ବସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ମହୁ ରଖିଲେ କଣ ଲାଭ ହୁଏ ଜାଣନ୍ତୁ?

ଘରେ ମହୁ ରଖିବା ବସ୍ତୁଶାସ୍ତ୍ର ଅନୁଯାୟୀ ଉପଯୋଗୀ ଅଟେ ।

ଏ କଥା ସମସ୍ତେ ଜଣନ୍ତି ଯେ , ମହୁ ସ୍ୱାସ୍ଥ୍ୟ ପାଇଁ ଉପକାରୀ । ବସ୍ତୁଶାସ୍ତ୍ରବିତଙ୍କ ମତ ଅନୁଯାୟୀ ମହୁ କେବଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ତାହା ନୁହେଁ,  ଘରେ ମହୁ ରଖିଲେ ଏହାର ପ୍ରଭାବରେ ଘରୁ ନକାରତ୍ମକ ଶକ୍ତି ଦୂର ହୋଇଥାଏ। ତେବେ ଜାଣନ୍ତୁ ଘରେ ମହୁ ରଖିଲେ କଣ ଲାଭ ହୁଏ ।

– ଶନିଙ୍କ କୋପ ଦୃଷ୍ଟି ପଡି ନ ଥାଏ: ଜନ୍ମ କୁଣ୍ଡଳିରେ ଶନି ରାଶିଗତ ନୀଚରେ ଥିଲେ ଅଶୁଭ ଗ୍ରହ ପ୍ରଭାବରେ ଶନି ମହାଦଶା, ଅନ୍ତଃଦଶା ଓ ନକାରତ୍ମକ ଫଳ ଦେଇଥାଏ । ଜ୍ୟୋତିଷାସ୍ତ୍ର ଅନୁଯାୟୀ ଘରେ ମହୁ ରଖିଲେ ଶନି ଦେବ ଖୁସି ହୁଅନ୍ତି । ଏହି ଘରେ ଓ ପରିବାର ଉପରେ ଶନିଙ୍କ କୋପ ଦୃଷ୍ଟି ପଡି ନ ଥାଏ ବରଂ ଶନିଦେବଙ୍କ ଅନୁକମ୍ପା ସବୁବେଳେ ରହିଥାଏ ।

-ଘର ଖର୍ଚ୍ଚ କମ୍‌ ହୁଏ: ଯଦି ଟଙ୍କା ଆପଣଙ୍କ ହାତରେ ରହୁନି ଏବଂ ଅଯଥା ଖର୍ଚ୍ଚ ବଢିବାରେ ଲାଗିଛି ସେଥିପାଇଁ ଆପଣ ଟେନସନରେ ରହୁଛନ୍ତି ତେବେ ଏସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରେ ମହୁ ରଖିନ୍ତୁ । ବାସ୍ତୁଶାସ୍ତ୍ର ଅନୁଯାୟୀ ବାଜେ ଖର୍ଚ୍ଚ ହୋଇନଥାଏ । ମହୁରେ ସକାରତ୍ମକ ଶକ୍ତି ଥାଏ ଯାହା ଘରର ନକାରତ୍ମକ ଶକ୍ତିକୁ ନଷ୍ଟ କରିଦିଏ । ଯାହା ଫଳରେ ଅପଣଙ୍କର ଆର୍ଥିକସ୍ଥିତି ଠିକ ହେବା ସହ ଶରୀର ଉପରେ ମଧ୍ୟ ଏହାର ସକାରତ୍ମକ ପ୍ରଭାବ ପଡିଥାଏ ।

ପଢନ୍ତୁ ;

ଅଧିକ ଲୁଣ ଖାଉଛନ୍ତି କି? ଏହା ଦେହ ପ୍ରତି ହାନିକରିକ ଅଟେ । ଜାଣନ୍ତୁ ଏହାର କାରଣ କ’ଣ

ବସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ମହୁ ରଖିଲେ କଣ ଲାଭ ହୁଏ ଜାଣନ୍ତୁ? - 4.5

89%

ଶନିଙ୍କ କୋପ ଦୃଷ୍ଟି ପଡି ନ ଥାଏ - 4.1

82%
4.3/5

Very Good!

ବସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ମହୁ ରଖିଲେ କଣ ଲାଭ ହୁଏ ଜାଣନ୍ତୁ?

ଏ କଥା ସମସ୍ତେ ଜଣନ୍ତି ଯେ , ମହୁ ସ୍ୱାସ୍ଥ୍ୟ ପାଇଁ ଉପକାରୀ । ବସ୍ତୁଶାସ୍ତ୍ରବିତଙ୍କ ମତ ଅନୁଯାୟୀ ମହୁ କେବଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ତାହା ନୁହେଁ,  ଘରେ ମହୁ ରଖିଲେ ଏହାର ପ୍ରଭାବରେ ଘରୁ ନକାରତ୍ମକ ଶକ୍ତି ଦୂର ହୋଇଥାଏ। ତେବେ ଜାଣନ୍ତୁ ଘରେ ମହୁ ରଖିଲେ କଣ ଲାଭ ହୁଏ ।

4/5 Votes: 1 user

You're not rated yet