LIFESTYLE

ବାସି ଭାତ ଖାଇବାଦ୍ଵାରା ମିଳିଥାଏ ଏହିସବୁ ଫାଇଦା! ଜାଣନ୍ତୁ

rice

ସାଧାରଣତଃ ବାସି ଖାଦ୍ୟ ଖାଇବା ଉପଯୋଗୀ ନୁହେଁ ବୋଲି ସମସ୍ତେ କହିଥାନ୍ତି। ଏଥିଲାଗି ବାରବୁଲା କୁକୁର, ଗାଈ ଆଦିଙ୍କୁ ଦେଇଥାଉ। କିନ୍ତୁ ଏହି ବାସି ଖାଦ୍ୟକୁ ବି ଖାଦ୍ୟ ଉପଯୋଗୀ କରାଯାଇପାରିବ । ସେଥି ମଧ୍ୟରୁ ବାସି ଭାତ ଶରୀର ପାଇଁ ଉପଯୋଗୀ ଅଟେ। ଭାତରେ ପଲାଉ, ଉପମା ଓ ପୋକୋଡା ଇତ୍ୟାଦି କରି ଆମେ ଖାଇପାରିବା । ଏଥିସହିତ ସବୁଠୁ ଭଲ ଖାଦ୍ୟ ହେଲା ପଖାଳ । ଭାତକୁ ଆମେ ପଖାଳ କରି ମଧ୍ୟ ଖାଇବା ପାରିବା ।

ଆସନ୍ତୁ ଜାଣିବା ଏହାର ଫାଇଦା ସମ୍ପର୍କରେ-

କୋଷ୍ଠ କାଠିନ୍ୟ ସମସ୍ୟାରୁ ମୁକ୍ତି ପାଇଁ ଏହି ବାସି ଭାତ ଖୁବ୍ ସହାୟକ ହୋଇଥାଏ । ଏଥିରେ ଭରପୁର ମାତ୍ରାରେ ଫାଇବର ଥାଏ ।

ଏହି ବାସି ଭାତରେ ଶକ୍ତିର ଖଣି ଲୁଚିକି ରହିଥାଏ । ଏହାକୁ ଖାଇବା ଦ୍ୱାରା ଦିନ ଯାକ କାମ କରିବା ପାଇଁ ଶକ୍ତି ମିଳେ ।

rice

ଯଦି ଆପଣ ଆପଣଙ୍କ ସ୍କିନକୁ ନେଇ ଅଧିକ ଯନ୍ତ୍ରବାନ ଅଛନ୍ତି ତେବେ ଆପଣ ଯଦି ବାସି ଭାତ ଖାଆନ୍ତି ତେବେ ଏହା ସ୍ୱାସ୍ଥ୍ୟ ସହିତ ଚର୍ମକୁ ବି ସତେଜ ରଖିଥାଏ।

ଏହାଛଡା ଯେଉଁ ବ୍ୟକ୍ତି ଚା’ ଏବଂ କଫି ଅଭ୍ୟାସକୁ ଛାଡିବାକୁ ଚାହୁଁଛନ୍ତି ତେବେ ସେଥିପାଇଁ ବାସି ଭାତ ଖାଇବା ଆରମ୍ଭ କରି ଦିଅନ୍ତୁ । ଏହି ବାସୀ ଭାତରୁ ଅନେକ ଜରୁରୀ ମିନେରାଲସ୍ ମିଳିଥାଏ।

ପଢନ୍ତୁ;  ଟ୍ରକକୁ ପଛପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ,ଜଣେ ମୃତ

Related posts

ରାଶିରୁ ଜାଣନ୍ତୁ ପ୍ରେମରେ ପଡିଲେ ଲୋକମାନେ କିପରି ବ୍ୟବହାର କରିଥାଆନ୍ତି 

ENO Beuro

ଆବଶ୍ୟକତାଠୁଁ କମ୍‌ ଶୋଇଲେ ଏହା ଶରୀର ଉପରେ କଣ ପ୍ରଭାବ ପକାଇଥାଏ ? ଆସନ୍ତୁ ଜାଣିବା

ENO Beuro

ଭଜା ରସୁଣ ଖାଉଛନ୍ତି କି !! ତେବେ ଜାଣିନିଅନ୍ତୁ ଏହାର ଉପକାରିତା ସମ୍ପର୍କରେ

Ratnamani Moharana

Leave a Comment