LIFESTYLE

ଆସନ୍ତୁ ଜାଣିବା ଲବଙ୍ଗର ଉପକାରିତା

ଦେହ ପାଇଁ ବହୁତ ହିତକର ହୋଇଥାଏ ଲବଙ୍ଗ

ଆଜି ଆମେ ଆପଣଙ୍କୁ ଲବଙ୍ଗର ଉପକାର ବିଷୟରେ ଜଣାଇବାକୁ ଯାଉଛୁ। ଲବଙ୍ଗ ଏକ ସୁଗନ୍ଧିତ ମସଲା ଅଟେ। ରୋଷେଇରେ ଖାଦ୍ୟକୁ ସୁସ୍ଵାଦୁ କରିବା ପାଇଁ ଏହାକୁ ବ୍ୟବହାର କରାଯାଏ। ଏହା ଅନେକ ଔଷଧୀୟ ଗୁଣରେ  ମଧ୍ୟ ଭରପୁର ଅଟେ। ରାତିରେ ଗୋଟେ ଲବଙ୍ଗ ଖାଇ ପାଣି ପିଇ ଦେଲେ ତାହାଦ୍ଵାରା ଅନେକ ଉପକାର ହୋଇଥାଏ।

ଲବଙ୍ଗରେ ବିଭିନ୍ନ  ପ୍ରକାର ଆଣ୍ଟି-ବାୟୋଟିକ ତତ୍ଵ ଯେପରିକି ଆୟରନ,ଫସଫରସ,ତନ୍ତୁ,ଭିଟାମିନ,କ୍ୟାଲସ୍ୟମ,ମ୍ୟାଗନେସ୍ୟମ,କାର୍ବୋହାଇଡ୍ରେଟ ଆଦି ଅତ୍ୟନ୍ତ ଲାଭକରୀ ଉପାଦାନ ରହିଥାଏ।

ଯଦି ଆପଣ ପ୍ରତିଦିନ ରାତିରେ ଗୋଟିଏ ଲବଙ୍ଗ ଖାଇବେ ,ତେବେ ଆପଣଙ୍କ ମୁହଁରୁ ଦୁର୍ଗନ୍ଧ ଆସିବା ବନ୍ଦ ହୋଇଯିବ, ପେଟ ବ୍ୟଥା ଓ ଗ୍ୟାସ୍ ସମସ୍ୟା ,ପାଚନ ସମସ୍ୟା ଓ ପେଟ ଠିକ୍ ରେ ସଫା ନ ହେବା ଭଳି  ସମସ୍ୟା ଗୁଡିକ ସଂପୂର୍ଣ ରୁପେ ଭଲ  ହୋଇଯିବ।

ପଢନ୍ତୁ: ମହିଳା ଓ ପୁରୁଷଙ୍କ ପାଇଁ ସଞ୍ଜିବନୀ ବୁଟି ପରି କାମ ଦିଏ ଡିମିରି ଫୁଲ: ଜାଣନ୍ତୁ କିପରି

Related posts

ଆପଣ ଜାଣନ୍ତି କି ଖରାପ ହୋଇ ଯାଇଥିବା କଦଳୀ ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ ଉପଯୋଗୀ

ENO Beuro

କିସମିସକୁ ପାଣିରେ ଭିଜାଇ ଖାଇବା ଦ୍ୱାରା ମିଳିଥାଏ ଅନେକ ଫାଇଦା ! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

ENO Beuro

ନିୟମିତ ସାଲାଡ ଖାଇବା ଦ୍ଵାରା ଆମକୁ କି କି ଫାଇଦା ମିଳିଥାଏ ଜାଣନ୍ତୁ ?

ENO Beuro

Leave a Comment