LIFESTYLE

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଦୃଷ୍ଟି ଶକ୍ତି ବୃଦ୍ଧି କରିଥାଏ “ତରଭୁଜ” ! ଜାଣନ୍ତୁ ଏହାକୁ ଖାଇବା ଦ୍ଵାରା କି ଲାଭ ମିଳିଥାଏ?

ତରଭୁଜରେ ରହିଛି ଅନେକ ଉପକାରୀ ଗୁଣ। ଖରାଦିନରେ ପ୍ରଚୁର ପରିମାଣରେ ମିଳୁଥିବା ଏହି ଫଳ ଆମକୁ ସୁସ୍ଥ ରଖିବାରେ ବେଶ୍‌ ସହାୟକ ହୋଇଥାଏ। ଗରମଦିନରେ ତରୁଭୁଜ ଖାଇବାକୁ ବହୁତ ଭଲ ଲାଗିଥାଏ। ଏଥିରେ ବହୁତ ପୋଷାକ ତତ୍ଵ ରହିଥାଏ। ଏହାକୁ ଖାଇବା ଦ୍ଵାରା ଶରୀରକୁ ପ୍ରଚୁର ଭିଟାମିନ ମିଳିଥାଏ। ତରୁଭୁଜ ଓଜନ କମ କରିବା ସହ ଆଖି ଏବଂ କେଶ ପାଇଁ ବେଶ ଲାଭଦାୟକ ଅଟେ।

ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ-

  • ତରଭୁଜ ଖାଇଲେ ହୃଦରୋଗ ହୋଇ ନଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଦୃଷ୍ଟି ଶକ୍ତି ବୃଦ୍ଧି କରିଥାଏ।
  • ଏଥିରେ କମ୍‌ କ୍ୟାଲୋରି ଥିବାରୁ ଓଜନ ହ୍ରାସ କରିବାରେ ଏହା ସହାୟକ ହୋଇଥାଏ।
  • ତରଭୁଜରେ ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌ ଓ ଆମିନୋ ଏସିଡ୍‌ ଭରପୂର ମାତ୍ରାରେ ଥିବାରୁ ଏହ ଆମକୁ ଉଚ୍ଚ ରକ୍ତଚାପଠାରୁ ଦୂରେଇ ରଖିଥାଏ।
  • ତରଭୁଜରେ ରହିଛି ଭିଟାମିନ୍‌ ବି-୬, ଯାହା ଆମ ମନକୁ ପ୍ରଫୁଲ୍ଲ ରଖିବାରେ ସହାୟକ ହୋଇଥାଏ। ଶରୀରରେ ହରମୋନ୍‌ ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ।
  • ଏଥିରେ ଥିବା ଭିଟାମିନ୍‌-ଏ ଆପଣଙ୍କ ମାଢିକୁ ମଜଭୁତ ରଖିବା ସହ ଚର୍ମର ଚମକ ବୃଦ୍ଧି କରିଥାଏ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଦୃଷ୍ଟି ଶକ୍ତି ବୃଦ୍ଧି କରିଥାଏ “ତରଭୁଜ”  ! ଜାଣନ୍ତୁ ଏହାକୁ ଖାଇବା ଦ୍ଵାରା କି ଲାଭ ମିଳିଥାଏ? watermelon

ପଢନ୍ତୁ;

ଆସନ୍ତୁ ଜାଣିବା କେଉଁ ସମସ୍ୟା ଥିଲେ ଘିଅ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ?

Related posts

ଖାଦ୍ୟରେ ସାମିଲ କରନ୍ତୁ “ବ୍ରୋକଲି” ଏବଂ ଅନେକ ସମସ୍ୟାରୁ ମୁକ୍ତି ପାଆନ୍ତୁ !

ENO Beuro

ନିଜ ପତ୍ନୀକୁ କିପରି ଖୁସିରେ ରଖିବେ? ଏଥିପାଇଁ ଧ୍ୟାନରେ ରଖନ୍ତୁ କିଛି ଟିପ୍ସ

ENO Beuro

ସ୍ମରଣଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ ଏହି ଫଳ! ଜାଣନ୍ତୁ ଏହାର ଉପକାରୀ ଗୁଣ ସମ୍ପର୍କରେ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More