VASTU

କେଉଁ ବସ୍ତୁ ଦାନ କରିବା ଦ୍ଵାରା କଣ ଲାଭ ମିଳିଥାଏ ? ଆସନ୍ତୁ ଜାଣିବା 

By Krishna Kumar Manoj

June 02, 2018

ଦାନ କରିବା ଠାରୁ ପୂଣ୍ୟ କର୍ମ ଦୁନିଆରେ କିଛି ନାହିଁ। ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଅଲଗା ଅଲଗା ପ୍ରକାର ଦାନର ଅଲଗା ପ୍ରକାର ମହତ୍ଵ ରହିଛି। ଦାନ ଅନେକ ପ୍ରକାରର, ଯଥା ଅନ୍ନଦାନ , ବସ୍ତ୍ରଦାନ, ଗୋ-ଦାନ , କନ୍ୟା ଦାନ , ରକ୍ତ ଦାନ। କଣ ଦାନ କଲେ କେଉଁ ପୂଣ୍ୟ ମିଳେ ତାହା ଆମ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି। ଦାନ ବିଭିନ୍ନ ପ୍ରକାର ହୋଇଥାଏ, ଏବଂ ସମସ୍ତଙ୍କର କିଛି ଅଲଗା ଅଲଗା ମହତ୍ୱ ରହିଛି। ସେଥି ମଧ୍ୟରୁ ସବୁଠୁ ପବିତ୍ର ଦାନ ଜ୍ଞାନ ଦାନକୁ କୁହାଯାଏ। ଜ୍ଞାନ ଦାନ କରିବାରେ ଉଭୟ ଦାତା ଓ ଗ୍ରହିତାର ଲାଭ ହୋଇଥାଏ।

ତେବେ ଆସନ୍ତୁ ଜାଣିବା କେଉଁ ବସ୍ତୁ ଦାନ କଲେ କଣ ଲାଭ ମିଳିଥାଏ-

ପଢନ୍ତୁ; ଆସନ୍ତା ୧୦ରେ ଭାରତ ବନ୍ଦ