LIFESTYLE

ଆସନ୍ତୁ ଜାଣିବା କ୍ୟାପ୍‌ସିକମ୍‌ ଉପକାରିତା ବିଷୟରେ

ଆମେ ସମସ୍ତେ ଜାଣିଛେ, କ୍ୟାପସିକମ ପରିବା ଦେଖିବାକୁ ଯେମିତି ମନୋରମ ଖାଦ୍ୟକୁ ମଧ୍ୟ ସେମିତି ସୁସ୍ଵାଦୁ କରିଥାଏ । ବଜାରରେ ଲାଲ୍‌, ସବୁଜ ଓ ହଳଦିଆ ରଙ୍ଗର କ୍ୟାପସିକମ୍ ବିକ୍ରି ହୋଇଥାଏ । ସାଧାରଣତଃ ଆମେ କ୍ୟାପ୍‌ସିକମ୍‌କୁ ତରକାରୀ କିମ୍ୱା ସାଲାଡ୍‌ରେ ବ୍ୟବହାର କରୁ।କ୍ୟାପ୍‌ସିକମ୍‌ କେବଳ ଖାଦ୍ୟର ସ୍ୱାଦ ବଢ଼ାଇ ନ ଥାଏ, ଏହା ଶରୀର ପାଇଁ ବହୁ ଉପକାରୀ ମଧ୍ୟ।

ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ-

  • କ୍ୟାପସିକମ୍ ପ୍ରଚୁର ମାତ୍ରା ଭିଟାମିନ୍ ସି ଥିବାରୁ ବିଭିନ୍ନ ରୋଗରୁ ଆମକୁ ରକ୍ଷା କରିଥାଏ।
  • କ୍ୟାପସିକମ୍ ଖାଇବା ଦ୍ୱାରା କୋଲେଷ୍ଟେରୋଲ୍ ସ୍ତର ନିୟନ୍ତ୍ରଣ ରହେ।
  • ଲାଲ୍ ରଙ୍ଗର କ୍ୟାପସିକମ୍ ଖାଇବା ଦ୍ୱାରା କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ମିଳିଥାଏ।
  • ଯେଉଁମାନେ ଦୈନନ୍ଦିନ ଖାଦ୍ୟରେ କ୍ୟାପସିକମ୍କୁ ସାମିଲ କରନ୍ତି ସେମାନଙ୍କର ଅଣ୍ଟା ଓ ଆଣ୍ଠୁଗଣ୍ଠି ଯନ୍ତ୍ରଣା କମ୍ ହୋଇଥାଏ। ଏଥିରେ ଥିବା ଏକ ରାସାୟନିକ ଦ୍ରବ୍ୟ ଯନ୍ତ୍ରଣାକୁ ଲାଘବ କରିଥାଏ।
  • କ୍ୟାପସିକମ୍ ଓଜନ ହ୍ରାସ ମଧ୍ୟ କରିଥାଏ। ଏଥିରେ କ୍ୟାଲେରୀ ନଥାଏ କହିଲେ ଚଳେ।
  • ବିଶେଷଜ୍ଞଙ୍କ ମତରେ ପ୍ରତିଦିନ କ୍ୟାପସିକମ୍ ଖାଇବା ଦ୍ୱାରା ମାରାମତ୍କ କ୍ୟାନସର ହେବାର ଭୟ କମିଥାଏ।

ଆସନ୍ତୁ ଜାଣିବା କ୍ୟାପ୍‌ସିକମ୍‌ ଉପକାରିତା ବିଷୟରେ ଆସନ୍ତୁ ଜାଣିବା କ୍ୟାପ୍‌ସିକମ୍‌ ଉପକାରିତା ବିଷୟରେ capcicum

ପଢନ୍ତୁ; ଶରୀରରେ ରକ୍ତହୀନତା ଦୂର କରିଥାଏ “ପିଜୁଳି”! ଜାଣନ୍ତୁ ଏହାକୁ ନିୟମିତ ଖାଇବା ଦ୍ଵାରା କଣ ଫାଇଦା ମିଳିଥାଏ

Related posts

ତେଲିଆ ତ୍ୱଚା ପାଇଁ ଚିନ୍ତିତ ଅଛନ୍ତି କି ? ତେବେ ଏଥିରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଘରୋଇ ଉପଚାର !

ENO Beuro

ରୁପି ଜନିତ ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି କି ? ତେବେ ବ୍ୟବହାର କରନ୍ତୁ “ଲେମନ-କୋକୋନଟ ଅଏଲ”

ENO Beuro

ଘିମିରି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More