LIFESTYLE

ଆସନ୍ତୁ ଜାଣିରଖିବା ବିଳମ୍ବରେ ସ୍ନାନ କରିବା ଦ୍ଵାରା କେଉଁ ସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ?

ଆପଣ ଜାଣିଥିବେ ନିଶ୍ଚୟ ଶୀଘ୍ର ବିଛଣା ଛାଡ଼ି ଟାଣ ଖରା ପଡ଼ିବା ପୂର୍ବରୁ ସ୍ନାନ କରିବା ଶରୀର ପ୍ରତି ସ୍ୱାସ୍ଥ୍ୟକର ଅଟେ  । କାରଣ ପ୍ରତ୍ୟେକ କାର୍ଯ୍ୟ ପାଇଁ କିଛି ନିର୍ଦ୍ଦିଷ୍ଟ ସମୟ ରହିଛି । ସେହି ସମୟ ମଧ୍ୟରେ କାର୍ଯ୍ୟ ସମ୍ପାଦନା ନ କଲେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

  • ପ୍ରାତଃ ସ୍ନାନ ସୌନ୍ଦର୍ଯ୍ୟ ବୃଦ୍ଧି କରାଇବାର ମଧ୍ୟ ଏକ ମାଧ୍ୟମ । ସକାଳୁ ଉଠି ନିତ୍ୟକର୍ମ ସାରି ଗାଧୋଉଥିବା ବ୍ୟକ୍ତିଙ୍କ
  • ଚେହେରା ଅନ୍ୟମାନଙ୍କ ଅପେକ୍ଷା ଟିକେ ଉଜ୍ୱଳ ଦିଶେ ।
  • ପେଟ ରୋଗ, ଚିଡ଼ିଚିଡ଼ା ପଣ ଦୂର କରିବାକୁ ଚାହୁଁଥିଲେ ସୂର୍ଯ୍ୟ ଉଦୟ ନ ହେଉଣୁ ଆପଣ ସ୍ନାନ କରନ୍ତୁ । ଦେଖିବେ ଏହା ଖୁବ୍‌ ଲାଭଦାୟକ।
  • ବିଳମ୍ବରେ ସ୍ନାନ କଲେ ଚର୍ମ ଲୋଚାକୋଚା ହେବା ସହିତ ଚର୍ମର ଔଜଲ୍ୟ କମ୍‌ ହୋଇଥାଏ ।
  • ପ୍ରାତଃ ସମୟରୁ ସ୍ନାନ କରିବା ଉଭୟ ଶରୀର ଓ ମତ୍ସିଷ୍କ ପାଇଁ ଉପକାରୀ । ପ୍ରାତଃ ସ୍ନାନ କରୁଥିବା ବ୍ୟକ୍ତି ଶାନ୍ତ ରହେ, ବିଚଳିତ ହୁଏ ନାହିଁ।
  • ସକାଳ ଆରମ୍ଭରୁ ସ୍ନାନ କରୁଥିବା ବ୍ୟକ୍ତିଙ୍କ ଭିତରେ ସର୍ଜନଶୀଳତା ବୃଦ୍ଧି ଘଟିବା ସହିତ ସେମାନେ ଅପେକ୍ଷାକୃକ ବୁଦ୍ଧିମାନ ହୋଇଥାନ୍ତି ।

ପଢନ୍ତୁ;

ଭାଲେଣ୍ଟାଇନ ଡେ’କୁ ନିଆରା ଭାବରେ ପାଳନ କରିବାକୁ ଚହୁଁଛନ୍ତି କି?ତେବେ ଜାଣନ୍ତୁ କିଭଳି କରିବେ ଯୋଜନା

Related posts

କାହିଁକି କମ୍ ବୟସର ଯୁବକଙ୍କୁ ପସନ୍ଦ କରନ୍ତି ମହିଳାମାନେ ଜାଣନ୍ତୁ

ENO Beuro

ଆସନ୍ତୁ ଜାଣିବା ଡିପ୍ରେସନର ଶାରୀରିକ ଲକ୍ଷଣ

ENO Beuro

ନିୟମିତ ଲେମ୍ବୁପାଣି ପିଉଛନ୍ତି କି? ସାବଧାନ! ନଚେତ ପଡ଼ିପାରନ୍ତି ଅସୁବିଧାରେ

ENO Beuro

Leave a Comment