LIFESTYLE

ମୁହ୍ନରେ ବ୍ରଣ ସମସ୍ୟା ଦୂର କରିଥାଏ ଭୃଷଙ୍ଗ ପତ୍ରର ପେଷ୍ଟ ! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

ଆଜିକାଲି ସୁନ୍ଦର ଦେଖାଯିବାକୁ ସମସ୍ତେ ଚାହିଁଥାନ୍ତି ଏବଂ ଏଥିପାଇଁ ଅନେକ ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି। କିନ୍ତୁ ଆପଣ ଜାଣଛନ୍ତି କି? ଏପରି କିଛି ଘରୋଇ ଉପାୟ ଅଛି ଯାହା ଆପଣଙ୍କୁ ସୁନ୍ଦର କରିବା ସହ ଆପଣଙ୍କ ତ୍ୱଚାକୁ ଚମକ ପ୍ରଦାନ କରିଥାଏ । ଭୃଷଙ୍ଗ ପତ୍ରକୁ ମିଠା ନିମ୍ବ ବୋଲି ମଧ୍ୟ କୁହାଯାଏ। ଏହାକୁ ସମସ୍ତେ ରୋଷେଇରେ ବ୍ୟବହାର କରିଥାନ୍ତି । କିନ୍ତୁ ଏହି ପତ୍ର ସୌନ୍ଦର୍ଜ୍ୟ ବଢେଇବାରେ ସାହାଯ୍ୟ କରିଥାଏ। ସମସ୍ତେ ସୁନ୍ଦର ହେବାପାଇଁ ଚାହାନ୍ତି, କିନ୍ତୁ ବାହାର ସୁନ୍ଦରତା ସହ ଭିତର ସୁନ୍ଦରତା ମଧ୍ୟ ଜରୁରୀ ଅଟେ।

ତେବେ ଜାଣିରଖନ୍ତୁ ସୁନ୍ଦରତା ପାଇଁ ଭୃଷଙ୍ଗ ପତ୍ରର କଣ ଭୂମିକା ରହିଛି-

  • ଭୃଷଙ୍ଗ ପତ୍ରର ପେଷ୍ଟ ମୁହଁରେ ଲଗାଇଲେ ବ୍ରଣ ସମସ୍ୟା ମଧ୍ୟ ଦୂର ହୋଇଥାଏ।
  •  ଶରୀରରେ ଭୃଷଙ୍ଗ ପତ୍ର ପେଷ୍ଟ ମାଲିସ କରିବା ବହୁତ ଉପକାରୀ।
  •  କେବଳ ସୁନ୍ଦରତା ତାହା ନୁହଁ ଆପଣ ଭୃଷଙ୍ଗ ପତ୍ରକୁ ଗୁଣ୍ଡ କରି ସକାଳେ ସଂନ୍ଧ୍ୟାରେ ୩/୪ ଗ୍ରାମ ସେବନ କରନ୍ତୁ । ଏପରି କରିବା ଦ୍ୱାରା ମେଦବହୁଳତା ସମସ୍ୟାରୁ ରକ୍ଷା ମିଳେ।
  •  କେଶକୁ ସୁସ୍ଥ ଓ ସୁନ୍ଦର କରିବା ପାଇଁ ଭୃଷଙ୍ଗ ପତ୍ରର ପେଷ୍ଟକୁ ମୁଣ୍ଡରେ ଲଗାନ୍ତୁ ଏବଂ ଅଧା ଘଂଟା ପରେ କେଶକୁ ଧୋଇ ଦିଅନ୍ତୁ । ନିୟମିତ ବ୍ୟଧାନରେ ଏପରି କରିବା ଦ୍ୱରା କେଶରେ ଚମକ ଆସିବା ସହ କେଶ ସିଲ୍କି ହୋଇଥାଏ।
  • ଭୃଷଙ୍ଗ ପତ୍ରକୁ ବାଟି ପେଷ୍ଟ ତିଆରି କରି ଚେହେରାରେ ଲଗାନ୍ତୁ, ଏପରି କରିବା ଦ୍ୱାରା ମୁହଁରେ ଚମକ ଆସିଥାଏ।
  • ଏହି ପତ୍ର ଖାଇବା ଦ୍ଵାରା କେଶ ଝଡିବା ସମସ୍ୟା ମଧ୍ୟ ଦୂରହୋଇଥାଏ।

ପଢନ୍ତୁ;

ଜାଣିରଖନ୍ତୁ କେଉଁ କାରଣରୁ ମହିଳାମାନେ ପାଉଁଜି ପରିଧାନ କରିବା ନିହାତି ଜରୁରୀ ଅଟେ ?

Related posts

ନିମ୍ବ ପତ୍ରର ରହିଛି ଅନେକ ଔଷଧୀୟ ଗୁଣ: ଆସନ୍ତୁ ଜାଣିବା ସେଗୁଡିକ କଣ କଣ

Ratnamani Moharana

ନିଜେ ପରୀକ୍ଷା କରି ଦେଖନ୍ତୁ, ହାତରେ ପିଆଜ ଘଷିବା ଦ୍ଵାରା କି ଫାଇଦା ମିଳିଥାଏ

ENO Beuro

ଅଣ୍ଟା ବିନ୍ଧା ଭଳି ସମସ୍ୟାରେ ପୀଡିତ ଥିଲେ ଆପଣାନ୍ତୁ କିଛି ଜରୁରୀ ଟିପ୍ସ

ENO Beuro

1 comment

Leave a Comment