LIFESTYLE

ମଧୁମେହ ରୋଗରୁ ରକ୍ଷା ଦେଇଥାଏ “ଜାମୁକୋଳି” ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

କାମୁକୋଳି ଶରୀର ପାଇଁ ବେଶ ଲାଭଦାୟକ। ଜାମୁକୋଳିରେ ଭରିରହିଛି ଅନେକ ଔଷଧୀୟ ଗୁଣ । ଜାମୁ କୋଳି କେବଳ ଶରୀର ପାଇଁ ଉପକାରୀ ତାହା ନୁହେଁ, ବରଂ ତାର ମଞ୍ଚି, ପତ୍ର ଓ ଗଛର ବକଳ ବା ଛେଲି ମଧ୍ୟ ଲାଭଦାୟକ ଅଟେ ।  ତେବେ ଆସନ୍ତୁ ଜାଣିବା ଜାମୁ କୋଳିକୁ କିଭଳି ଖାଇଲେ ତାହା ଶରୀରରେ ଔଷଧ ଭଳି କାମ କରିବ।

ଜାମୁକୋଳିର ଉପକାରିତା :-

  • ଜାମୁ କୋଳି ମଞ୍ଚି ଗୁଣ୍ଡରେ ପାଣି ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହାକୁ ଶରୀର ହୋଇଥିବା କୌଣସି ଘା’ ବା କ୍ଷତ ସ୍ଥାନରେ ଲଗାଇବା ଦ୍ବାରା ତାହା ଭଲ ହୋଇଯାଇ ଥାଏ।
  • ଜାମୁ କୋଳି ଖାଇବା ଦ୍ବାରା ଲିଭର(ଯକୃତ) ସମସ୍ୟା ଦୂର ହୋଇଥାଏ।
  • ଜାମୁ କୋଳି ଗଛର ବକଳକୁ ଫୁଟେଇ ପିଇବା ଦ୍ବାରା ପେଟ ରୋଗରୁ ମୁକ୍ତି ମିଳେ।
  • ମଧୁମେହ ବା ଡାଇବେଟିସ୍ ରୋଗୀଙ୍କୁ ଜାମୁ କୋଳି ଖାଇବାକୁ ପରାମର୍ଶ ଦିଆଯାଏ।
  • ତ୍ଵଚାରେ ଚମକ ଆଣିବାରେ ସାହଯ୍ୟ କରେ ଜାମୁ କୋଳି। ନିୟମିତ ଏହାକୁ ଖାଇବା ଦ୍ବାରା ରଙ୍ଗ ସଫା ହୋଇଥାଏ।
  • ଜାମୁ କୋଳି ମଞ୍ଚିକୁ ଗୁଣ୍ଡ କରି ସେଥିରେ ଅଳ୍ପ ଲୁଣ ମିଶାଇ ଦାନ୍ତରେ ଲଗାଇବା ଦ୍ବାରା ଦାନ୍ତ ବିନ୍ଧା ଦୂର ହୁଏ।

ପଢନ୍ତୁ;ବାସ୍ତୁଶାସ୍ତ୍ର ସହ ଘଣ୍ଟାର କି ସମ୍ବନ୍ଧ ରହିଛି? ଆସନ୍ତୁ ଜାଣିବା ସେ ସମ୍ପର୍କରେ

Related posts

ନିଜକୁ ଫିଟ୍‌ ରଖିବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

ENO Beuro

ପେଟ ରୋଗକୁ ଦୂର କରିଥାଏ “ବେଲ ପଣା” ! ଜାଣନ୍ତୁ ଏହା ଆଉ କେଉଁ ରୋଗ ପାଇଁ ରାମବାଣ ସଦୃଶ୍ୟ କାମ କରିଥାଏ

ENO Beuro

ଘର କାମରେ ସାହାଯ୍ୟ କରୁଥିବା ପୁରୁଷଙ୍କୁ ଅଧିକ ପସନ୍ଦ କରନ୍ତି ମହିଳା ! ଜାଣନ୍ତୁ କାହିଁକି ?

ENO Beuro

3 comments

Leave a Comment