LIFESTYLE

ସ୍ତନକର୍କଟ, ମଳାଶୟକର୍କଟ ଏବଂ ମୁଖକର୍କଟରୁ ରକ୍ଷାକରିଥାଏ ପିଆଜ! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

ପିଆଜ ଶରୀର ପାଇଁ ବହୁତ ଲାଭଦାୟକ। ଏହା କହିବା ଦ୍ୱାରା ଆମର ଦୂଷିତ ରକ୍ତକୁ ପରିସ୍କାର କରିଥାଏ। ପିଆଜରେ ଅନେକ ପ୍ରକାର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ଥାଏ। ଏଥିରେ ପୋଟାସିୟମ, ଆଇରନ ,ସୋଡିୟମ ଓ ଫାଇବର ଇତ୍ୟାଦି ଗୁଣ ବହୂ ପରିମାଣରେ ମହଜୁଦ ଥାଏ । କଞ୍ଚା ପିଆଜରେ ଅଧିକ ପରିମାଣର ସଲଫର ଥିବାରୁ ଏହା ସ୍ୱାସ୍ଥ୍ୟ ପକ୍ଷେ ହିତକର।

ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ପର୍କରେ-

ସ୍ତନକର୍କଟ, ମଳାଶୟକର୍କଟ ଏବଂ ମୁଖକର୍କଟରୁ ରକ୍ଷାକରିଥାଏ ପିଆଜ! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ ସ୍ତନକର୍କଟ, ମଳାଶୟକର୍କଟ ଏବଂ ମୁଖକର୍କଟରୁ ରକ୍ଷାକରିଥାଏ ପିଆଜ! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ onion 2

ଯଦି ଆପଣଙ୍କ କେଶ ଝଡିବାପରି ସମସ୍ୟା ଥାଏ ତ ପିଆଜ ଅତି ଲାଭକାରୀ ଅଟେ। ପିଆଜ କୁ ଛେଚି ତାର ରସ ମୁଣ୍ଡରେ ଲଗାଇବା ଦ୍ୱାରା ବାଳ ଝଡିବା ବନ୍ଦ ହେଇଯାଏ ଓ ବାଳ ମଜବୁତ ରୁହେ।

ପିଆଜ ପ୍ରତିଦିନ ଖାଇବା ଦ୍ୱାରା ବ୍ଲଡ୍‌ ସୁଗର୍‌ ଲେବଲ୍‌ କଣ୍ଟ୍ରୋଲ୍‌ କରିଥାଏ।

ପିଆଜ ଓ ହଳଦୀ ଏକାଠି ମିଶାଇ ସେବନ କଲେ କର୍କଟ ରୋଗ ହେବାର ଆଶଙ୍କା କମିଯାଏ। ସ୍ତନକର୍କଟ, ମଳାଶୟକର୍କଟ , ମୁଖକର୍କଟରୁ ରକ୍ଷାକରିଥାଏ ପିଆଜ । ପିଆଜରେ ଥିବା ଖାସ ଗୁଣ କର୍କଟର ପ୍ରଭାବକୁ ଶରୀରରୁ ବାହାର କରିବାରେ ସାହାଯ୍ୟ କରିଥାଏ। ଆପଣ ଯଦି କର୍କଟ ପରି ଦୁରାରୋଗ୍ୟ ରୋଗରୁ ରକ୍ଷା ପାଇବା ପାଇଁ ଚାହୁଛନ୍ତି ନିୟମିତ ରୁପେ କିଛି କିଛି ପିଆଜ ଖାଇବା ଜରୁରୀ।

ଶ୍ୱାସ ରୋଗର ଚିକିତ୍ସାରେ ପିଆଜ ଶ୍ୱାସରୋଗ ପାଇଁ ପିଆଜ ବହୁତ ଉପକାରୀ। ପିଆଜରେ ବହୁଳ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଥିବାରୁ ଏହା ଶରୀରରେ ହେଉଥିବା ଏଲର୍ଜିରୁ ରକ୍ଷାକରିଥାଏ। ଶ୍ୱାସରୋଗର ଉପଶମ ପାଇଁ ପିଆଜକୁ ଔଷଧ ରୂପେ ବ୍ୟବହାର କରାଯାଏ।

ସ୍ତନକର୍କଟ, ମଳାଶୟକର୍କଟ ଏବଂ ମୁଖକର୍କଟରୁ ରକ୍ଷାକରିଥାଏ ପିଆଜ! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ ସ୍ତନକର୍କଟ, ମଳାଶୟକର୍କଟ ଏବଂ ମୁଖକର୍କଟରୁ ରକ୍ଷାକରିଥାଏ ପିଆଜ! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ onion 1

ପଢନ୍ତୁ; ଖରାଦିନେ ଲିଚୁ ଖାଇବା ସ୍ୱାସ୍ଥ୍ୟପ୍ରତି ହିତକର ! ଜାଣନ୍ତୁ ଏହାର ଉପକାରିତା

Related posts

ନଖକୁ ସୁନ୍ଦର ଓ ଆକର୍ଷଣୀୟ କରିବାର କିଛି ଘରୋଇ ଓ ସହଜ ଉପାୟ ଜାଣନ୍ତୁ

ENO Beuro

ସିଗାରେଟ ପିଇବା ଯୋଗୁଁ ଓଠ କଳା ପଡିଯାଏ,ଆସନ୍ତୁ ଜାଣିବା କିଛି ଟିପ୍ସ

ENO Beuro

ବଦଳୁଥିବା ଋତୁ ସହିତ ନିଜକୁ ମଧ୍ୟ ବଦଳାନ୍ତୁ, ଏହି ଦିଗଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More