• Home
  • LIFESTYLE
  • ଓଜନ ବୃଦ୍ଧି କରିବାରେ ନିୟନ୍ତ୍ରଣ କରିଥାଏ ଏହି ପାନୀୟ ! ଜାଣନ୍ତୁ ସେ ସମ୍ପର୍କରେ
LIFESTYLE

ଓଜନ ବୃଦ୍ଧି କରିବାରେ ନିୟନ୍ତ୍ରଣ କରିଥାଏ ଏହି ପାନୀୟ ! ଜାଣନ୍ତୁ ସେ ସମ୍ପର୍କରେ

ଅନେକଲୋକ ଅଛନ୍ତି ବିଳମ୍ବରେ ରାତ୍ରି ଭୋଜନ କରିଥାନ୍ତି। ସମସ୍ତେ ଜାଣନ୍ତି ବିଳମ୍ବରେ ରାତ୍ରି ଭୋଜନ କରିବା  ଦ୍ଵାରା ଏହା ଶରୀରଉପରେ କୁପ୍ରଭାବ ପକାଇଥାଏ। ଠିକ ସମୟରେ ଭୋଜନ ଗ୍ରହଣ କରିବାଦ୍ଵାରା ଶରୀର ନିରୋଗ ରହିଥାଏ। କିଛି ଲୋକଙ୍କ ଧାରଣା ରହିଥାଏ ଯେ ଭୋଜନ କରିବା ପରେ ସଙ୍ଗେ ସଙ୍ଗେ ଶୋଇଲେ ଓଜନ ବଢ଼ିଯାଇଥାଏ କିନ୍ତୁ ଏମିତି କିଛି ପାନୀୟ ଅଛି ଯାହାକୁ ଶୋଇବା ପୂର୍ବରୁ ପିଇଲେ,ଓଜନ ବୃଦ୍ଧି ପାଇବ ନାହିଁ।

ଆସନ୍ତୁ ଜାଣିବା ସେ ସମ୍ପର୍କରେ

  • ଶୋଇବା ପୂର୍ବରୁ ଏକ ଗ୍ଲାସ୍‌ ମୌସୁମୀର ଜୁସ୍‌ ପିଇଲେ ମଧ୍ୟ ଭଲ ନିଦ ହୋଇଥାଏ। ଏହା ଶରୀରର ଓଜନ କମ୍‌ କରିବାରେ ସହାୟକ ହୋଇଥାଏ।
  • ଖାଲି ସେତିକି ନୁହେଁ ମୌସୁମୀ ଜୁସ୍‌ ପିଇଲେ ରକ୍ତ ସଞ୍ଚାଳନ ମଧ୍ୟ ନିୟନ୍ତ୍ରିତ ହୋଇଥାଏ।
  • ଏହାକୁ ନିୟମିତ ସେବନକଲେ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ। ତେବେ ରାତିରେ କ୍ଷୀର ସହିତ ବା ସେହିଭଳି ଜିନିଷ ସହିତ ମୌସୁମୀ ଜୁସ୍‌ ପିଇବା ଅନୁଚିତ।
  • ଏଥିରେ ଭିଟାମିନ୍‌ ସି ଓ ପୋଟାସିଅମ୍‌ ପ୍ରଚୁର ମାତ୍ରାରେ ଥିବା ହେତୁ ଏହା ତ୍ୱଚା ପାଇଁ ମଧ୍ୟ ଲାଭପ୍ରଦ ବୋଲି କୁହାଯାଏ।

ଓଜନ ବୃଦ୍ଧି କରିବାରେ ନିୟନ୍ତ୍ରଣ କରିଥାଏ ଏହି ପାନୀୟ ! ଜାଣନ୍ତୁ ସେ ସମ୍ପର୍କରେ juice 2

ପଢନ୍ତୁ;

ହଳଦୀଯୁକ୍ତ ପାଣି ପିଇବାଦ୍ଵାରା ଦୂର ହୋଇଥାଏ ଶରୀରର ବିଭିନ୍ନ ପ୍ରକାର ସମସ୍ୟା! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

Related posts

ଉଷୁମ ପାଣିରେ ଗାଧୋଇଲେ ଶରୀରକୁ କି କି ଫାଇଦା ମିଳେ ଆସନ୍ତୁ ଜାଣିବା

Krishna Kumar Manoj

ନୌକାଶନ ଯୋଗ ଶରୀରକୁ ସୁସ୍ଥ ରଖିବା ସହ ପେଟର ଅଧିକ ଚର୍ବି କମାଇଥାଏ

Krishna Kumar Manoj

ଯାଣନ୍ତୁ , କଠିନ ସମୟରେ ମଧ୍ୟ ଖୁସିରେ ରହିବାର ୧୦ଟି ଅକାଟ୍ୟ ଉପାୟ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More