• Home
  • LIFESTYLE
  • ଆମୋନିଆରୁ ମୁକ୍ତି ଦେଇଥାଏ ଜଲଜିରା ପାଣି ! ଆସନ୍ତୁ ଜାଣିବା ଏହା ଆଉ କେଉଁ ସମସ୍ୟାରୁ ମୁକ୍ତି ଦେଇଥାଏ ?
LIFESTYLE

ଆମୋନିଆରୁ ମୁକ୍ତି ଦେଇଥାଏ ଜଲଜିରା ପାଣି ! ଆସନ୍ତୁ ଜାଣିବା ଏହା ଆଉ କେଉଁ ସମସ୍ୟାରୁ ମୁକ୍ତି ଦେଇଥାଏ ?

ଆପଣ ଜଲଜିରାର ନାଁ ଜରୁର ଶୁଣିଥିବେ। ଏହି ଜଲଜିରାର  ସ୍ଵାଦ ଖଟାମିଠା ଲାଗିଥାଏ। ଏହା ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ। ଖରା ଦିନେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଯାଇଥାଏ । ଏହା ମଧ୍ୟରେ ରହିଛି ଡିହାଇଡ୍ରେସନ୍ ବା ନିର୍ଜଳୀକରଣ । ତେବେ ଏଥିରୁ ମୁକ୍ତି ପାଇବା ପାଇଁ ସହଜ ଉପାୟ ହେଉଛି ଜଲଜିରା । ଜଲଜିରାରେ କଳା ଲୁଣ, ଲେମ୍ବୁ ,ପୁଦିନା, ଅଦା , ମିଶାଇ ପିଇଲେ ସୁସ୍ୱାଦୁ ତ ଲାଗିଥାଏ ଏହା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଏଥିରେ ରହିଛି ଅନେକ ଔଷଧୀୟ ଗୁଣ।

ଆସନ୍ତୁ ଜାଣିବା ଏହାର ଔଷଧୀୟ ଗୁଣ ସମ୍ପର୍କରେ-

  • ଜଲଜିରା ପେଟ କାଟିବା , ବାନ୍ତି ହେବା ଏବଂ ଗ୍ୟାସ୍ ସମସ୍ୟାରୁ ଆରାମ ଦେଇଥାଏ।
  • ଯଦି ଆପଣ ଓଜନ କମାଉଛନ୍ତିି ତେବେ ସୋଡା ଡ୍ରିଙ୍କ୍ସ ନପିଇ ଜଲଜିରା ପାଣି ପିଅନ୍ତୁ । ଏହା ଶରୀରକୁ ହାଇଡ୍ରେଟ୍ ରଖିଥାଏ।
  • ଜଲଜିରା ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ । ଜଲଜିରାରେ କଳା ଲୁଣ ପକାଇ ପିଇଲେ ପେଟରେ ହୋଇଥିବା ଗ୍ୟାସ୍ ଭଲ ହୋଇଥାଏ।
  • ଏହା ସହ ଛାତି ପୋଡୁଥିଲେ ଜଲଜିରା ପିଇବା ଦ୍ୱାରା ଆରାମ ମିଳିଥାଏ ଏବଂ ଶରୀରକୁ ରିହାଇଡ୍ରେଟ୍ କରିଥାଏ।
  • ଜଲଜିରାରେ ଜିରା ମିଶାଇ ପିଇଲେ ଆମୋନିଆରୁ ମୁକ୍ତି ମିଳିଥାଏ । ଏହା ସହ ପ୍ରତିରୋଧକ ଶକ୍ତି ବଢିବା ସହ ଶରୀର ଥଣ୍ଡା ରହିଥାଏ।

ଆମୋନିଆରୁ ମୁକ୍ତି ଦେଇଥାଏ ଜଲଜିରା ପାଣି ! ଆସନ୍ତୁ ଜାଣିବା ଏହା ଆଉ କେଉଁ ସମସ୍ୟାରୁ ମୁକ୍ତି ଦେଇଥାଏ ? jaljira

ପଢନ୍ତୁ;

ତ୍ଵଚା ଓ କେସ ପାଇଁ ବେଲପତ୍ର କେତେ ଉପଯୋଗୀ ଜାଣନ୍ତୁ

Related posts

ବେଲପତ୍ର ଖାଇବା ଦ୍ଵାରା ଆମକୁ କେଉଁ ସବୁ ଫାଇଦା ମିଳିଥାଏ ଜାଣନ୍ତୁ ?

Krishna Kumar Manoj

ମସଲା ଭାବରେ ବ୍ୟବହୃତ ହେଉଥିବା ଗୋଲମରିଚରେ ରହିଛି ଅନେକ ଔଷଧିୟ ଗୁଣ! ଜାଣି ରଖନ୍ତୁ ସେ ସମ୍ପର୍କରେ

Krishna Kumar Manoj

ଅଣ୍ଟାବିନ୍ଧାରୁ ମୁକ୍ତି ପାଇବାକୁ ଚହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More