LIFESTYLE

ମେହେନ୍ଦୀ ହାତର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ଶରୀର ପାଇଁ ମଧ୍ୟ ଉପକାରୀ ! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

ମେହେନ୍ଦୀ ଆମର ଦୈନନ୍ଦିନ ଜୀବନରେ ଏକ କାମରେ ଲାଗୁଥିବା ଏକ ସାମଗ୍ରୀ। ବିଶେଷ କରି କୌଣସି ପାରିବାରିକ ଉତ୍ସବ ଆସିଲେ ଝିଅ ଓ ମହିଳାମାନେ ନିଜ ହାତରେ ମେହେନ୍ଦୀ ଲଗାଇ ଥାଆନ୍ତି । ତା’ଛଡା କେଶର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ବି ମେହେନ୍ଦୀର ପ୍ରୟୋଗ କରା ଯାଇଥାଏ । ତେବେ ମେହେନ୍ଦୀ ଶରୀର ପାଇଁ ବହୁତ ଲାଭଦାୟକ ଅଟେ ।

ଆସନ୍ତୁ ଜାଣିବା ମେହେନ୍ଦୀର ଉପକାରିତା ସମ୍ପର୍କରେ-

  1. ମେହେନ୍ଦିର ପତ୍ର ଉଚ୍ଚ ରକ୍ତ ଚାପକୁ କମ୍ କରିବାରେ ସହାୟକ ହୋଇଥାଏ । ମେହେନ୍ଦୀ ପତ୍ରକୁ ବାଟି ନିଜ ହାତର ପାପୁଲିରେ ଲଗାଇଲେ ଉଚ୍ଚ ରକ୍ତଚାପ ଜନିତ ସମସ୍ୟାରୁ ରକ୍ଷା ପାଇପାରିବେ।
  2. ମେହେନ୍ଦୀ ଗଣ୍ଠିରେ ହେଉଥିବା କଷ୍ଟକୁ ମଧ୍ୟ ଲାଘବ କରିଥାଏ । ଆପଣ ମେହେନ୍ଦୀ ପତ୍ରକୁ ବାଟି ତାହାକୁ ଯନ୍ତ୍ରଣାର ହେଉଥିବା ଜାଗାରେ ଲଗାନ୍ତୁ । ସାଧାରଣ ଉଷୁମ ପ୍ରଲେପ ଦେଲେ ଶୀଘ୍ର ଆରାମ ମିଳିଥାଏ।
  3. ଆପଣଙ୍କର ଯଦି  ତ୍ୱଚା ଜନିତ କୌଣସି ରୋଗରେ  ରହିଛି  , ତେବେ ମେହେନ୍ଦୀ ଆପଣଙ୍କ ପାଇଁ ଲାଭପ୍ରଦ ହୋଇପାରେ । ଆପଣ ମେହେନ୍ଦୀ ଗଛର ଛାଲକୁ କୁଟି ଗୁଣ୍ଡ କରି ରଖନ୍ତୁ । ଏହାକୁ ଜଳରେ ମିଶାଇ ନିୟମିତ ଭାବେ ଏକ ମାସ ଯାଏଁ ପାନ କରନ୍ତୁ । ମନେ ରଖନ୍ତୁ ଏହାକୁ ସେବନ କରିବା ସମୟରେ ମାସକ ପର୍ଯ୍ୟନ୍ତ ଦେହରେ ସାବୁନ ଲଗାଇବେ ନାହିଁ । ତା’ନହେଲେ ଏହାର କୌଣସି ଲାଭ ମିଳିବ ନାହିଁ ।

ମେହେନ୍ଦୀ ହାତର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ଶରୀର ପାଇଁ ମଧ୍ୟ ଉପକାରୀ ! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ kehendi

ପଢନ୍ତୁ;

୧୩ ବର୍ଷ ପରେ ‘ପ୍ରେମୀ ନଂ ୧’ ପୁଣି ଫେରିଛି ରୂପେଲି ପରଦାକୁ

Related posts

ଏହି ୫ଟି କଥାରୁ ଜାଣନ୍ତୁ ଜୀବନସାଥୀ ଆପଣଙ୍କ ପ୍ରତି କେତେ ସିରିୟସ ?

ENO Beuro

ରାତି ଅନିଦ୍ରା ରହିଲେ କ’ଣ ହୁଏ ଏବୋଂ ଏହାର ନିରାକାର ପାଇଁ କ’ଣ କରିବେ ଜାଣନ୍ତୁ

ENO Beuro

କମ୍ ବୟସରୁ ବାହାରି ପଡୁଥିବା ପେଟକୁ ନେଇ ଚିନ୍ତିତ ଅଛନ୍ତି କି ?ତେବେ ଆସନ୍ତୁ ଜାଣିବା ଏହାକୁ କିପରି ନିୟନ୍ତ୍ରଣ କରିବା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More