LIFESTYLE

ଆସନ୍ତୁ ଜାଣିବା ଖାଦ୍ୟ ଖାଇବା ପରେ ମିଠା ଖାଇବା ଦ୍ଵାରା କଣ ଲାଭ ମିଳିଥାଏ ?

ମିଠା ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ ।ଖାଇବା ପରେ ସାଧାରଣତଃ ମିଠା ଖାଇବା ଜରୁରୀ ଅଟେ। କାହିଁକି ଖାଇବା ପରେ ମିଠା ଖାଇବା ଜରୁରୀ ଅଟେ ? ଆମେ କେବେ ଏହାର କାରଣ ଖୋଜିବାକୁ ଚେଷ୍ଟା କରିନାହୁଁ । ଆମେ ଏହାକୁ କେବଳ ଗୋଟିଏ ପରମ୍ପରା ଭାବି ମିଠା ଖାଇଥାଉ । କିନ୍ତୁ ଏହା ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି।

ଖାଦ୍ୟ ଖାଇବା ପରେ ମିଠା ଖାଇବାର ଉପକାରିତା ସମ୍ପର୍କରେ-

  • ମିଠା ଖାଇବା ଦ୍ୱାରା ସେରାଟୋନିନ୍ ନାମକ ହରମୋନର ସ୍ତର ଶରୀର ମଧ୍ୟରେ ବଢିଯାଇଥାଏ । ମିଠା ଖାଇବା ନ୍ୟୁରୋ ଟ୍ରାନ୍ସମିଟରର କାମମଧ୍ୟ କରିଥାଏ, ଯାହାଦ୍ୱାରା ଆମେ ସବୁବେଳେ ମିଠା ଖାଇବା ପରେ ଖୁସି ଅନୁଭବ କରିଥାଉ।
  • ଆମେ ଯେତେବେଳେ କିଛି ଖାଇଥାଉ, ତାକୁ ହଜମ କରିବା ପାଇଁ କିଛି ଉପାୟ କରିବାକୁ ପଡିଥାଏ । କିନ୍ତୁ ଆମେ ଯେତେବେଳେ କିଛି ମସଲାଯୁକ୍ତ ଖାଦ୍ୟ ଖାଇଥାଉ ଏହା ଶରୀର ମଧ୍ୟରେ ଏସିଡ୍ ପରିମାଣକୁ ବୃଦ୍ଧି କରିଥାଏ,ଯାହାଦ୍ୱାରା ପାଚନ ପ୍ରକ୍ରିୟା ମଧ୍ୟ ବୃଦ୍ଧି ପାଇଥାଏ ।
  • ଯେଉଁଲୋକ ମାନେ ଅଧିକ ପରିମାଣରେ ଖାଦ୍ୟ ଖାଇଥାନ୍ତି ସେମାନଙ୍କୁ ହାଇପୋଗଲାଇସିମିଆର ସ୍ଥିତି ସାମ୍ନା କରିବାକୁ ପଡିଥାଏ । ଏହାପାଇଁ ଉଚ୍ଚ ରକ୍ତଚାପର ସ୍ତର ମଧ୍ୟ ଶରୀର ମଧ୍ୟରେ କମିଯାଇଥାଏ, ଯାହାଦ୍ୱାରା ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଏହି ସମସ୍ୟାକୁ ଏଡେଇବା ପାଇଁ ଖାଇବା ପରେ ମିଠା ଖିଆଯାଇଥାଏ ।
  • ଚିନିରେ ତିଆରି ହୋଇଥିବା ଜିନିଷଠୁ ଆମେ ଦୂରେଇ ରହିବା ଉଚିତ୍ କାରଣ ଏହା ଦେହ ପାଇଁ କ୍ଷତିକାରକ ଅଟେ । ଶରୀରର ହିତ ପାଇଁ ଆମେ ଚିନି ଅପେକ୍ଷା ଗୁଡରେ ତିଆରି ହୋଇଥିବା ଜିନିଷ ବ୍ୟବହାର କଲେ ଏହା ଲାଭଦାୟକ ସାବ୍ୟସ୍ତ ହୋଇଥାଏ ।

ଆସନ୍ତୁ ଜାଣିବା ଖାଦ୍ୟ ଖାଇବା ପରେ ମିଠା ଖାଇବା ଦ୍ଵାରା କଣ ଲାଭ ମିଳିଥାଏ ? swts

ପଢନ୍ତୁ;

ଓଲିଉଡ ଅଭିନେତା ବବି ମିଶ୍ରଙ୍କ ନେଗେଟିଭ୍‌ ରୋଲକୁ ନେଇ ଚର୍ଚା

Related posts

ରୋଗ ନିୟନ୍ତ୍ରଣ କରେ ବରକୋଳି ,ଜାଣିବା ଏହାର ଉପକାରିତା

Krishna Kumar Manoj

ଫୋନ ଚାର୍ଜ କରିବା ସମୟରେ ସାବଧାନ ରୁହନ୍ତୁ,ନଚେତ୍ ହୋଇପାରେ ଅଘଟଣ

Krishna Kumar Manoj

ବିଳମ୍ବରେ ରାତ୍ରିଭୋଜନ କରୁଛନ୍ତି କି ? ତେବେ ଆସନ୍ତୁ ଜାଣିବା ଏହାର ସାଇଡ ଇଫେକ୍ଟ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More