VASTU

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଚାନ୍ଦି ହାତୀ ରଖିବାଦ୍ଵାରା କଣ ଲାଭ ମିଳିଥାଏ? ଜାଣନ୍ତୁ

ଆମ ଜୀବନର ଶୁଭ ଅଶୁଭ ଏବଂ ଭବିଷ୍ୟତ କଥା ବାସ୍ତୁଶାସ୍ତ୍ର ଅନୁସାରେ ଜାଣିଥାଉ। ଆମ ହିନ୍ଦୁ ପରମ୍ପରାରେ ବାସ୍ତୁଶାସ୍ତ୍ରର ମାନ୍ୟତା ରହିଛି। ବାସ୍ତୁବିତ୍ ପଣ୍ଡିତଙ୍କ କହିବା ଅନୁସାରେ ବାସ୍ତୁଶାସ୍ତ୍ରରେ ହାତୀର ବିଶେଷ ମହତ୍ତ୍ବ ରହିଛି। ପୁରାତନ ଯୁଗରେ ରାଜାମହାରାଜାମାନେ ଏହି ନିୟମ ମାନି ନିଜ ଦରବାରରେ ଓ ରାଜଉଆସରେ ଚାନ୍ଦି ଓ ସୁନାର ହାତୀ ପ୍ରତିମୂର୍ତ୍ତି ନିର୍ମାଣ କରୁଥିଲେ।

ଆସନ୍ତୁ ଜାଣିବା ଚାନ୍ଦି ହାତୀର ମହତ୍ଵ ସମ୍ପର୍କରେ-

  • ଘ‌‌ରେ କିମ୍ବା ନିଜ କାର୍ୟ୍ୟାଳୟରେ ଚାନ୍ଦି ହାତୀ ରଖିଲେ, ମା’ ଲକ୍ଷ୍ମୀଙ୍କର କୃପା ଅନୁଭୂତ ହୋଇଥାଏ।
  • ଟଙ୍କା-ପଇସାର ଅଭାବ ଉପୁଜୁଥିଲେ ଚାନ୍ଦିର ହାତୀକୁ ଲାଲ କପଡ଼ାରେ ବାନ୍ଧି ଆଲମାରିରେ ରଖିବା ଉଚିତ। କିଛିଦିନ ମଧ୍ୟରେ ଏହାର ଉତ୍ତମ ଫଳ ନିଜେ ଜାଣିପାରିବେ।
  •  ସ୍ଵାମୀ -ସ୍ତ୍ରୀଙ୍କର କଳିଝଗଡ଼ା ହେଉଥିଲେ ଶୟନକକ୍ଷର ଉତ୍ତର ଦିଗରେ ଚାନ୍ଦିର ହାତୀ ରଖିବା ଉଚିତ।
  • ଘରେ ରୀତିମତ କଳିଝଗଡ଼ା ହେଉଥିଲେ କିମ୍ବା ଅକାରଣରେ ଅଶାନ୍ତି ହେଉଥିଲେ, ଚାନ୍ଦିର ହାତୀ ରଖିବା ଖୁବ୍ ଲାଭକରୀ ହୋଇଥାଏ। ଘର ପରିବେଶରୁ ନକାରାତ୍ମକ ଶକ୍ତି ଦୂର କରିବାରେ ଏହି ଚାନ୍ଦିର ହାତୀ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଏ।
  • ଉତ୍ତର ଦିଗରେ ଏହି ହାତୀ ରଖିବା ଖୁବ୍ ଲାଭପ୍ରଦ ହୋଇଥାଏ।

ପଢନ୍ତୁ;ଦବଙ୍ଗ ଖାନଙ୍କ ସହ ପୁଣି ରୋମାନ୍ସ କରିବେ ଏହି ଅଭିନେତ୍ରୀ !

Related posts

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଉପାୟ ଅବଲମ୍ବନ କଲେ ପୁଅ ଝିଅଙ୍କ ବାହାଘର ଶୀଘ୍ର ହୋଇଥାଏ ଜାଣନ୍ତୁ ?

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ଭଗବାନଙ୍କୁ ଆଳତୀ କରିବା ବେଳେ ତାଳି କ’ଣ ପାଇଁ ବଜାଯାଏ ଜାଣନ୍ତୁ ?

ENO Beuro

ଶୋଇଲା ବେଳେ ବାସ୍ତୁଦୋଷ ଦୂର କରନ୍ତୁ ଓ ଧନ, ମାନ, ଯଶର ଅଧିକାରୀ ହୁଅନ୍ତୁ

ENO Beuro

1 comment

Leave a Comment