LIFESTYLE

ପ୍ରତିଦିନ ସକାଳେ ଅଭ୍ୟାସ କରି ଖାଆନ୍ତୁ କଖାରୁ ମଞ୍ଜି,ମିଳିବ ଅନେକ ଫାଇଦା

pumkin

କଖାରୁ ମଞ୍ଜିକୁ ବିଭିନ୍ନ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ।

ଆସନ୍ତୁ ଜାଣିବା ପ୍ରତିଦିନ ସକାଳେ କଖାରୁ ମଞ୍ଜି ଖାଇଲେ କଣ ଲାଭ ମିଳିଥାଏ-

ପ୍ରତିଦିନ ସକାଳେ ୭ଟି କଖାରୁ ମଞ୍ଜି ଖାଇଲେ ହାର୍ଟ ଆଟାକ୍‌ରୁ ମୁକ୍ତି ମିଳିଥାଏ ବୋଲି ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଏଥିରେ ଥିବା ଆଲ୍‌ଫାଲାଇନୋଲେନିକ୍‌ ଏସିଡ୍‌ ଏବଂ ମ୍ୟାଗ୍ନେସିୟମ୍‌ ରକ୍ତ ସଞ୍ଚାଳନ ପ୍ରକିୟାକୁ ସ୍ବାଭାବିକ କରେ। pumkin

କଖାରୁ ମଞ୍ଚିରେ ମାଗ୍ନେସିୟମ୍‌ ଓ ଟ୍ରାଇପ୍‌ଟୋଫାନ୍‌ ଥିବାରୁ ଏହା ସୁନିଦ୍ରା କାରକ ହୋଇଥାଏ। ନିୟମିତ ଏହାକୁ ଚୋବାଇ ଖାଇଲେ ଏଥିରେ ଥିବା ଟ୍ରାଇପ୍‌ଟୋଫାନ୍‌ ମନକୁ ଆନନ୍ଦ କରାଉଥିବା ହରମୋନ୍‌ ସେରୋଟୋନିନ୍‌ରେ ପରିବର୍ତ୍ତିତ ହୋଇଯାଏ। ଫଳରେ ମାନସିକ ଅବସାଦ କମିଥାଏ। ଏହା ଇନ୍‌ସୁଲିନ୍‌ ନିୟନ୍ତ୍ରିତ କରି ଡାଇବେଟିସ୍‌ ଆଶଙ୍କା କମ୍‌ କରେ।

ଏହା ଶରୀରର ରକ୍ତଶର୍କରାସ୍ତରକୁ ସ୍ଥିର ରଖେ। ଏଥିରେ ଥିବା ଅଣ୍ଟି ଅକ୍ସିଡାଣ୍ଟ୍‌ ଏଜିଂ ସମସ୍ୟା ଦୂର କରେ ବୋଲି ଗବେଷଣା ରିପୋର୍ଟରେ ଉଲ୍ଲେଖ ରହିଛି।

ପଢନ୍ତୁ ; ୩ ବ୍ୟାଙ୍କ ମିଶ୍ରଣକୁ କ୍ୟାବିନେଟର ମଞ୍ଜୁରୀ

Related posts

ମୋଟାପଣ ପାଇଁ ଚିନ୍ତିତ କି? ବଦଳାନ୍ତୁ ନିଜର ଜୀବନଶୈଳୀ ଏବୋଂ ଆପଣାନ୍ତୁ ଏହିସବୁ ଉପାୟ

ENO Beuro

ପରିସ୍ରାର ରଙ୍ଗରୁ ଜଣାପଡିବ ରୋଗ ସମ୍ପର୍କରେ

Ratnamani Moharana

କମଳା ଶୀତଦିନ ପାଇଁ ସ୍ବାସ୍ଥ୍ୟପ୍ରଦ

ENO Beuro

Leave a Comment