• Home
  • LIFESTYLE
  • ସକାଳୁ ଚାଉଳଧୁଆ ପାଣି ପିଇଲେ ମିଳିଥାଏ ଅନେକ ଫାଇଦା! ଆସନ୍ତୁ ଜାଣିବା ସେ ସମ୍ପର୍କରେ
LIFESTYLE

ସକାଳୁ ଚାଉଳଧୁଆ ପାଣି ପିଇଲେ ମିଳିଥାଏ ଅନେକ ଫାଇଦା! ଆସନ୍ତୁ ଜାଣିବା ସେ ସମ୍ପର୍କରେ

ଚାଉଳଧୁଆ ପାଣି ସ୍କିନ୍‌, କେଶ, ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ। ଚାଉଳଧୁଆ ପାଣିରେ ବହୁମାତ୍ରାରେ କାର୍ବନ ଡାଇଅକ୍ସସାଇଡ ଓ ଆମିନୋ ଏସିଡ୍‌ ରହିଥାଏ ଏହା ଶରୀରକୁ ଶକ୍ତି ଯୋଗାଏ। ଚାଉଳଧୁଆ ପାଣି ପ୍ରସ୍ତୁତ କରିବା ପାଇଁ ହେଲେ ପ୍ରଥମେ ଚାଉଳକୁ ଧୋଇ ଏହାପରେ ଅଧିକ ପାଣିଦେଇ କିଛି ସମୟ ବତୁରା ଯାଇଥାଏ। ଅଧଘଣ୍ଟାପରେ ଚାଉଳକୁ ଛାଣି ପାଣିକୁ ବ୍ୟବହାର କରାଯାଏ। ଚାଉଳଧୁଆ ପାଣି ପିଇଲେ ଥକ୍କାପଣ ଦୂର ହୋଇଥାଏ।

ଚାଉଳଧୁଆ ପାଣିରେ ଆହୁରି ଅନେକ ଉପକାରିତା ମଧ୍ୟ ରହିଛି। ଆସନ୍ତୁ ଜାଣିବା ସେ ସମ୍ପର୍କରେ-

  • ନିୟମିତ ଚାଉଳଧୂଆ ପାଣିରେ ମୁହଁ ଧୋଇଲେ କଳାଦାଗ ଦୂର ହୁଏ। ଏହାଦ୍ୱାରା ସ୍କିନ୍‌ ନରମ ହୋଇ ଓ ଉଜ୍ଜ୍ୱଳତା ବଢ଼ିଥାଏ।
  • ରାତିରେ ଶୋଇବା ପୂର୍ବରୁ ଏକ କଟନ କପଡ଼ାରେ ଚାଉଳଧୁଆ ପାଣିକୁ ଆଖିର ଚାରିପାଖରେ ଲଗାଇବା ଦ୍ୱାରା ଆଖିତଳେ ପଡିଥିବା କଳାଦାଗ ଦୂର ହୋଇଥାଏ। ଚାଉଳଧୁଆ ପାଣି ପିଇବା ଦ୍ୱାରା ହଜମ ଶକ୍ତି ବଢ଼େ।
  • ଦେହ ଦରଜ ହେଉଥିଲେ ଏହି ପାଣି ପିଅଲେ ବ୍ୟଥା ଦୂର ହୁଏ। ଏହା ସର୍ଦ୍ଦିରୁ ଦିଏ ମୁକ୍ତି । ଲଗାତର ବାନ୍ତି ହେଉଥିଲେ ଦିନକୁ ୨ରୁ୩ ଥର ଏକ କପ୍‌ ଚାଉଳଧୁଆ ପାଣି ପିଇଲେ ଲାଭ ମିଳେ ବୋଲି ଏହି ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି।
  • ଶାମ୍ପୁ କରିବା ପରେ ଚାଉଳଧୂଆ ପାଣିରେ କେଶକୁ ଧୋଇବା ଦ୍ୱାରା ଏହା କଣ୍ଡିସନର ଭଳି କାର୍ଯ୍ୟ କରେ। ଏହାଦ୍ୱାରା ରୁପି ସମସ୍ୟା ଦୂର ହୁଏ ଓ କେଶ ଶୀଘ୍ର ବଢ଼େ।

ସକାଳୁ ଚାଉଳଧୁଆ ପାଣି ପିଇଲେ ମିଳିଥାଏ ଅନେକ ଫାଇଦା! ଆସନ୍ତୁ ଜାଣିବା ସେ ସମ୍ପର୍କରେ ସକାଳୁ ଚାଉଳଧୁଆ ପାଣି ପିଇଲେ ମିଳିଥାଏ ଅନେକ ଫାଇଦା! ଆସନ୍ତୁ ଜାଣିବା ସେ ସମ୍ପର୍କରେ rice water

ପଢନ୍ତୁ; ପାକିସ୍ତାନ ରାଜନୀତି:ଅଗଷ୍ଟ ୧୧ରେ ଶପଥ ନେବେ ଇମ୍ରାନ ଖାନ

Related posts

ଆପଣ ଜାଣିଛନ୍ତି କି ? ଅନାବନା ସ୍ଥାନରେ ଦେଖିବାକୁ ମିଳୁଥିବା ଏହି ବୃକ୍ଷର ଚମତ୍କାରୀ ଔଷଧୀୟ ଗୁଣ

Krishna Kumar Manoj

ଆସନ୍ତୁ ଜାଣିବା ଶରୀରର କେଉଁ ଅଙ୍ଗ ଥରିଲେ କଣ ସଙ୍କେତ ମିଳିଥାଏ

Krishna Kumar Manoj

ଆସନ୍ତୁ ଜାଣିବା ମୋଜା ପିନ୍ଧିବା ଦ୍ଵାରା ଆମ କୁ କି କି ଲାଭ ମିଳେ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More