଲେ ଏହା ଖୁବ୍ ଭଲ ବଢିପାରିବ । ଅଣ୍ଡା ସିଝା ପାଣିରେ ଅର୍ଗାନିକ କ୍ୟାଲସିୟମ ଥାଏ ଯାହା ଗଛର ଚେରକୁ ଖୁବ୍ ମଜବୁତ୍ କରେ ।  ସିଝେଇବା  ବେଳେ ଅଣ୍ଡାକୁ ମିନେରାଲସ୍ ବାହାରି ସେହି ପାଣିରେ ମିଶିଥାଏ । ଏଣୁ ଏହା ଗଛ ପାଇଁ ଭଲ ଖତ ଭଳି କାମ କରିଥାଏ। ଏହା ଗଛକୁ ପୋଷାକ ତତ୍ଵ ମଧ୍ୟ ଦେଇଥାଏ।

ଅତି କମରେ ମାସକୁ ଥରେ ଗଛରେ ଅଣ୍ଡା ସିଝା ପାଣି ଦେବା ଉଚିତ୍। ଏହି ପାଣି ଥଣ୍ଡା ହେବା ପରେ ଗଛ ମୂଳରେ ଦେବେ। ଭିନ୍ନ ଭିନ୍ନ ରସାୟନଯୁକ୍ତ ସାର ଦେବା ଅପେକ୍ଷା ଅଣ୍ଡା ସିଝା ପାଣି ଗଛରେ ଦେଲେ ଅଧିକ ଉପକାର ମିଳିଥାଏ ଏହା ପରିବେଶ ପ୍ରଦ୍ୟୁଷଣ ମୁକ୍ତ ମଧ୍ୟ କରିଥାଏ।

ଅଣ୍ଡା ସିଝା ପାଣି ଫିଙ୍ଗି ଦେଉଛନ୍ତି କି ? ଏହି ପାଣିର ମଧ୍ୟ ଉପକାରିତା ରହିଛି ! ଜାଣନ୍ତୁ କ’ଣ ? boil egg water

ପଢନ୍ତୁ ;

ତାମିଲନାଡୁ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି ଦକ୍ଷିଣ ଭାରତର ଦୁଇ ବଡ କଳାକାର ରଜନୀକାନ୍ତ ଓ କମଲ ହାସନ

Related posts

ଫଳ ଚୋପାରେ ରହିଛି ଅନେକ ଉପକାରୀ ଗୁଣ ! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

Krishna Kumar Manoj

ଆପଣ ଜାଣିଛନ୍ତି କି ଆଇସକ୍ରିମ୍‌ରେ ରହିଛି ଭରପୁର ଭିଟାମିନ୍‌ ? ଏହା ଶରୀର ପାଇଁ କେତେ ଉପଯୋଗୀ ଜାଣନ୍ତୁ

Krishna Kumar Manoj

ଶ୍ୱାସ ଜନିତ ସମସ୍ୟାରୁ ରକ୍ଷା ଦେଇଥାଏ “ହେଙ୍ଗୁ” ,ଆସନ୍ତୁ ଜାଣିବା ଏହାର କିଛି ଔଷଧୀୟ ଗୁଣ ସଂପର୍କରେ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More