LIFESTYLE

ଯକୃତକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ପଣସ ମଞ୍ଜି!

କେତେକ ଲୋକ ପଣସ ଖାଇବାକୁ ପସନ୍ଦ କରିଥାନ୍ତି ଆଉ କେତେକ ଲୋକ ପସନ୍ଦ କରିନଥାନ୍ତି। ପଣସରେ ଅନେକ ଔଷଧୀୟ ଗୁଣ ଭରପୁର ରହିଥାଏ। ତା ସହ ପଣସ ମଞ୍ଜିରେ ଖାଇବା ବେଶ ଲାଭଦାୟକ ଅଟେ।

ଆସନ୍ତୁ ଜାଣିବା ଏହାର ଔଷଧୀୟ ଗୁଣ ସମ୍ପର୍କରେ-

  • ପଣସ ମଞ୍ଜିିରେ ଅଧିକ ପରିମାଣର କାର୍ବୋହାଇଡ୍ରେଟ୍, ଭିଟାମିନ୍ ଏ, ବି ଓ ସି ରହିଛି । ଏହାସହ ପଣସ ମଞ୍ଜିକୁ ଗୁଣ୍ଡ ତ୍ୱଚା ପାଇଁ ବେଶ୍ ଲାଭଦାୟକ।
  • ପଣସ ମଞ୍ଜି ଯକୃତକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରେ। ଏହା ମୁଣ୍ଡରେ ରକ୍ତ ସଞ୍ଚାଳନ ବଢ଼ାଇବା ସହିତ ବ୍ଲଡ୍ ସୁଗାର ଲେବଲକୁ ମଧ୍ୟ ନିୟନ୍ତ୍ରିତ କରେ।

jack ପଣସ ମଞ୍ଜି ଯକୃତକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ପଣସ ମଞ୍ଜି! jack

  • ସାଧାରଣତଃ ଜ୍ୱର, ବାନ୍ତି, କାଶ ତଥା କ୍ୟାନସର ଭଳି ମାରାତ୍ମକ ରୋଗ ସହ ଲଢିବାର ଗୁଣ ରହିଛି। ଏହାଛଡା ନିୟମିତ ଏହାକୁ ସେବନ କଲେ ହୃଦରୋଗ ସମସ୍ୟା ଦୂର ହୋଇଥାଏ।
  • ମଞ୍ଜି ଜାତୀୟ ଖାଦ୍ୟକୁ ନିୟମିତି ଖାଦ୍ୟରେ ସାମିଲ କରନ୍ତୁ ନିଜକୁ ନିରୋଗ ରଖନ୍ତୁ।

ପଢନ୍ତୁ; ଏକାସାଙ୍ଗରେ ଦୁଇଟି ମହିଳାଙ୍କୁ ବିବାହ କରିବେ ରୋନାଲ୍‌ଡିନୋ !

Related posts

ଆପଣ ଖାଲି ପେଟ ରେ ଚା’ ପିଅନ୍ତି କି ? ଜାଣିରଖନ୍ତୁ ଖାଲି ପେଟ ରେ ଚା’ ପିଇଲେ କଣ ଅସୁବିଧା ହୋଇଥାଏ

ENO Beuro

ହଳଦି ମିଶ୍ରିତ କ୍ଷୀର ପିଇବା ଦ୍ଵାରା କେଉଁ ରୋଗ ଭଲ ହୁଏ ଜାଣନ୍ତୁ?

ENO Beuro

ଉଚ୍ଚ ରକ୍ତଚାପର ଲକ୍ଷଣ ଓ ଘରୋଇ ଉପଚାର ବିଷୟରେ ନଜର ପକାନ୍ତୁ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More