LIFESTYLE

ମେଥି ଶାଗ ଶରୀର ପାଇଁ ବେଶ ଉପଯୋଗୀ , ଜାଣନ୍ତୁ ଏହାକୁ ଖାଇବା ଦ୍ଵାରା କଣ ଫାଇଦା ମିଳିଥାଏ?

ଶାଗ ତ ବିଭିନ୍ନ ପ୍ରକାରର ରହିଛି । ହେଲେ ଏହି ଶାଗ ମାନଙ୍କ ମଧ୍ୟରେ ମେଥି ଶାଗ ଅନ୍ୟତ୍ତମ । ଏହି ମେଥି ଶାଗରେ ରହିଛି ବିଭିନ୍ନ ଉପାଦାନ ଯାହା ଶରୀର ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଡାକ୍ତରମାନଙ୍କ ମତରେ ମଧ୍ୟ ଏହି ମେଥି ଶାଗ ଖାଇବା ଲାଭଦାୟକ ବୋଲି କୁହାଯାଇଛି ।

ଆସନ୍ତୁ ଜାଣିବା ଏହାର ଫାଇଦା ସମ୍ପର୍କରେ-

  • ଖାସ କରି ମେଥି ଶାଗ ଖାଇଲେ ପେଟ ସମ୍ବନ୍ଧିତ ସମସ୍ୟା ଅତି ସହଜରେ ଚାଲିଯାଇଥାଏ । ଯେଉଁ ମାନଙ୍କ ଗ୍ୟାସ୍ଷ୍ଟ୍ରିକ୍ ସମସ୍ୟା ରହୁଛି, ସେମାନେ ମେଥି ଶାଗ ନିୟମିତ ଖାଇବା ଉଚିତ।
  • ମେଥି ଶାଗ ଏକ ଆଣ୍ଟି-ବାୟୋଟିକ୍ ଉପାଦାନ ପରି ମଣିଷ ଶରୀରରେ କାମ କରିଥାଏ। ଖାସ୍ କରି ଟାଇପ୍-୨ ମଧୁମେହ ରୋଗୀଙ୍କ ପାଇଁ ଔଷଧ ପରି କାମ କରିଥାଏ।

methi

  • ମେଥି ଶାଗ ଖାଇବା ଦ୍ବାରା ଆପଣଙ୍କର ମୁଣ୍ଡବିନ୍ଧା, କୋଲେଷ୍ଟ୍ରଲ୍, ଉଚ୍ଚ ରକ୍ତଚାପ, ମଧୁମେହ ଭଳି ବଡ ବଡ଼ ରୋଗରୁ ମୁକ୍ତି ମିଳିଥାଏ ।
  • ଏହି ଶାଗ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖେ । ଏହା ସହିତ ରକ୍ତରେ ଶର୍କରା ଭାଗକୁ ବି ନିୟନ୍ତ୍ରଣରେ ରଖେ।
  • ରକ୍ତ ଚାପକୁ ନିୟନ୍ତ୍ରଣରେ ରଖିବା ପାଇଁ ମଧ୍ୟ ମେଥି ଶାଗ ଖାଇପାରିବେ। ଏହା ବ୍ୟତୀତ ତ୍ୱଚା, କେଶ, ଅଣ୍ଟା ବିନ୍ଧା ଆଦି ପାଇଁ ମେଥି ଶାଗ ଖାଇବା ନିତ୍ୟାନ୍ତ ଜରୁରୀ।

ପଢନ୍ତୁ;  ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ୨,୦୨୧ କୋଟି

Related posts

ମୋଟାପଣକୁ ଦୂର କରିଥାଏ ଦହିଭାତ! ଜାଣନ୍ତୁ ଦହିଭାତ ଖାଇବା ଦ୍ଵାରା କେଉଁ ଶାରୀରିକ ସମସ୍ୟା ଦୂର ହୋଇଥାଏ।

ENO Beuro

ଜାଣନ୍ତୁ ଘରୋଇ ଉପାୟରେ ତିଆରି ଫେସ ପ୍ୟାକ ଆପଣଙ୍କ ତ୍ୱଚା ପାଇଁ କେତେ ଲାଭଦାୟକ

ENO Beuro

ଆଖୁ ରସ ପିଇବା ଦ୍ୱାରା ଶରୀରକୁ କ’ଣ ସବୁ ଫାଇଦା ମିଳିଥାଏ ଜାଣନ୍ତୁ ?

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More