LIFESTYLE

ଆପଣ ଜାଣିଛନ୍ତି କି ? ତମ୍ବା ବାସନରେ ପାଣି ପିଇବା ଦ୍ଵାରା ମିଳିଥାଏ ଅନେକ ଫାଇଦା! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

ଆର୍ୟୁବେଦରେ କୁହାଯାଇଛି ଯେ ,ତମ୍ବା ବାସନରେ ପାଣି ପିଇବା ଦ୍ଵାରା ଶରୀରକୁ ଅନେକ ଲାଭ ମିଳିଥାଏ। ଏହି ପାତ୍ରରେ ପାଣି ସେବନ କରିବାଦ୍ଵାରା ଶରୀରରେ ଥିବା ବେମାର ମଧ୍ୟ ଦୂର ହୋଇଥାଏ। ତମ୍ବାରେ ବ୍ୟାକ୍ଟେରିଆ ନାଶକ ତତ୍ୱ ଥାଏ। ଯାହାଦ୍ୱାରା କଫ,ପିତ ଭଳି ରୋଗକୁ ସନ୍ତୁଳିତ କରିବାର କ୍ଷମତା ରହିଥାଏ।

ଜାଣନ୍ତୁ ତମ୍ବାବାସନରେ ଥିବା ପାଣିର ଉପକାରିତା ସମ୍ପର୍କରେ-

  • ବିଶେଷଜ୍ଞଙ୍କ କହିବା ଅନୁଯାୟୀ ତମ୍ବା ପାତ୍ରରେ ପାଣି ପିଇବା ଦ୍ଵାରା ଥାଇରଏଡ ଭଳି ରୋଗ ଦୁରହୋଇଥାଏ । ଏହି ବାସନରେ ପାଣି ରଖି  ପିଇଲେ ଅନେକ ରୋଗକୁ ନିୟନ୍ତ୍ରଣ କରାଯାଇପାରିବ। ତମ୍ବା ପାଣି ପିଇବା ଦ୍ୱାରା ଶରୀରର ଆଭ୍ୟନ୍ତରୀଣ ଓ ବାହ୍ୟ ଅସୁସ୍ଥତା ଯଲଦି ଠିକ ହୋଇଥାଏ।
  • ତମ୍ବାରେ ରଖାଯାଇଥିବା ପାଣି ସମ୍ପୁର୍ଣ୍ଣ ରୂପେ ଶୁଦ୍ଧ । ଏହା ସବୁପ୍ରକାଣ ବ୍ୟାକ୍ଟେରିଆକୁ ନଷ୍ଟ କରିଦିଏ ଯାହା ଡାଇରିଆ, ପୋଲିଓ ଓ ଅନ୍ୟ ପ୍ରକାର ରୋଗରୁ ରକ୍ଷା କରିଥାଏ।
  • ତମ୍ବାରେ ଉପସ୍ଥିତ ଆଣ୍ଟିଅକ୍ସିଡାଣ୍ଟ ତତ୍ୱ ବଢୁଥିବା ବୟସର ଚିହ୍ନକୁ କମ କରିଥାଏ । ଏହା ସହ ତ୍ୱଚାର କୁଞ୍ଚନ, ଦାଗ ଆଦିରୁ ରକ୍ଷା କରିଥାଏ।
  • ତମ୍ବାରେ ମହଜୁଦ ଆଣ୍ଟିଅକ୍ସିଡାଣ୍ଟ କ୍ୟାନସର ଠାରୁ ଲଢିବା ପାଇଁ କ୍ଷମତା ବୃଦ୍ଧି କରିଥାଏ।

ପଢନ୍ତୁ;

ନିଜକୁ ଫିଟ ରଖିବାକୁ ଚାହୁଁଛନ୍ତି କି ?ତେବେ କରନ୍ତୁ ବ୍ରଜାସନ

Related posts

ମୁହଁ ଓ ତ୍ୱଚାର ଚମକ ବଢାଇଥାଏ “ଚାଉଳ ପାଣି” ! ଜାଣନ୍ତୁ ଏହାକୁ କିପରି କରିବେ ବ୍ୟବହାର

ENO Beuro

ଫିଟିକିରି, ଘରୁ ବାସ୍ତୁ ଦୋଷ ଦୂର କରିବାରେ କେମିତି ସହାୟ ହୁଏ ଆସନ୍ତୁ ଜାଣିବା

ENO Beuro

ଆଖି ତଳ କଳା ଦାଗ ଦୂର କରିବା ପାଇଁ ବ୍ୟବହାର କରନ୍ତୁ ଦହି

ENO Beuro

1 comment

Leave a Comment