LIFESTYLE

ଯୁବାବସ୍ଥାରୁ ନିୟମିତ ଭାବେ “ସେଓ” ଖାଇଲେ ଦୂର ହୋଇଥାଏ ବିଭିନ୍ନ ପ୍ରକାରର ରୋଗ ! ଜାଣନ୍ତୁ ଏହାର ଫିଇଦା ସମ୍ପର୍କରେ

ସେଓ ଏକ ଏମିତି ଫଳ ଯାହା ଖାଇବାକୁ ସ୍ଵାଦିଷ୍ଠ ଲାଗିବା ସହ ଏହା ଶରୀରପାଇଁ ବେଶ ଲାଭଦାୟକ ହୋଇଥାଏ। ଯଦି ପ୍ରତିଦିନ ଆପଣ ଗୋଟେ ଗୋଟେ ସେଓ ଖାଇବେ ଏହାଦ୍ଵାରା ଅନେକ ରୋଗ ଦୂର ହେଇପାରିବା। ସେଥିଲାଗି english ରେ କୁହାଯାଇଛି ଯେ ,” an apple in a day keep the doctor away” ଅର୍ଥାତ ଯଦି ଆପଣ ପ୍ରତିଦିନ ଗୋଟେ ଗୋଟେ ସେଓ ଖାଇବେ ,ତାହାଲେ କୌଣସି ଡକ୍ଟରଙ୍କ ଆବଶ୍ୟକ ପଡିବ ନାହିଁ।

ଆସନ୍ତୁ ଜାଣିବା ସେଓ ଖାଇବା ଦ୍ଵାରା କଣ କଣ ଲାଭ ମିଳିଥାଏ-

  • ଦୈନିକ ସକାଳବେଳା ଗୋଟିଏ ସେଓ ଖାଇଲେ ଯକୃତ ସଂକ୍ରମଣରୁ ରକ୍ଷା ପାଇବା ସହ ଶ୍ବାସ ରୋଗ ହେବାର ଆଶଙ୍କା କମ୍ ବୋଲି ବିଶେଷଜ୍ଞଙ୍କ ପରୀକ୍ଷାରୁ ଜଣାପଡ଼ିଛି।
  • ଯୁବାବସ୍ଥାରୁ ନିୟମିତ ଭାବେ ସେଓ ଖାଇଲେ ମଧୁମେହର ଆଶଙ୍କା ନଥିବା ପ୍ରକାଶ। ଏବଂ ଦାନ୍ତ ମଧ୍ୟ ଦୃଢ ହୋଇଥାଏ।
  • ବିଶେଷଜ୍ଞଙ୍କ ମତରେ ନିୟମିତ ସେଓ ଖାଇବା  ଦ୍ଵାରା  ଶରୀରରେ କୋଲଷ୍ଟରଲର ସ୍ତର ନିୟନ୍ତ୍ରିତ ରହିବା ସହ ହୃଦରୋଗ ହେବାର ଆଶଙ୍କା କମ୍ ଥାଏ ।
  • ଏଣୁ ନିୟମିତ ସକାଳବେଳା ଗୋଟିଏ ସେଓ ଖାଇବା ଅଭ୍ୟାସ ଆରମ୍ଭ କରନ୍ତୁ । ୧ମାସ ମଧ୍ୟରେ ଏହାର ଫରକ୍ ଜାଣିହେବ ବୋଲି ବିଶେଷଜ୍ଞମାନେ ପ୍ରତିଶ୍ରୁତି ଦେଇଛନ୍ତି ।
  • ରିଚର୍ଚ ଅନୁସାରେ ଯେଉଁ ମାନେ ପ୍ରତିଦିନ ସେଓ ଖାଉଛନ୍ତି ସେମାନଙ୍କର ମୋତିଆବିନ୍ଦୁ ସମସ୍ୟା ମଧ୍ୟ ଦୁରହୋଇଥାଏ।

ପଢନ୍ତୁ;

ପ୍ରତିଦିନ ବନ୍ଧାକୋବିର ଜୁସ୍ ପିଇବା ଦ୍ଵାରା କ’ଣ ହୁଏ ଆସନ୍ତୁ ଜାଣିବା

Related posts

ଜାଣନ୍ତୁ ,କେଉଁ କେଉଁ ଖାଦ୍ୟ ଖାଇଲେ ଆପଣ ହୋଇପାରନ୍ତି ମାଇଗ୍ରେନର ଶିକାର

ENO Beuro

ଆପଣଙ୍କର ମଧୁମେହ ସମସ୍ୟା ରହିଛି କି? ତେବେ ଖାଆନ୍ତୁ ଜାମୁକୋଳି

ENO Beuro

ରଙ୍ଗର ପସରା ନେଇ ଆସୁଛି ହୋଲି ,ଉତ୍ସବମୁଖର ହୋଇ ଉଠିଲାଣି ସାରା ସହର

ENO Beuro

Leave a Comment