LIFESTYLE

ଅନେକ ଔଷଧୀୟ ଗୁଣରେ ଭରପୁର ରହିଥାଏ “ବାଦାମ” , ଜାଣନ୍ତୁ ଏହାକୁ ଖାଇଲେ କି ଲାଭ ମିଳିଥାଏ

କେତେକ ଲୋକଙ୍କୁ ବାଦାମ ଖାଇବାକୁ ଭଲ ଲାଗେ ଆଉ କେତେକ ଲୋକଙ୍କୁ ଭଲ ଲାଗେନାହିଁ  । ଖାସ୍ କରି ଖାଲି ସମୟ ହେଉ ବା ଏକାଠି ବସିଥିବା ସାଙ୍ଗ ସାଥୀ ମେଳ ହେଉ । ଏହି ସମୟରେ ବାଦମ ଖାଇବାର ଅଲଗା ମଜା ଥାଏ । ଶୀତ ଦିନେ ସବୁଠାରୁ ଭଲ ଟାଇମ ପାସ୍ ହେଉଛି ବାଦାମ । ତେବେ କେବଳ ଖାଇବାକୁ ସ୍ୱାଦିଷ୍ଟ ନୁହେଁ ଅନେକ ଔଷଧୀୟ ଗୁଣରେ ଭରପୁର ବାଦମ । ବାଦାମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ । ଏଥିରେ ଓମେଗା ୩ ଏବଂ ପ୍ରୋଟିନ୍ ଭଳି ପୋଷକ ତତ୍ୱ ଭରପୁର ମାତ୍ରାରେ ଥାଏ ।

ଅନେକ ଔଷଧୀୟ ଗୁଣରେ ଭରପୁର ରହିଥାଏ “ବାଦାମ” , ଜାଣନ୍ତୁ ଏହାକୁ ଖାଇଲେ କି ଲାଭ ମିଳିଥାଏ peanuts

ଏବେ ନିମ୍ନରେ ଜାଣନ୍ତୁ ବାଦାମ ଖାଇଲେ କି ଲାଭ ମିଳିଥାଏ-

  • ବାଦାମରେ ତେଲ ଅଂଶ ଥାଏ । ତେଣୁ ଏହା ପେଟ ରୋଗରୁ ମୁକ୍ତିି ଦେଇଥାଏ । ପ୍ରତିଦିନ ବାଦାମ ଖାଇଲେ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବା ସହ ଗ୍ୟାସ୍ ଏବଂ ଏସିଡିଟି ମଧ୍ୟ ହୋଇନଥାଏ ।
  • କାଶ ହେଉଥିଲେ ବାଦାମ ଖାଇଲେ ଆରାମ ମିଳିଥାଏ । ଏହା ସହ ପାଚନ ଶକ୍ତି ବଢିବା ସହ ଭୋକ ନଲାଗିବା ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।
  • କୋଲେଷ୍ଟ୍ରଲ୍ ମାତ୍ରାକୁ ନିୟନ୍ତ୍ରିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବାଦାମ ।
  • ତ୍ୱଚା ପାଇଁ ବେଶ୍ ଲାଭଦାୟକ ବାଦାମ ।ଏଥିରେ କ୍ୟାଲସିୟମ୍ ଏବଂ ଭିଟାମିନ୍ ଡି ଅଧିକ ମାତ୍ରାରେ ଥାଏ । ତେଣୁ ଏହାକୁ ଖାଇଲେ ହାଡ ମଜଭୂତ ହୋଇଥାଏ।

ଅନେକ ଔଷଧୀୟ ଗୁଣରେ ଭରପୁର ରହିଥାଏ “ବାଦାମ” , ଜାଣନ୍ତୁ ଏହାକୁ ଖାଇଲେ କି ଲାଭ ମିଳିଥାଏ peanuts 1

ପଢନ୍ତୁ ;

ଆମ୍ବପତ୍ର ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ! ଜାଣନ୍ତୁ ଏହାର ଉପକାରୀତା ସମ୍ବନ୍ଧରେ

Related posts

ଅଙ୍ଗୁର ରସ ନିୟମିତ ସେବନ କରିବାରେ କେତେକ ସମସ୍ୟାରୁ ମିଳିଥାଏ ମୁକ୍ତି ! ଜାଣନ୍ତୁ ସେ ସମ୍ପର୍କରେ

ENO Beuro

ସୁନ୍ଦର ତ୍ୱଚା ଓ କେଶ ପାଇଁ ଅଦା ବେଶ ଉପଯୋଗୀ,ଆସନ୍ତୁ ଜାଣିବା ଅଦାର ଉପକାରିତା

ENO Beuro

ଏକାସଙ୍ଗରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ ! ନଚେତ ପଡ଼ିପାରନ୍ତି ଅସୁବିଧାରେ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More