VASTU

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ମହୁ ରଖିଲେ କଣ ଲାଭ ହୁଏ ଜାଣନ୍ତୁ?

ଘରେ ମହୁ ରଖିବା ବସ୍ତୁଶାସ୍ତ୍ର ଅନୁଯାୟୀ ଉପଯୋଗୀ ଅଟେ।ଏ କଥା ସମସ୍ତେ ଜଣନ୍ତି ଯେ , ମହୁ ସ୍ୱାସ୍ଥ୍ୟ ପାଇଁ ଉପକାରୀ । ବସ୍ତୁଶାସ୍ତ୍ରବିତଙ୍କ ମତ ଅନୁଯାୟୀ ମହୁ କେବଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ତାହା ନୁହେଁ,  ଘରେ ମହୁ ରଖିଲେ ଏହାର ପ୍ରଭାବରେ ଘରୁ ନକାରତ୍ମକ ଶକ୍ତି ଦୂର ହୋଇଥାଏ।

ତେବେ ଜାଣନ୍ତୁ ଘରେ ମହୁ ରଖିଲେ କଣ ଲାଭ ହୁଏ

– ଶନିଙ୍କ କୋପ ଦୃଷ୍ଟି ପଡି ନ ଥାଏ: ଜନ୍ମ କୁଣ୍ଡଳିରେ ଶନି ରାଶିଗତ ନୀଚରେ ଥିଲେ ଅଶୁଭ ଗ୍ରହ ପ୍ରଭାବରେ ଶନି ମହାଦଶା, ଅନ୍ତଃଦଶା ଓ ନକାରତ୍ମକ ଫଳ ଦେଇଥାଏ । ଜ୍ୟୋତିଷାସ୍ତ୍ର ଅନୁଯାୟୀ ଘରେ ମହୁ ରଖିଲେ ଶନି ଦେବ ଖୁସି ହୁଅନ୍ତି । ଏହି ଘରେ ଓ ପରିବାର ଉପରେ ଶନିଙ୍କ କୋପ ଦୃଷ୍ଟି ପଡି ନ ଥାଏ ବରଂ ଶନିଦେବଙ୍କ ଅନୁକମ୍ପା ସବୁବେଳେ ରହିଥାଏ ।

honey

-ଘର ଖର୍ଚ୍ଚ କମ୍‌ ହୁଏ: ଯଦି ଟଙ୍କା ଆପଣଙ୍କ ହାତରେ ରହୁନି ଏବଂ ଅଯଥା ଖର୍ଚ୍ଚ ବଢିବାରେ ଲାଗିଛି ସେଥିପାଇଁ ଆପଣ ଟେନସନରେ ରହୁଛନ୍ତି ତେବେ ଏସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରେ ମହୁ ରଖିନ୍ତୁ । ବାସ୍ତୁଶାସ୍ତ୍ର ଅନୁଯାୟୀ ବାଜେ ଖର୍ଚ୍ଚ ହୋଇନଥାଏ । ମହୁରେ ସକାରତ୍ମକ ଶକ୍ତି ଥାଏ ଯାହା ଘରର ନକାରତ୍ମକ ଶକ୍ତିକୁ ନଷ୍ଟ କରିଦିଏ । ଯାହା ଫଳରେ ଅପଣଙ୍କର ଆର୍ଥିକସ୍ଥିତି ଠିକ ହେବା ସହ ଶରୀର ଉପରେ ମଧ୍ୟ ଏହାର ସକାରତ୍ମକ ପ୍ରଭାବ ପଡିଥାଏ ।

ପଢନ୍ତୁ ; ଗ୍ୟାସ୍ ସିଲିଣ୍ଡର ଫାଟି ମା’, ଝିଅ ମୃତ ଏବଂ ବାପା ଗୁରୁତର

Related posts

ବାସ୍ତୁଶାସ୍ତ୍ର ଅନୁସାରେ ଏହି ସବୁ ସଙ୍କେତରୁ ଜାଣନ୍ତୁ ଧନପ୍ରାପ୍ତିର ଯୋଗ ରହିଛି

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ଭଗବାନ ଗଣେଶଙ୍କ ମୂର୍ତି ଘରେ ରଖିବା ଦ୍ଵାରା କ’ଣ ହୁଏ ଆସନ୍ତୁ ଜାଣିବା

ENO Beuro

ବେପାରରେ ଉର୍ନତି ପାଇଁ ଆପଣାନ୍ତୁ ବାସ୍ତୁ ଶାସ୍ତ୍ର ର ଏହି ୪ ଟି ଉପାୟ ,ମିଳିପାରିବ ଆପଣଙ୍କୁ ସଫଳତା

ENO Beuro

1 comment

Leave a Comment