VASTU

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ରଖନ୍ତୁ ମୟୂରପର, ଦୂର ହେବ ଅନେକ ସମସ୍ୟା

ବାସ୍ତୁଶାସ୍ତ୍ରରେ ଏମିତି କେତେକ କଥା ବର୍ଣନା କରାଯାଇଛି ଯାହାକୁ ଅନୁସରଣ କଲେ ଆପଣଙ୍କ ପାଖରୁ ନକାରାତ୍ମକ ଶକ୍ତି ଦୂର ହେବ। ଘରେ ସୁଖଶାନ୍ତି ବିରାଜମାନ ନିମନ୍ତେ ବାସ୍ତୁଶାସ୍ତ୍ର ନିୟମ ପାଳନ କରିବାରେ ଆଦୌ ଅବହେଳା କରୁନାହାନ୍ତି ଏବର ଯୁବତୀ ତଥା ମହିଳା। ବାସ୍ତୁଶାସ୍ତ୍ରରେ ମୟୂର ପରର ଉପଯୋଗିତା ଯଥେଷ୍ଟ ରହିଛି।

ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ରରେ ମୟୂର ପର ସମ୍ପର୍କରେ କଣ କୁହାଯାଇଛି-

  • ଘର କିମ୍ବା ଦୋକାନର ଦକ୍ଷିଣ-ପୂର୍ବ ଦିଗରେ ମୟୂର ପର ଲଗାଇଲେ ନକାରାତ୍ମକ ଶକ୍ତି ଦୂର ହୋଇଥାଏ।
  • କୌଣସି ଜରୁରୀ କାମ ସମ୍ପୂର୍ଣ୍ଣ ହେବାରେ ବାଧା ଉପୁଜୁଥିଲେ, ଶୟନକକ୍ଷର ପୂର୍ବ-ଦକ୍ଷିଣ ଦିଗରେ ମୟୂର ପର ଲଗାଇବା ଉଚିତ। ଏପରି କଲେ କାର୍ୟ୍ୟଟି ସମ୍ପୂର୍ଣ୍ଣ ହୋଇଥାଏ।
  • ମୟୂର ପର ନିଜ ପାଖରେ ସବୁ ସମୟରେ ରଖିଲେ ସଫଳତା ମିଳିବା ସହ କୌଣସି ଅସୁବିଧା ଉପୁଜୁ ନଥିବାର ବିଶ୍ବାସ ରହିଛି।
  • ପର୍ବପର୍ବାଣୀ ହେଉ କିମ୍ବା କୌଣସି ଶୁଭ ଦିନରେ ଘରେ ଏପରି ଏକ ସ୍ଥାନରେ ମୟୂର ପର ଲଗାନ୍ତୁ, ଯେଉଁଠାରେ ଅନ୍ୟମାନଙ୍କ ଦୃଷ୍ଟିକୁ ତାହା ଆସିବ।

ପଢନ୍ତୁ;

ଚା’ ବାଲାଙ୍କ ପୁଅ ହେଲେ ମିଷ୍ଟର ଇଣ୍ଡିଆ ୟୁନିଭର୍ସ ୨୦୧୮,ଇଚ୍ଛା ଶକ୍ତି ଆଗରେ ହାର ମାନିଲା ଦାରିଦ୍ର୍ୟତା !

Related posts

ଆପଣ ଜାଣିଛନ୍ତି କି? ବାସ୍ତୁଶାସ୍ତ୍ର ଘର ପାଇଁ କେତେ ଜରୁରୀ ହୋଇଥାଏ ! ଆସନ୍ତୁ ଜାଣିବା ଗୃହିଣୀ ମାନଙ୍କ ପାଇଁ କିଛି ଟିପ୍ସ

ENO Beuro

ରାଶି ଅନୁସାରେ ଜାଣନ୍ତୁ କେଉଁ ବ୍ୟବସାୟ କଲେ ସଫଳତା ମିଳିବ ?   

ENO Beuro

ଆପଣଙ୍କ ଘରେ ପାରା ରହୁଛନ୍ତି କି!! ଜାଣନ୍ତୁ ଏହା କି ପ୍ରକାର ପ୍ରଭାବ ପକେଇଥାଏ ଆପଣଙ୍କ ଜୀବନରେ

Ratnamani Moharana

1 comment

Leave a Comment