LIFESTYLE

ନିୟମିତ ଭାବେ ମିଶ୍ରି ପାଣି ପିଇଲେ ବଢିଥାଏ ତ୍ୱଚାରେ ଉଜ୍ଜଳତା! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

ସକାଳୁ ନିୟମିତ ଭାବେ ମିଶ୍ରି ପାଣି ପିଇଲେ ଶରୀରରେ ଅନେକ ସମସ୍ୟା ଦୂର ହୋଇଥାଏ। ଏହାର ସ୍ୱାଦ ମିଠା ହୋଇଥିଲେ ମଧ୍ୟ ଯଦି ଏହାକୁ ସନ୍ତୁଳିତ ମାତ୍ରାରେ ଗ୍ରହଣ କରାଯାଏ ତେବେ ଏହା ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ।

ତେବେ ଆସନ୍ତୁ ଜାଣିବା ମିଶ୍ରିରେ ଥିବା ଔଷଧିୟ ଗୁଣ ସଂପର୍କରେ-

  • ରାତିରେ ଏକ ଗ୍ଲାସ୍‌ ପାଣିରେ କିଛି ମିଶ୍ରି ଖଣ୍ଡ ପକାଇ ଏହାକୁ ସକାଳୁ ପିଇଲେ ପାଚନ କ୍ରିୟା ନିୟନ୍ତ୍ରିତ ହେବା ସହିତ ସନ୍ତାନ ହୀନତା ଓ କାଶରୁ ମିଳିଥାଏ ମୁକ୍ତି। ଏହା ମସ୍ତିଷ୍କର ସ୍ମୃତି ଶକ୍ତି ବୃଦ୍ଧି କରେ। ନିୟମିତ ମିଶ୍ରି ପାଣି ପିଇଲେ ଶରୀରରେ ଶର୍କରାର ଅଭାବ ପୂରଣ ହେବା ସହିତ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ।
  • ଏହାବ୍ୟତୀତ ମିଶ୍ରିକୁ ଆପଣ ମାଉଥ୍ ଫ୍ରେସନର ଭାବେ ବ୍ୟବହାର କରିପାରିବେ । ଅର୍ଥାତ୍ ପାଟି ଦୁର୍ଗନ୍ଦ ଦୂର କରିବା ପାଇଁ ମିଶ୍ରିକୁ ଖାଇବାଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । ତେବେ ଏଥିରେ ମଧ୍ୟ ଆପଣ ପାନମଧୁରୀ ମିଶାଇ ଆପଣ ଖାଇପାରିବେ।
  • ରକ୍ତକୁ ଶୁଦ୍ଧ ରଖିବାପାଇଁ ମଧ୍ୟ ଆପଣ ମିଶ୍ରି ପାଣିକୁ ବ୍ୟବହାର କରିପାରିବେ । ତେଣୁ ରାତିରେ ଗୋଟିଏ ଗ୍ଲାସ୍ ପାଣିରେ କିଛି ପରିମାଣରେ ମିଶ୍ରି ଖଣ୍ଡ ଭିଜାଇ ତାକୁ ସକାଳୁ ଉଠି ଖାଲି ପେଟରେ ପିଇବାଦ୍ୱାରା ରକ୍ତ ଶୁଦ୍ଧ ହୋଇଥାଏ।
  • ମିଶ୍ରି ପାଣି ପିଇବାଦ୍ୱାରା ତ୍ୱଚାରେ ଉଜ୍ଜଳତା ମଧ୍ୟ ଆସିଥାଏ।

ପଢନ୍ତୁ; ସକାଳୁ ତେଜପତ୍ର ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

Related posts

କେମିକାଲ ହେୟାର କଲର କରିବା ପରିବର୍ତ୍ତେ ପ୍ରାକୃତିକ ଉପାୟରେ କିପରି କେଶକୁ ରଙ୍ଗ କରିପାରିବେ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

ଦହି ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

ଘରେଇ ଉପଚାରରେ କିଡନୀ ଷ୍ଟୋନ ଦୂର କରିବାକୁ ଚହ୍ନୁଛନ୍ତି କି ? ଆସନ୍ତୁ ଜାଣିବା କଣ ଖାଇଲେ ଏହି ରୋଗ ଦୂର ହୋଇଥାଏ

ENO Beuro

Leave a Comment