LIFESTYLE

ଆପଣ ଜାଣିଛନ୍ତି କି ? ପଇଡ଼ ପାଣି ପିଇବା ଦ୍ୱାରା କ’ଣ ଉପକାର ମିଳିଥାଏ,ଯଦି ଜାଣିନାହାନ୍ତି ?ଆସନ୍ତୁ ଜାଣିବା ସେ ସମ୍ପର୍କ ରେ

ପଇଡ଼ ପାଣି  ଶରୀର ପାଇଁ ବହୁତ ଲାଭଦାୟକ ଅଟେ । ଏହାକୁ ପିଇବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ଦୂର ହୋଇଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ସହାୟତା ହୋଇଥାଏ । ଆସନ୍ତୁ ଜାଣିବା ପଇଡ଼ ପାଣି ପିଇବା ଦ୍ୱାରା କ’ଣ କ’ଣ ଉପକାର ମିଳିଥାଏ ;

ପଇଡ଼ ପାଣିରେ ଖୁବ କମ୍ ପରିମାଣର କ୍ୟାଲୋରୀ ରହିଥିବା ହେତୁ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । କାହିଁକି ନା ଏହାର ପାଣି ପିଇବା ଫଳରେ ଖୁବ ଡେରି ପର୍ଯ୍ୟନ୍ତ ଭୋକ ହୋଇନଥାଏ ।

ତ୍ୱଚାକୁ ପୋଷଣ ଦେବା ସହିତ ପଇଡ଼ ପାଣି ପିଇବା ଲାଭଦାୟକ । ନଡ଼ିଆପାଣି ତ୍ୱଚାକୁ ନମନୀୟ କରିଥାଏ ।

ହାଡଫୁଟି ପାଇଁ ପଇଡ ପାଣି ଖୁବ ଜରୁରୀ । ଏଥିସହିତ ତ୍ୱଚାର ହାଡଫୁଟିର ଚିହ୍ନ ଲିଭାଇବା ପାଇଁ ମଧ୍ୟ ପଇଡ଼ ପାଣି ଭଲ କାମ କରେ । ଶରୀରରୁ ଘା’ର ଚିହ୍ନକୁ ବି ଦୂର କରିଥାଏ ପଇଡ଼ ପାଣି ।

ସକାଳୁ ପଇଡ଼ ପାଣି ପିଇବା ଶରୀର ପାଇଁ ଖୁବ ଲାଭଦାୟକ । ଯଦି ଆପଣ ସକାଳ ସମୟରେ ପଇଡ଼ ପାଣି ପିଉଛନ୍ତି, ତେବେ ଆପଣ ସାରାଦିନ ସକ୍ରିୟ ରହିବା ସହିତ କେବେ ବି କ୍ଲାନ୍ତ ଅନୁଭବ କରିବେନି ।

ଥାଇରଏଡ ହର୍ମୋନ୍ସର ସନ୍ତୁଳନ ରକ୍ଷା କରିବା ପଇଡ଼ ପାଣି ଉପଯୋଗୀ । ସକାଳେ ପଇଡ ପାଣି ପିଇବା ଦ୍ୱାରା ଥାଇରଏଡ ହର୍ମୋନ ନିୟନ୍ତ୍ରଣ ହୋଇଥାଏ ।

ଆପଣଙ୍କ ଶରୀରରେ କୋଲେଷ୍ଟେରଲ ବୃଦ୍ଧି ପାଏ, ତେବେ ମୋଟାପଣ ସମସ୍ୟା ସମ୍ଭାବନା ଅଧିକ । ସେଥିପାଇଁ ପ୍ରତିଦିନ ପଇଡ଼ ପାଣି ପିଇବା ଭଲ।

ପଢନ୍ତୁ;

” ଖାଇବା ପୂର୍ବରୁ ହାତ ଧୋଇବା ନିହାତୀ ଆବଶ୍ୟକ ” ଜାଣନ୍ତୁ କାରଣ

Related posts

ଆପଣଙ୍କ ଭାବି ଜୀବନସାଥୀଙ୍କ ନାମ ‘B’ ରୁ ଆରମ୍ଭ କି ? ଜାଣନ୍ତୁ ତାଙ୍କ ସ୍ଵଭାବ କେମିତି କିପରି

ENO Beuro

ସକାଳୁ ଖାଲି ପେଟରେ ଉଷୁମ ପାଣି ପିଇଲେ କି ଉପକାର ମିଳେ ଆସନ୍ତୁ ଜାଣିବା

ENO Beuro

ରୋଗରୁ ମୁକ୍ତି ପାଇବାକୁ ଚାହୁଛନ୍ତି କି ? ତେବେ ଏହି ୫ଟି କଥା ଉପରେ ଧ୍ୟାନ ଦିଅନ୍ତୁ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More