VASTU

ବାସ୍ତୁଶାସ୍ତ୍ର ଅନୁସାରେ ପାଖରେ ଲକି କ୍ୟାଟ ରଖିଲେ କଣ ଲାଭ ମିଳିଥାଏ? ଜାଣନ୍ତୁ

ଚିନର ବାସ୍ତୁଶାସ୍ତ୍ର ଫେଙ୍ଗସୁଇ ଅଟେ। ଫେଙ୍ଗସୁଇ ଅନୁସାରେ ଲୋକମାନେ ଘରର ନିର୍ମାଣ, ସୁନ୍ଦରତା ବଢାଇବା ଏବଂ ଲକି ବିଲେଇ ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଛି । ଲକି ବିଲେଇ ରଖିବା ଦ୍ଵାରା ଘର ଉପରକୁ ଆସୁଥିବା ଅସୁବିଧା ଦୂରେଇ ଯିବ। ଲକି ବିଲେଇର ହାତ ଉପରକୁ ରହିଥାଏ ଏହା ସର୍ବଦା ହଲୁଥିବାର ଦେଖାଯାଇଥାଏ। ଏହାଦ୍ବାରା ଘରକୁ ଧନ ଆସିଥାଏ ବୋଲି କୁହାଯାଇଥାଏ।

  • ସୁନେଲୀ ରଙ୍ଗର ଲକି କ୍ୟାଟ ଦ୍ୱାରା ଘରେ ସୁଖଶାନ୍ତି ପରିବେଶ ସୃଷ୍ଟି ହୋଇଥାଏ।
  • ବ୍ୟବସାୟରେ ସଫଳତା ପାଇବାକୁ ଚାହୁଁଥିଲେ ବ୍ୟବସାୟସ୍ଥଳ କିମ୍ବା କାର୍ଯ୍ୟାଳୟର ପଶ୍ଚିମ ଦିଗରେ ଲକି କ୍ୟାଟ ରଖନ୍ତୁ। ଏହି ଲକି କ୍ୟାଟର ରଙ୍ଗ ଧଳା କିମ୍ବା ହଳଦିଆ ହୋଇଥିବା ଆବଶ୍ୟକ। ଦୋକାନରେ କ୍ଷତି ହେଉଥିଲେ ଏହି ଦୁଇଟି ରଙ୍ଗର ଲକି କ୍ୟାଟ ମଧ୍ୟ ରଖି ପାରିବେ। ଏପରି କରିବା ଦ୍ୱାରା ସଫଳତା ପାଇ ପାରିବେ।

lucky

  • ସୁନେଲୀ ରଙ୍ଗର ଲକି କ୍ୟାଟ ଘରେ ରଖିବା ଦ୍ୱାର କୁପ୍ରଭାବ ନଷ୍ଟ ହୋଇ ଯାଇଥାଏ। ଏହାକୁ ଘରର ମୁଖ୍ୟ କକ୍ଷରେ ରଖିବା ଉଚିତ।
  • ସବୁବେଳେ ସ୍ୱାସ୍ଥ୍ୟ ଖରାପ ହେଲେ ସମସ୍ତେ ଚିନ୍ତିତ ରହିଥାନ୍ତି। ଏପରି କ୍ଷେତ୍ରରେ ସବୁଜ ରଙ୍ଗର ଲକି କ୍ୟାଟ ଘରର ପୂର୍ବ ଦିଗରେ ରଖନ୍ତୁ। ଏହାଦ୍ୱାରା ସ୍ୱାସ୍ଥ୍ୟ ଠିକ ହେବାରେ ଲାଗିଥାଏ।
  • ଘରେ ନୀଳ ରଙ୍ଗର ଲକି କ୍ୟାଟ ଉତ୍ତର ଦିଗରେ ରଖନ୍ତୁ। ଏପରି କରିବା ଦ୍ୱାରା ଖରାପ ଦୃଷ୍ଟି ଦୂର ହୋଇଥାଏ। ଘରେ କୌଣସି ଅଶୁଭ ଶକ୍ତି ପ୍ରବେଶ କରିପାରେ ନାହିଁ। ଅନେକ ସମସ୍ୟାରୁ ମୁକ୍ତି ମଧ୍ୟ ମିଳିଥାଏ।

ପଢନ୍ତୁ; ପୁଣି ଗଞ୍ଜାମରେ ଏନକାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଆହତ

Related posts

ଭଗବାନଙ୍କୁ ଅର୍ପଣ କରନ୍ତୁ ଏହି ଫୁଲ ,ନିଶ୍ଚିତ ପୂର୍ଣ ହେବ ଆପଣଙ୍କ ମନସ୍କାମନା

ENO Beuro

ବାର ମାସ ଅନୁସାରେ ସୂର୍ଯ୍ୟଙ୍କୁ କରନ୍ତୁ ଏହି ମନ୍ତ୍ରରେ ପୂଜା ! ପାଇପାରିବେ ଅନେକ ସୁଫଳ

ENO Beuro

ନକରାତ୍ମକ ଶକ୍ତିରୁ ଦୂରେଇ ରହିବାକୁ ଚାହୁଁଛନ୍ତି କି? ତେବେ ଘର ଦୁଆର ମୁହଁରେ ଟାଙ୍ଗନ୍ତୁ ଆମ୍ବପତ୍ର,ଦୂର ହେବ ଅନେକ ସମସ୍ୟା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More