ଆଖିର ଜ୍ୟୋତି ବଢ଼ାଇବା ସହ ବୟସର ଛାପ କମ୍ କରିଥାଏ ଏହି ପରିବା! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

ସଜନା ଛୁଇଁ ପରିବା ସମସ୍ତଙ୍କ ପାଇଁ ପରିଚିତ। ଏହା ଏକ ଏମିତି ପରିବା ବଜାରର ସବୁ ଜାଗାରେ ମିଳିଥାଏ। ସଜନା ଛୁଇଁ ଖାଇଲେ ଶରୀରକୁ ପୋଷାକତତ୍ଵ ମିଳିଥାଏ। ଭାରତରେ ଏହି ପରିବାକୁ ନେଇ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଦକ୍ଷିଣ ଭାରତରେ ଏହାର ଲୋକପ୍ରିୟତା ସର୍ବାଧିକ। ନିୟମିତ ତରକାରିରେ ଏହାର ଉପଯୋଗ ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ।

ଆସନ୍ତୁ ଜାଣିବା ଏହାର ଫାଇଦା ସମ୍ପର୍କରେ-

  • ଗର୍ଭବତୀ ମହିଳାଙ୍କ ପାଇଁ ଏହା ଏକ ଉତ୍ତମ ପରିବା। ଦୈନନ୍ଦିନ ସେମାନେ ଏହି ପରିବାରୁ ପ୍ରସ୍ତୁତ ବ୍ୟଞ୍ଜନ ଖାଇଲେ ଶରୀରକୁ ଶକ୍ତି ମିଳିବା ସହ ପ୍ରସବ ପୀଡ଼ା କମ୍ ହେଉଥାଏ।
  • ଏହାକୁ ଖାଇବା ଦ୍ଵାରା ରକ୍ତ ପରିଷ୍କାର ହେଉଥାଏ।
  • ସୌନ୍ଦର୍ୟ୍ୟ ଉପରେ ଅଧିକ ପ୍ରାଧାନ୍ୟ ଦେଉଥିବା ଯୁବତୀ ଓ ମହିଳାମାନେ ନିୟମିତ ଭାବେ ସଜନା ଛୁଇଁ ରସ କିମ୍ବା ଏହାର ଭଜା ଖାଇବା ଭଲ। ଏହି ପରିବା ଆଖିର ଜ୍ୟୋତି ବଢ଼ାଇବା ସହ ବୟସର ଛାପ କମ୍ କରିଥାଏ।
  • ଭିଟାମିନ୍ ସି ମଧ୍ୟ ଏହି ପରିବାରେ ଆବଶ୍ୟକ ପରିମାଣରେ ଅଛି। ଏହାକୁ ନିଜ ଖାଦ୍ୟ ତାଲିକାରେ ସାମିଲ କଲେ ଥଣ୍ଡା, ସର୍ଦିରୁ ରକ୍ଷା ମିଳିବା ସହ ତ୍ବଚା ରୋଗ ମଧ୍ୟ ହୋଇନଥାଏ।
  • ସପ୍ତାହକୁ ୨-୩ଥର ସଜନା ଛୁଇଁ ତରକାରି ଖାଇବା ଶରୀର ପାଇଁ ବେଶ ଲାଭଦାୟକ।

ପଢନ୍ତୁ;

ନିଜ ମନରୁ ମନ୍ଦ ଚିନ୍ତାଧାରାକୁ ଦୂରେଇବେ କିପରି? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ଭିଟାମିନ୍ ସି ମଧ୍ୟ ଏହି ପରିବାରେ ଆବଶ୍ୟକ ପରିମାଣରେ ଅଛି। - 8.7

87%

ସପ୍ତାହକୁ ୨-୩ଥର ସଜନା ଛୁଇଁ ତରକାରି ଖାଇବା ଶରୀର ପାଇଁ ବେଶ ଲାଭଦାୟକ। - 8.2

82%
8.5/10

Very Good!

ଆଖିର ଜ୍ୟୋତି ବଢ଼ାଇବା ସହ ବୟସର ଛାପ କମ୍ କରିଥାଏ ଏହି ପରିବା! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

ସଜନା ଛୁଇଁ ପରିବା ସମସ୍ତଙ୍କ ପାଇଁ ପରିଚିତ। ଏହା ଏକ ଏମିତି ପରିବା ବଜାରର ସବୁ ଜାଗାରେ ମିଳିଥାଏ। ସଜନା ଛୁଇଁ ଖାଇଲେ ଶରୀରକୁ ପୋଷାକତତ୍ଵ ମିଳିଥାଏ। ଭାରତରେ ଏହି ପରିବାକୁ ନେଇ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଦକ୍ଷିଣ ଭାରତରେ ଏହାର ଲୋକପ୍ରିୟତା ସର୍ବାଧିକ। ନିୟମିତ ତରକାରିରେ ଏହାର ଉପଯୋଗ ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ।

No Votes Yet

You're not rated yet