VASTU

ଗୃହରେ କଣ ରଖିଲେ ଆର୍ଥିକଅଭାବ ଦେଖାଯାଇନଥାଏ! ଜାଣନ୍ତୁ ସେ ସମ୍ପର୍କରେ

honey

ଆପଣ ଜାଣିଥିବେ ମହୁ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭ ଦାୟକ ଅଟେ। ଏହାକୁ ଖାଇବା ଦ୍ଵାରା ଶରୀରରେ ଅନେକ ରୋଗ ଦୂର ହୋଇଥାଏ। କିନ୍ତୁ ଜାଣି ନଥିବେ ବାସ୍ତୁ ଦୋଷ ମଧ୍ୟ ଏହାର ବହୁ ଉପଯୋଗୀ । ଆପଣ ଜାଣିଛନ୍ତି କି  ଗୃହରେ ମହୁ ରଖିବା ଦ୍ୱାରା କଣ ଲାଭ ହୁଏ?

ଆସନ୍ତୁ ଜାଣିବା-

ଜ୍ୟୋତିଷାସ୍ତ୍ର ଅନୁସାରେ ଘରେ ମହୁ ରଖିବା ଦ୍ୱାରା ଶନିଦେବ ଖୁସି ହୁଅନ୍ତି । ଉକ୍ତ ଘର ଓ ପରିବାର ଉପରେ ତାଙ୍କର କୃପା ସବୁବେଳେ ଲାଗି ରୁହେ । କିନ୍ତୁ ଯଦି କାହାର ଜାତକ ଜନ୍ମ କୁଣ୍ଡଳିରେ ଶନି ନିଚ ରାଶୀରେ , ବକ୍ରୀ ଅଶୁଭ ଗ୍ରହର ପ୍ରଭାବରେ ରହିଥାଏ । ତେବେ ଏହାର ନିଜର ମହାଦଶା, ଅନ୍ତଦର୍ଶା, ସାଢେସାତି ବା ଜନ୍ମ ଶନିରେ ଗୋଚର ବା ଶନି ଗୋଚର ଯୋଗୁଁ ଅଶୁଭ ଫଳ ପ୍ରଦାନ କରେ । ଏଭଳି କ୍ଷେତ୍ରରେ ଗୃହରେ ମହୁ ରଖିବା ଲାଭକାରୀ ହୋଇଥାଏ।

honey

ଯଦି ଘରେ ସବୁ ଦିନ ଛୋଟ ମୋଟ କଥାକୁ ନେଇ କଳି ହେଉଥାଏ, ତେବେ ପ୍ରତିଦିନ ପରିବାରର ସବୁ ମହୁ ବ୍ୟବହାର କଲେ ଏହି କଳହ ଶେଷ ହୁଏ। ମହୁର ସବୁବେଳେ ସକରାତ୍ମକ ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡିଥାଏ । ଏହାର ମୋଟାପାରୁ ନେଇ ତ୍ୱଚା ସଫା କରିବାର କାମ କରେ। ସଂପର୍କରେ ମିଠା ଆଣେ ମହୁ। ତେଣୁ କୌଣସି ଶୁଭ କର୍ମରେ ଯାଉଥିବା ବେଳେ ମହୁ ଚାଟି ଯିବା ଦ୍ୱାରା କାର୍ଯ୍ୟରେ ଏହାର ସୁଫଳ ପଡିଥାଏ।

ବାସ୍ତୁ ଅନୁଯାୟୀ ଗୃହରେ ମହୁ ରଖିବା ଦ୍ୱାରା ବାଜେ ଖର୍ଚ୍ଚ କମିଯାଏ। କାରଣ ମହୁର ସକାରାତ୍ମକ ଶକ୍ତି ଗୃହରେ ନକରାତ୍ମକ ଶକ୍ତିକୁ ନଷ୍ଟ କରେ। ଏହାର ଲାଭ ନା କେବଳ ଆର୍ଥିକ ଭାବେ ହୁଏ ତାହା ନୁହଁ , ପରନ୍ତୁ ସ୍ୱାସ୍ଥ୍ୟ ଉପରେ ବି ଏହାର ସକରାତ୍ମକ ପ୍ରଭାବ ପଡେ।

ପଢନ୍ତୁ; ସ୍ଵାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଅଁଳା କେତେ ଉପକାରୀ ଜାଣନ୍ତୁ ?

Related posts

କେମିତି ଜାଣିବା କେଉଁ ସମୟ ଆମମାନଙ୍କ ପାଇଁ ଭଲ ସମୟ ହୋଇଥାଏ ? ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି କଥା

ENO Beuro

ଆପଣଙ୍କ ବାହାଘର ଭାଙ୍ଗି ଯାଉଛି କି ?ଏହି ୭ଟି ଭୁଲ କରନ୍ତୁ ନାହିଁ

ENO Beuro

ଆସନ୍ତୁ ଜାଣିବା ମନ୍ଦିରରେ ଘଣ୍ଟି ବଜାଇବାର ମହତ୍ଵ ସମ୍ପର୍କରେ!

ENO Beuro

1 comment

Leave a Comment