LIFESTYLE

ହୃଦ୍‌ ଜନିତ ସମସ୍ୟା ଦୂର କରିବା ସହ କୋଲେଷ୍ଟ୍ରଲ ପରିମାଣ ମଧ୍ୟ କମ କରିଥାଏ ଟମାଟୋ ଜୁସ୍‌!

ଟମାଟୋକୁ ପ୍ରତିଟି ଘରର ରୋଷେଇ ଶାଳରେ ଦେଖିବାକୁ ପାଇବେ।ଏହାଏକ ଏମିତି ଜିନିଷ ଯାହାକୁ ଲୋକମାନେ ନୀତିଦିନ ଜୀବନରେ ପ୍ରାୟ ସବୁ ଥିରେ ବ୍ୟବହାର କରିଥାନ୍ତି ଟମାଟୋ ମଧୁର,ରସ ଭରା ଓ ପାଟିକୁ ସୁଆଦିଆ ଲାଗି ଥାଏ। ତରକାରିର ସ୍ୱାଦ ବଢ଼ାଇବା ସହିତ ଟମାଟୋଟକୁ ସାଲାଡ଼୍,ଟମାଟୋ କେଚ୍‌ ଅପ୍‌, ସୁପ୍ ଇତ୍ୟାଦିରେ ଟମାଟୋକୁ ବ୍ୟବହାର କରିଥାନ୍ତି ଖାଲି ସେତିକି ନୁହେଁ ଏହାକୁ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହିତକାରୀ ପରିବା ରୂପେ ଗ୍ରହଣ କରାଯାଇଥାଏ,ଯେତେ ଅଧିକ ଏହାକୁ ସେବନ କରିବେ ସେତେ ଅଧିକ ଆପଣ ପୋଷଣତା ପାଇପାରିବେ ପ୍ରତିଦିନ ଟମାଟୋବା ଏଥିରେ ତିଆରି ଜିନିଷକୁ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ।

ତେବେ ଆସନ୍ତୁ ଜାଣିବା ନିୟମିତ ଟମାଟୋ ଜୁସ୍‌ ପିଇଲେ କଣ ଲାଭ ମିଳିଥାଏ-

  • ଟମାଟୋରେ ରହିଛି ଆଣ୍ଟିଅକ୍ସିଡାଣ୍ଟ, ଫଲିକ୍‌ ଏସିଡ୍‌ ଯାହା ଶରୀରରେ କ୍ୟାନସର ସେଲ୍‌କୁ ବଢିବାକୁ ଦେଇ ନ ଥାଏ। ଏହାଦ୍ୱାରା ଶରୀରରେ କ୍ୟାନସର ହେବାର ପରିମାଣ ୧୮ ପ୍ରତିଶତ କମ୍‌ ହୋଇଥାଏ।
  • ଟମାଟୋ ଜୁସ୍‌ ଶରୀରରେ ଥିବା ବିଷାକ୍ତ ପାଦାର୍ଥ ଦୂର କରୁଥିବାରୁ ତ୍ୱଚା ଚମକିବାକୁ ଲାଗିଥାଏ। ଏହା ସହ ଏଥିରେ ଥିବା ଲାଇକୋପିନ୍‌ ଅଂଶ ଶରୀରର ହାଡ଼କୁ ଶକ୍ତ କରିଥାଏ।
  • ଯକୃତର ବିଶୁଦ୍ଧୀକରଣ ପାଇଁ ଟମାଟୋ ଜୁସ୍‌ ପିଇବା ହେଉଛି ସବୁଠାରୁ ଭଲ ଉପାୟ। ଏହାକୁ ପିଇବା ଦ୍ୱାରା ଶରୀର ଏବଂ ଯକୃତରୁ ସବୁ ପ୍ରକାରର ଅଶୁଦ୍ଧ ଜିନିଷ ଦୂର ହେବା ସହ ଶରୀର ସୁସ୍ଥ ରହିଥାଏ।
  •  ପ୍ରତିଦିନ ୨ଗ୍ଲାସ ଟମୋଟୋ ଜୁସ୍‌ ପିଇଲେ ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ।

ହୃଦ୍‌ ଜନିତ ସମସ୍ୟା ଦୂର କରିବା ସହ କୋଲେଷ୍ଟ୍ରଲ ପରିମାଣ ମଧ୍ୟ କମ କରିଥାଏ ଟମାଟୋ ଜୁସ୍‌! ହୃଦ୍‌ ଜନିତ ସମସ୍ୟା ଦୂର କରିବା ସହ କୋଲେଷ୍ଟ୍ରଲ ପରିମାଣ ମଧ୍ୟ କମ କରିଥାଏ ଟମାଟୋ ଜୁସ୍‌! tamoto

ପଢନ୍ତୁ; ୫୦ ଓଭରରେ ୪୯୦ ରନ୍‌ ସଂଗ୍ରହ କରି ବିଶ୍ଵ ରେକର୍ଡ କଲା ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳ!

Related posts

ଘରୋଇ ଉପାୟରେ ତ୍ୱଚାକୁ ଆକର୍ଷଣୀୟ କରିବା ପାଇଁ ଆପଣନ୍ତୁ ଏହି ସବୁ ଉପାୟ !

ENO Beuro

ହାଣ୍ଡସମ୍ ଯୁବକଙ୍କୁ ଦେଖି ଯୁବତୀମାନେ କଣ ଭାବନ୍ତି ଆସନ୍ତୁ ଜାଣିବା

ENO Beuro

ଆସନ୍ତୁ ଜାଣିବା ବ୍ରେଡ ଖାଇବା ଦ୍ଵାରା କେଉଁ ସମସ୍ୟା ଦେଖା ଦେଇଥାଏ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More