LIFESTYLE

ଶୋଇବା ପୂର୍ବରୁ କେତେ ପାଣି ପିଇବା ଦରକାର ଏବଂ ଏଥିରୁ କ’ଣ ଲାଭ ମିଳିଥାଏ ? ଜାଣନ୍ତୁ ସେ ସମ୍ପର୍କରେ

ପାଣିର ଭୂମିକା ଆମ ଜୀବନରେ ବହୁତ ଗୁରୁତ୍ଵପୂର୍ଣ ଅଟେ। ସେଥିଲାଗି କୁହାଯାଇଛି “ଜଳ ହିଁ ଜୀବନ” । ପାଣି ଆମ ଜୀବନ ପାଇଁ ସବୁଠାରୁ ଜରୁରୀ । ଜଣେ ମଣିଷ ନଖାଇ  କିଛି ଦିନ ପର୍ଯ୍ୟନ୍ତ ଜୀବିତ ରହିପାରିବ କିନ୍ତୁ ବିନା ପାଣିରେ ଦୁଇ ଦିନ ଜୀବନ ବିତାଇବା ବହୁତ କଷ୍ଟ । ବହୁତ ଲୋକ ଦିନରେ ଯେତିକି ପାଣି ପିଅନ୍ତି, ଯେତେ ତାଙ୍କ ଶରୀର ପାଇଁ ଜରୁରୀ।

ତେବେ ଜାଣିରଖନ୍ତୁ ଶୋଇଲା ପୂର୍ବରୁ ପାଣି ପିଇଲେ କଣ ଲାଭ ମିଳିଥାଏ-

  • ପାଣି ଶରୀରର କ୍ୟାଲୋରୀକୁ ପ୍ରାକୃତିକ ଉପାୟରେ କମ କରିବା ପାଇଁ ସାହାଯ୍ୟ କରିଥାଏ । ଯଦି ଥଣ୍ଡା ପାଣି ପଇିବେ ତେବେ ଆପଣଙ୍କ ଶରୀର କ୍ୟାଲୋରୀକୁ କମ୍ କରିବାରେ କଠିିନ ହେବ । ଯାହାଦ୍ୱାରା ଶରୀରରରେ ଅଧିକ ମାତ୍ରାରେ କ୍ୟାଲୋରୀ ନଷ୍ଟ ହୋଇଥାଏ ।
  • ଠିକ ମାତ୍ରାରେ ପାଣି ପିଇବା ଦ୍ୱାରା ଶରୀରରେ ଭିଟାମିନ ଓ ମିନେରାଲ୍ସ ନିୟନ୍ତ୍ରିତ ହୋଇଥାଏ ।
  • ରାତିରେ ଯେଉଁମାନେ ଶୋଇବା ପୂର୍ବରୂ ପାଣି ପିଅନ୍ତି ତାଙ୍କର ନିଦ ଭଲ ହେବା ସହ ବିଷାଦ ଦୂର ହୁଏ।
  • ଆୟୁର୍ବେଦ  ଅନୁଯାୟୀ  ଯେତେବେଳେ ଆମେ ଶୋଇବା ର୍ପୂରୁ ପାଣି ପିଅନ୍ତି, ଆମ ଶରୀର ଭିତରୁ ନୁଆ କୋଷର ନିର୍ମଣା ହୁଏ ଓ ମାଂସପେଶୀକୁ ମଜଭୁତ କରିବାରେ ସାହଯ୍ୟ କରେ।
  • ଦିନରେ ଆମ ଶରୀର କ୍ରିୟାଶୀଳ ଥିବା ଯୋଗୁଁ ପାଣି ନଷ୍ଟ ହେଉଥାଏ । ଏଥିପାଇଁ ରାତିରେ ଶୋଇବା ପୂର୍ବରୁ ପାଣି ପିିଇଲେ ନଷ୍ଟ ହୋଇଥିବା ତରଳ ପଦାର୍ଥ ପୁଣି ଫେରିଆସେ । ଏପରି କରିବା ଦ୍ୱ।।ରା ପର ଦିନ ମଧ୍ୟ ଆମ ଶରୀରର କ୍ରିିୟାଶୀଳ ହୋଇଥାଏ ।

ପଢନ୍ତୁ ;

କେନ୍ଦ୍ର କ୍ୟାବିନେଟଙ୍କ ମଞ୍ଜୁରୀ : ମହାନଦୀ ଜଳ ବିବାଦର ସମାଧାନ ଲାଗି ଗଠନ ହେଲା ଟ୍ରିବ୍ୟୁନାଲ

Related posts

ନୂଆ ନୂଆ ମା’ ହୋଇଛନ୍ତି କି ? ଛୋଟପିଲାର କାନ ସଫା କରୁଥିଲେ ଧ୍ୟାନ ଦିଅନ୍ତୁ

ENO Beuro

ନିୟମିତ ଲିପଷ୍ଟିକ୍ ବ୍ୟବହାର କରୁଛନ୍ତି କି? ତେବେ ଜାଣିରଖନ୍ତୁ ଏହାକୁ ବ୍ୟବହାର କରିବାର ସଠିକ୍ ପ୍ରଣାଳୀ

ENO Beuro

କିଡନି ଖରାପ ହେବା ପୂର୍ବରୁ କେଉଁ ସବୁ ସଙ୍କେତ ଦେଇଥାଏ ଜାଣନ୍ତୁ ?

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More