LIFESTYLE

ଆପଣ ଜାଣିଛନ୍ତି କି? ଗୋମୂତ୍ର ସେବନ କରିବା ଦ୍ଵାରା ଦୂର ହୋଇଥାଏ ଅନେକ ସମସ୍ୟା! ତେବେ ଜାଣନ୍ତୁ ତାହା ସମ୍ପର୍କରେ

By Krishna Kumar Manoj

March 10, 2018

ଗୋମୂତ୍ରର ସେବନ

ଗୋରୁମାନଙ୍କୁ ଆମେ ଭଗବାନ ମାନିଥାଉ। ଗୋରୁମାନଙ୍କ ମୁତ୍ରରେ ଅନେକ ଔଷଧୀୟ ଗୁଣ ଭରପୁର ରହିଥାଏ। ଏହାଦ୍ଵାରା ଅନେକ ଶାରୀରିକ ସମସ୍ୟା ଦୂର ହୋଇଥାଏ। ଯେବେ ସୃଷ୍ଟିର ଆରମ୍ଭ ହୋଇଥିଲା ସେତେବେଳେ ଦେବତା ମାନେ ଓ ଅସୁର ମାନେ ଅମୃତ ପାନ କରିବା  ପାଇଁ  ଯୁଧ୍ୟ କରିଥିଲେ।

ଅମୃତ ଦୁଇ ଶବ୍ଦରେ ହେଇଛି ଅ ଓ ମୃତ। ମୃତ ଯାହା ମରିଯାଇଥାଏ,ଏବଂ ଅମୃତ ମୃତ ହେବାର ଅଭିଶାପକୁ କଟିଥାଏ। ସେହି କାରଣରୁ ଦେବତା ମାନେ ଓ ଅସୁର ମାନେ ପରସ୍ପର ମଧ୍ୟରେ ଯୁଧ୍ୟ କରିଥାନ୍ତି।

ଆପଣଙ୍କର ମଧ୍ୟରୁ ଅନେକ ଲୋକେ ଗୋମୂତ୍ରକୁ  ଅମୃତ ନାମରେ ମଧ୍ୟ କହିଥାନ୍ତି। କିନ୍ତୁ ଏହି କଥା ଖୁବ କମ ଲୋକେ ଜାଣିଥାନ୍ତି କି ଗୋମୂତ୍ର ସ୍ୱାସ୍ଥ୍ୟ ପାଁଇ ଭଲ ହେଇଥାଏ ଏହା ଗରମ ହେଇଥାଏ ଏବଂ ଏହା ବିଷ ନାଶକ ହେଇଥାଏ ଏବଂ ଜୀବାଣୁ ନାଶକ ମଧ୍ୟ ହେଇଥାଏ। ଏଥିରେ ନାଇଟ୍ରୋଜେନ, କପର, ଫସଫେଟ, ୟୁରିକ ଏସିଡ,ପୋଟାସିୟୁମ,କ୍ଲୋରାଇଡ ଓ ସୋଡିୟମ ରହିଥାଏ। ଗୋମୂତ୍ରର ନିୟମିତ ସେବନ ଦ୍ୱାରା ରକ୍ତାଭାବ ଜନିତ ସମସ୍ୟା ଦୂର ହେଇଥାଏ।

ପଢନ୍ତୁ;

ଖୁବ ଶୀଘ୍ର ବନ୍ଦ ହେବାକୁ ଯାଉଛି ରୋଟୋମାକ୍‌ କମ୍ପାନୀ