LIFESTYLE

ରକ୍ତହୀନତା ଦୂର କରେ କସୁରୀ ମେଥି! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

ମହିଳା ମାନଙ୍କ ପାଇଁ କସୁରୀ ମେଥି ବେଶ ଉପଯୋଗୀ

କସୁରୀ ମେଥି ମହିଳା ମାନଙ୍କ ପାଇଁ ବେସ ଲାଭଦାୟକ ହୋଇଥାଏ। ଏହା ମହିଳାଙ୍କ ଶରୀରରେ ଦେଖାଯାଉଥିବା ଛୋଟମୋଟ ସମସ୍ୟାକୁ କିପରି ଠିକ୍‌ କରିପାରିବ।

ଜାଣନ୍ତୁ କିପରି-

ମହିଳାଙ୍କ ଶରୀରରେ ରକ୍ତହୀନତା ଦେଖାଦେଲେ କସୁରୀ ମେଥି ଭଲ କାମ ଦେଇଥାଏ। କାରଣ ଏଥିରେ ଯଥେଷ୍ଟ ପରିମାଣରେ ଆଇରନ୍‌ ରହିଛି। ଏହା ହେମୋଗ୍ଲୋବିନର ପରିମାଣକୁ ବୃଦ୍ଧି କରିବା ସହ ଶରୀରରେ ରକ୍ତହୀନତା ଦୂର କରିଥାଏ।

ପେଟରେ ଇନ୍‌ଫେକ୍ସନ୍‌ ଥିଲେ ନିୟମିତ କସୁରୀ ମେଥି ଖାଇବା ଭଲ। ହୃଦ୍‌ରୋଗ ଓ ଗ୍ୟାଷ୍ଟ୍ରିକ ସମସ୍ୟା ଥିଲେ ନିୟମିତ କସୁରୀ ମେଥି ଖାଇଲେ ଏଥିରୁ ମୁକ୍ତି ମିଳିଥାଏ।

ଉଷୁମ ପାଣି ସହ କସୁରୀ ମେଥି ଓ ଲେମ୍ବୁ ମିଶାଇ ଖାଇଲେ ପେଟ ଇନ୍‌ଫେକ୍ସନ୍‌ ଭଲ ହୋଇଥାଏ।

ସନ୍ତାନ ପ୍ରସବ ପରେ କସୁରୀ ମେଥି ଶରୀର ପାଇଁ ବେଶ ଲାଭଦାୟକ। ବିଶେଷ କରି ସ୍ତନ୍ୟପାନ କରାଉଥିବା ମହିଳାମାନେ ଏହାକୁ ନିୟମିତ ଖାଇଲେ ଭଲ।

ପଢନ୍ତୁ;ସୁନା କିଣିଲା ବେଳେ କେଉଁସବୁ ଦିଗ ପ୍ରତି ସାବଧାନ ରହିବେ ଜାଣନ୍ତୁ?

Related posts

ଘିମିରି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ENO Beuro

ମୋଟା ପଣ ପାଇଁ ଚିନ୍ତିତ ଅଛନ୍ତି କି ? ଓଜନ କମାଇବାକୁ ପିଅନ୍ତୁ ଏହି ପାନୀୟ

ENO Beuro

ଜଣ୍ଡିସ ରୋଗ ଦୂର କରିବା ପାଇଁ କେଉଁ ଜୁସ ପିଇବା ଶରୀର ପାଇଁ ଲାଭଦାୟକ ଜାଣନ୍ତୁ ?

ENO Beuro

1 comment

Leave a Comment