LIFESTYLE

ଅମୃତଭଣ୍ଡା ଖାଇବା ଦ୍ୱାରା ଶରୀରରୁ ଦୂର ହୋଇଥାଏ ଅନେକ ରୋଗ! ଆସନ୍ତୁ ଜାଣିବା ଏହାର ଫାଇଦା ସମ୍ପର୍କରେ

ଅମୃତଭଣ୍ଡା ଖାଇବାକୁ ସ୍ଵାଦିଷ୍ଟ ଲାଗିବା ସହ ଏହା ତ୍ଵଚା ଏବଂ କେଶପାଇଁ ବେଶ ଲାଭଦାୟକ ହୋଇଥାଏ। ଏହି ଫଳରେ ଭିଟାମିନ ଏ ଏବଂ ସି ସହିତ ପୋଟାସିୟମ ,ପ୍ରୋଟିନ ,ମାଗ୍ନେସିୟମ ଆଦି ଭରପୁର ରହିଥାଏ। ଏହି ଅମୃତଭଣ୍ଡା ଗଛରେ ଫଳଠୁ ଆରମ୍ଭ କରି ପତ୍ର ପର୍ଯନ୍ତ ଔଷଧିୟ ଗୁଣରେ ଭରପୁର ଥାଏ। ଆଜିକାଲି ଲୋକଙ୍କର ସ୍ଵାସ୍ତ୍ୟ ସମ୍ବନ୍ଧିତ ଅନେକ ସମସ୍ୟା ଲାଗିରହିଛି। ଯାହା ଦ୍ୱାରା କି ଅନେକ ଲୋକେ ଖୁବ କମ ବୟସରେ ନାନା ପ୍ରକାର ଔଷଧର ସେବନ କରିଥାନ୍ତି।

ତେବେ ଆଜି ଆମେ ଅମୃତଭଣ୍ଡାର ଉପକାରିତା ସମ୍ପର୍କରେ ଜଣାଇବୁ-

  • ଅମୃତଭଣ୍ଡାକୁ ନେଇ ଅନେକ ଔଷଧ ପ୍ରସ୍ତୁତ ହୋଇଥାଏ । ଏପରି କି ଅମୃତଭଣ୍ଡାର ରସରେ ମଧ୍ୟ ନାନା ଔଷଧ ପ୍ରସ୍ତୁତ ହେଇଥାଏ। ଯାହାକୁ ଖାଇବା ଦ୍ଵାରା ଶରୀରରେ ଅନେକ ରୋଗ ଦୂର ହୋଇଥାଏ।
  • ଅମୃତଭଣ୍ଡା ଖାଇବା ଦ୍ୱାରା ଓଜନ କମିଥାଏ। କିନ୍ତୁ ଏପରି ମାନ୍ୟତା ରହିଛି କି ଚାରିଦିନ ନିୟମିତ ଅମୃତଭଣ୍ଡା ଖାଇବା ଦ୍ୱାରା ଅଚାନକ ଆପଣଙ୍କର ଓଜନ କମିଥାଏ। ଏହି କାରଣରୁ ଆୟୁର୍ବେଦରେ ମଧ୍ୟ ଏହାର ଅନେକ ମାନ୍ୟତା ରହିଛି। ଏହା ନିୟମିତ ସେବନ ଦ୍ୱାରା ଶରୀରର ଓଜନ କମିଥାଏ।
  • ଏହାକୁ ନିୟମିତ ଖାଇବା ଦ୍ଵାରା ମଧୁମେହରୋଗ ନିୟନ୍ତ୍ରିତ ହୋଇଥାଏ। ଆଖି ସମସ୍ୟା ମଧ୍ୟ ଦୂର ହୋଇଥାଏ। ତାସହ ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ଦେଇଥାଏ।

ପଢନ୍ତୁ;

କେଶର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରନ୍ତୁ ପିଜୁଳି ପତ୍ର! ଆସନ୍ତୁ ଜାଣିବା ଏହି ପତ୍ର ଦ୍ଵାରା କେଶର କେଉଁ କେଉଁ ସମସ୍ୟା ଦୂରହୋଇଥାଏ?

Related posts

ଶୀଘ୍ର ଶୋଇକି ଶୀଘ୍ର ଉଠିବା ଦ୍ଵାରା କି ଉପକାର ମିଳେ ଆସନ୍ତୁ ଜାଣିବା

ENO Beuro

ଘରେ ବସି କରିପାରିବେ ହେୟାର ସ୍ପା ,ଆସନ୍ତୁ ଜାଣିବା କିପରି ?

ENO Beuro

ଗଜାବୁଟ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ, ଜାଣନ୍ତୁ ଏହାର କିଛି ଉପକାରିତା

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More