LIFESTYLE

ଗର୍ଭାବସ୍ଥାରେ ନିୟମିତ ଖାଆନ୍ତୁ ତୁଳସୀ ପତ୍ର, ମିଳିବ ଅନେକ ଫାଇଦା

ତୁଳସୀ ପତ୍ର ବିଭିନ୍ନ ରୋଗ ପାଇଁ ଖୁବ୍‌ ଲାଭପ୍ରଦ। ଏହା ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳେ। ସାଧାରଣତଃ ଆମେ ଥଣ୍ଡା ଓ କାଶ ହେଲେ ତୁଳସୀ ପତ୍ର ଖାଇଥାଉ। କୁହାଯାଏ ତୁଳସୀ ପତ୍ର ଗର୍ଭସ୍ଥ ମହିଳାଙ୍କ ପାଇଁ ଏକ ବରଦାନ ଅଟେ। ଗର୍ଭାବସ୍ଥାରେ ଏହାକୁ ନିୟମିତ ଖାଇବା ଦ୍ବାରା ଅନେକ ସୁଫଳ ମିଳିଥାଏ।

  • ପ୍ରତିଦିନ ଦୁଇଟି ତୁଳସୀ ପତ୍ର ଖାଇବା ଦ୍ୱାରା ଶରୀରରେ ରକ୍ତର ପରିମାଣ ହ୍ରାସ ହୋଇ ନ ଥାଏ।
  • ଗର୍ଭାବସ୍ଥାରେ ଅନେକ ମହିଳା ଏନିମିୟାର ଶିକାର ହୋଇଥାନ୍ତି। ତେଣୁ ଏହି ମହିଳାମାନେ ପ୍ରତିଦିନ ଦୁଇଟି ତୁଳସୀ ପତ୍ର ଖାଇବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ।
  • ତୁଳସୀ ପତ୍ରରେ ଥିବା ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ରହିଥାଏ। ଫଳରେ ମା ଓ ଗର୍ଭସ୍ଥ ଶିଶୁ ଉଭୟଙ୍କୁ ସଂକ୍ରମଣ ହେବାରୁ ରକ୍ଷା କରେ।
  • ତୁଳସୀ ପତ୍ରରେ ଥିବା ‘ଭିଟାମିନ୍ ଏ’ ଗର୍ଭସ୍ଥ ଶିଶୁର ବିକାଶ ପାଇଁ ଆବଶ୍ୟକ ଅଟେ।
  • ତୁଳସୀ ପତ୍ରରେ ଆଣ୍ଟି-ବ୍ୟାକ୍ଟେରିଆ, ଆଣ୍ଟି-ଭାଇରାଲ ଏବଂ ଆଣ୍ଟି-ଫଙ୍ଗଲ ଗୁଣ ରହିଥାଏ। ଯାହା ଗର୍ଭାବତୀ ମହିଳାଙ୍କ ପାଇଁ ଉତ୍ତମ ଅଟେ।
  • ଏଥିରେ ମ୍ୟାଗ୍ନେସିୟମ ଅଧିକ ମାତ୍ରାରେ ରହିଥାଏ । ଯାହା ଗର୍ଭସ୍ଥ ଶିଶୁଙ୍କ ହାଡ ବିକାଶରେ ସାହଯ୍ୟ କରେ।

ଗର୍ଭାବସ୍ଥାରେ ନିୟମିତ ଖାଆନ୍ତୁ ତୁଳସୀ ପତ୍ର, ମିଳିବ ଅନେକ ଫାଇଦା ଗର୍ଭାବସ୍ଥାରେ ନିୟମିତ ଖାଆନ୍ତୁ ତୁଳସୀ ପତ୍ର, ମିଳିବ ଅନେକ ଫାଇଦା tulsii

ପଢନ୍ତୁ; ସକାଳୁ ପାଚିଲା ଅମୃତଭଣ୍ଡା ଖାଇବା ଦ୍ଵାରା ଦୂର ହୋଇଥାଏ ଅନେକ ଶାରୀରିକ ସମସ୍ୟା! ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ପର୍କରେ

Related posts

ଜୀବନଶୈଳୀରେ ପରିବର୍ତ୍ତନ ଚାହୁଁଛନ୍ତି କି ? ତେବେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ENO Beuro

ଆପଣ ପ୍ରତି ଦିନ ନଖ କାମୁଡୁଛନ୍ତି କି ? ଏହି ଅଭ୍ୟାସକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ

ENO Beuro

କେଉଁ ଜୁସ ପିଇଲେ କେଉଁ ରୋଗ ଭଲ ହୁଏ , ଜାଣନ୍ତୁ !

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More