LIFESTYLE

ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ ପୁଦିନା ପତ୍ର! ଜାଣନ୍ତୁ ଏହାର ଔଷଧୀୟ ଗୁଣ ସମ୍ପର୍କରେ

ସାଧାରଣତଃ ଆମେ ପୁଦିନା ପତ୍ରକୁ ଚଟଣି କରି ଖାଇଥାଉ। ଏହା ପାଟିକୁ ସୁଆଦିଆ ଲାଗିଥାଏ ,ତା ସହ ଶରୀର ସୁସ୍ଥ ମଧ୍ୟ ଲାଗିଥାଏ। ପୁଦିନା ପତ୍ରରେ ଔଷଧୀୟ ଗୁଣ ଭରପୁର ରହିଥାଏ।

ତେବେ ଆସନ୍ତୁ ଜାଣିବା ଏହାର ଔଷଧୀୟ ଗୁଣ ସମ୍ପର୍କରେ-

  • ଖାଦ୍ୟ ହଜମ କରିବାରେ ଏହା ଏକ ଉତମ ସାହାଯ୍ୟ କରିଥାଏ। ଏହାକୁ ଖାଦ୍ୟରେ ବ୍ୟବହାର କରନ୍ତୁ ବା ଖାଇବା ପରେ ୨ ଓ ୩ଟି ପତ୍ରକୁ ଚୋବାଇ ଖାଇଲେ ହଜମ ହୋଇଥାଏ।
  • ଯଦି ପାଟିରୁ ଦୁଗର୍ନ୍ଧ ବାହାରୁଥାଏ, ତେବେ ପୁଦିନା ଔଷଧ ଭଳି କାମ ଦେଇଥାଏ। ଖାଲିପେଟରେ ସକାଳୁ ୮- ୧୦ଟି ପୁଦିନା ପତ୍ର ଚୋବାଇ ଖାଇଲେ ପାଟି ଦୁର୍ଗନ୍ଧରୁ ଉପଶମ ଦେଇଥାଏ।
  • ବାନ୍ତି ହେଉଥିଲେ ଅଧ କପ ପୁଦିନା ରସ ପିଇଲେ ସେଥିରୁ ଆରାମ ମିଳିଥାଏ।
  • ପ୍ରତିଦିନ ସକାଳୁ ଖାଲିପେଟରେ ଅଳ୍ପ ପୁଦିନା ପତ୍ରକୁ ବାଟି ସେଥିରେ ଭଜାଜିରା, ଲେମ୍ବୁରସ ଓ ଲୁଣ ମିଶାଇ ଏକ ଗ୍ଲାସ୍ ପାଣିରେ ମିଶାଇ ପିଇଲେ ପେଟ ଯନ୍ତ୍ରଣା , ବଦହଜମୀ , ଅମ୍ବିକା ହାକୁଟି ଏବଂ କୋଷ୍ଠ କାଠିନ୍ୟ ଜନିତ ଯନ୍ତ୍ରଣାରୁ ଉପଶମ ମିଳିଥାଏ।
  • ଯଦି ହାକୁଟି ବନ୍ଦ ହେଉ ନଥାଏ , ତେବେ ୧୦- ୧୫ଟି ପୁଦିନା ପତ୍ରକୁ ଚୋବାଇବ। ଦେଖିବେ କିଛି ସମୟ ପରେ ଏହା ବନ୍ଦ ହୋଇଯିବ।
  • ପେଟଯନ୍ତ୍ରଣା ଭୋଗୁଥିଲେ ଜିରା, ଗୋଲମରିଚ ଓ ହେଙ୍ଗୁ ସହ ପୁଦିନାକୁ ବାଟି ପିଇଲେ ଆରାମ ମିଳେ।
  • ତାଜା ପୁଦିନା ପତ୍ରକୁ ବାଟି ମୁହଁ ଓଶରୀରରେ ଲଗାଇଲେ ଜଳାପୋଡାରୁ ରକ୍ଷା ମିଳିଥାଏ।

ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ ପୁଦିନା ପତ୍ର! ଜାଣନ୍ତୁ ଏହାର ଔଷଧୀୟ ଗୁଣ ସମ୍ପର୍କରେ pudinaa

ପଢନ୍ତୁ; ଆସନ୍ତୁ ଜାଣିବା କେଉଁ କେଉଁ କାମ କରିବା ପୂର୍ବରୁ ଗୋଡ ଧୋଇବା ଉଚିତ!

Related posts

ସିଗାରେଟ ପିଇବା ଯୋଗୁଁ ଓଠ କଳା ପଡିଯାଏ,ଆସନ୍ତୁ ଜାଣିବା କିଛି ଟିପ୍ସ

ENO Beuro

ଖରାଦିନେ ବେଲପଣା ପିଇବା ଦ୍ଵାରା କି କି ଲାଭ ମିଳିଥାଏ ଜାଣନ୍ତୁ ?

ENO Beuro

ହୃଦଘାତ ଆସିବା ପୂର୍ବର ଜାଣନ୍ତୁ ଏହାର ଲକ୍ଷଣ କ’ଣ ?

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More