LIFESTYLE

କେବଳ ଠାକୁରଙ୍କ ପୂଜାରେ ନୁହେଁ ଶରୀରର ବିଭିନ୍ନ ସମସ୍ୟା ପାଇଁ ଲାଭଦାୟକ ହୋଇଥାଏ ଏହି ଫୁଲ ! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

ବିଭିନ୍ୟ ଫୁଲର ସୌନ୍ଦର୍ଯ୍ୟ ରହିବା ସହ ଔଷଧିୟ ଗୁଣ ମଧ୍ୟ ରହିଥାଏ। ଏପରି କିଛି ଫୁଲ ରହିଛି ଯାହା ଭଗବାନଙ୍କ ପୂଜାରେ ଲାଗିବା ସହ ଶରୀରର ବିଭିନ୍ନ ସମସ୍ୟା ପାଇଁ ମଧ୍ୟ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ସେହିଭଳି ଭଳି ଫୁଲ ହେଉଛି ମନ୍ଦାର ଫୁଲ । ମନ୍ଦାର ପୁଲକୁ ଆମେ ପୂଜା କାମରେ ଲଗାଇଥାଉ ତା ପରେ ମଉଳି ଗଲେ ଫୋପାଡି ଦେଇଥାଉ। ମନ୍ଦାରଫୁଲକୁ ଫିଙ୍ଗନ୍ତୁ ନାହିଁ। ଏହିରେ ରହିଛି ଅନେକ ଔଷଧିୟ ଗୁଣ।

ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ପର୍କରେ-

  • ମନ୍ଦାର ଫୁଲକୁ ଔଷଧ ପ୍ରସ୍ତୁତି ସମୟରେ ବ୍ୟବହାର କରାଯାଏ।
  • ଏହା ଉଛରକ୍ତଚାପ, ମଧୁମେହ ଓଗଳାରେ ହେଉଥିବା ସମସ୍ତ ସଂକ୍ରାମଣ ପାଇଁ ଔଷଧ ରୂପେ କାର୍ଯ୍ୟ କରିଥାଏ।
  • ଏହାର ପୌଷ୍ଟିକ ତୱ ଶ୍ୱାସଜନିତ କଷ୍ଟକୁ ଦୂର କରିଥାଏ । କଫ ଦୂର କରିବା ପାଇଁ ଏହା ସହାୟକ ହୋଇଥାଏ।
  • ନାଲି ରଙ୍ଗର ମନ୍ଦାର ଫୁଲରେ ଭିଟାମିନ୍ ସି ଏବଂ ବହୁ ମାତ୍ରାରେ ଆଇରନ୍ ରହିଥାଏ । ଯାହା ମୁଣ୍ଡରେ ଥିବା ରୁପିକୁ ନଷ୍ଟ କରିଦେଇଥାଏ । ଏହାସହ କେଶରେ ଏବେ ନୂଆ ଚମକ ସୁଷ୍ଟି କରିଥାଏ।
  • ଏହି ଫୁଲର ପତ୍ର ମେହେନ୍ଦୀରେ ମିଶାଇ ବାଟି କେଶରେ ଲଗାଇବା ଦ୍ୱାରା ଚୁଟି ନରମ ହୋଇଥାଏ।
  • ଅଁଳା ପାଉଡର ଏବଂ ମନ୍ଦାର ଫୁଲର ପତ୍ରକୁ ପାଣିରେ ଭିଜାଇ ଦିଅନ୍ତି । ଏହା ପରେ ପରଦିନ ଭଲଭାବେ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ । ଏହାକୁ କେଶର ମୂଳରେ ଲଗାନ୍ତୁ।

ପଢନ୍ତୁ;

ପାଟିରେ ଘା’କୁ ନେଇ ଚିନ୍ତିତ ଅଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର ,ଦୂରହେବ ଆପଣଙ୍କ ସମସ୍ୟା

Related posts

କେବଳ ସୁନ୍ଦରତା ନୁହେଁ ମୋଟାପଣକୁ ମଧ୍ୟ କମ କରିଥାଏ ଘି କୁଆଁରୀ! ଆସନ୍ତୁ ଜାଣିବା ଏହା ସମ୍ପର୍କରେ

ENO Beuro

ତେଜପତ୍ର ର ଅବିଶ୍ଵାସନୀୟ ଔଷଧୀୟ ଗୁଣ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ENO Beuro

ଆପଣ ପିଆଜ ଚା’ ପିଇଛନ୍ତି କି ? ଜାଣନ୍ତୁ ଏହି ଚା’ର ଉପକାରୀ ଗୁଣ ସମ୍ପର୍କରେ

ENO Beuro

1 comment

Leave a Comment