LIFESTYLE

ଖରା ଦିନେ କଞ୍ଚା ଆମ୍ବ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର: ଜାଣନ୍ତୁ କିପରି

ଖରା ଦିନେ ମିଳୁଥିବା ଫଳ ଗୁଡିକ ମଧ୍ୟରେ ଆମ୍ବ ଗୋଟିଏ। ସମସ୍ତେ ଆମ୍ବ ଖାଇବାକୁ ଭଲ ପାଆନ୍ତି। ଗାଁଠାରୁ ସହର ଯାଏ ସୁବିଧାରେ ମିଳୁଥିବା ଫଳ। ତେବେ ଖରା ଦିନେ କଞ୍ଚା ଆମ୍ବ ଖାଇଲେ ଦେହ ଖରାପ ହେବା କଥା ତ ଆମେ ଜାଣିଛେ। ମାତ୍ର ଏହାକୁ ସଠିକ ପରିମାଣରେ ଖାଇଲେ ଏହା ଆମକୁ ଅନେକ ରୋଗରୁ ରକ୍ଷା  କରିଥାଏ। ଆସନ୍ତୁ ଜାଣିବା କଞ୍ଚା ଆମ୍ବ ଖାଇବା ଦ୍ଵାରା ଆମର କି କି ଫାଇଦା ସବୁ ହୋଇଥାଏ।

୧)  କଞ୍ଚା ଆମ୍ବରେ ପ୍ରଚୁର ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ଥାଏ ଏହା ଆମକୁ ରୋଗ ଦାୟୁରୁ ରକ୍ଷା କରିଥାଏ।
୨) କଞ୍ଚା ଆମ୍ବ ଏସିଡିଟି ସମସ୍ୟା ଦୂର କରିବା ସହ ଯକୃତକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ।


୩) ଆମ୍ବରେ ଭିଟାମିନ-ସିର ରହିଥାଏ ଏହା ଆମର ରକ୍ତ ପ୍ରବାହ ଠିକ କରିବାରେ ସହାୟତା କରିଥାଏ। ଏହାସହ ଖରା ଦିନରେ ମୁହଁରେ ଲାଲ ରଙ୍ଗର ଦାଗ ହୋଇଥିଲେ ଆମ୍ବ ଖାଇବା ଦ୍ଵାରା ଏହା ଭଲ ହୋଇଯାଇଥାଏ।
୪) କଞ୍ଚା ଆମ୍ବରେ ପ୍ରଚୁର ପରିମାଣରେ ଫାଇବର ରହିଛି ଏହା ଆମର ଏସିଡିଟି ସମସ୍ୟା ଦୂର କରିବା ସହ ଓଜନକୁ ନିୟନ୍ତ୍ରିତ ରଖିବାରେ ମଧ୍ୟ ସାହାର୍ଯ୍ୟ କରେ।
ତେବେ କଞ୍ଚା ଆମ୍ବ ଅଧିକ ଖାଇବା ଦ୍ଵାରା ଗ୍ୟାସ ସମସ୍ୟା ଦେଖାଯିବା ସହ ଡିହାଇଡରେଟ ହୋଇଥାଏ।
ପଢନ୍ତୁ: ଏହି ହୋଲିରେ ଆସନ୍ତୁ ହର୍ବାଲ ଅବିରରେ ଖେଳିବା ହୋଲି

Related posts

କଲରା ପତ୍ର ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ! ଜାଣନ୍ତୁ ଏହି ପତ୍ରରେ ରହିଥିବା କେତେକ ଗୁଣ ସମ୍ପର୍କରେ

ENO Beuro

ଆସନ୍ତୁ ଜାଣିବା ଘରେ କିପରି ପ୍ରସ୍ତୁତ କରିବେ ବେଲପଣା ?

ENO Beuro

ଆପଣ ଚିନି ଖାଉଛନ୍ତି କି ? ଚିନି ଆପଣଙ୍କ ସ୍ୱାସ୍ଥ୍ୟପ୍ରତି କେତେ କ୍ଷତିକାରକ ଜାଣନ୍ତୁ

ENO Beuro

Leave a Comment