• Home
  • ASTRO
  • VASTU
  • ସମ୍ପୂର୍ଣ ହନୁମାନ ଚାଳିଶାର ପଠନ କରିବା ଦ୍ଵାରା ଦୂର ହୋଇଯିବ ଆପଣଙ୍କର ଏହି ସବୁ ସମସ୍ୟା ! ଆସନ୍ତୁ ଜାଣିବା
VASTU

ସମ୍ପୂର୍ଣ ହନୁମାନ ଚାଳିଶାର ପଠନ କରିବା ଦ୍ଵାରା ଦୂର ହୋଇଯିବ ଆପଣଙ୍କର ଏହି ସବୁ ସମସ୍ୟା ! ଆସନ୍ତୁ ଜାଣିବା

ହିନ୍ଦୁ ଧର୍ମରେ ଯଦି କେହି ଜୀବିତ ଓ ଶକ୍ତିଶାଳୀ ଦେବତା ରୂପେ ଆମେ ଜାଣିଥାଉ ତ ସେ ହେଉଛନ୍ତି  ପ୍ରଭୁ ହନୁମାନ।  ହନୁମାନଙ୍କର କୃପା ଯେଉଁ ଘରେ ପଡିଥାଏ ତ ତାଙ୍କର କେହି ବି କିଛି କ୍ଷତି କରିପାରିନଥାନ୍ତି । ଦଶ ଦିଗ ଓ ଚତୁର ପାର୍ଶ୍ଵରେ ତାଙ୍କର ଖ୍ୟାତି ରହିଛି ।

ଜାଣନ୍ତୁ ହନୁମାନଚାଳିଶା ପଢିବା ଦ୍ଵାରା କେଉଁ ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ –

  1. ଭୁତ-ପିଶାଚ
    ହନୁମାନଙ୍କର ନାମ ଶୁଣିବା ମାତ୍ରେ ଭୁତ ପିଶାଚ ସବୁ ସେହି ସ୍ଥାନ ପରିତ୍ୟାଗ କରିଥାନ୍ତି । ମାନ୍ୟତା ରହିଛି କି ଯଦି ଆପଣ କୌଣସି ଭୁତ କିମ୍ବା ପିଶାଚଙ୍କ ସମୁଖରେ ସମ୍ପୂର୍ଣ ହନୁମାନ ଚାଳିଶର ପଠନ କରନ୍ତି ତେବେ ଆପଣ ସେ ସମସ୍ୟାରୁ ଉଦ୍ଧାର ପାଇପାରିବେ।
  2. ଶନି ଓ ଗ୍ରହ ସମ୍ବନ୍ଧିତ ପୀଡା
    ଯଦି ଆପଣଙ୍କ ଉପରେ ଶନି କିମ୍ବା ଅନ୍ୟ କିଛି ଗ୍ରହ ସମ୍ବନ୍ଧିତ କୌଣସି ପୀଡା ଥାଏ ,ତେବେ ଆପଣ ଯଦି ହନୁମାନଙ୍କୁ ସ୍ମରଣ କଲେ ସବୁ ସମସ୍ୟାରୁ ମୁକ୍ତି ପାଇଥାନ୍ତି ।  ଏଥିପାଁଇ ମଙ୍ଗଳବାର ଦିନ ହନୁମାନଙ୍କ ମନ୍ଦିରକୁ ଯାଇ ସୁଂଦରାକାଣ୍ଡ ପାଠ କରିଥାନ୍ତି।
  3. ସବୁ ରୋଗରୁ ମୁକ୍ତି ମିଳିଥାଏ
    ହନୁମାନଙ୍କର ପୂଜା କରିବା ଦ୍ଵାରା  ଆପଣ ଅନେକ ରୋଗରୁ ମଧ୍ୟ ମୁକ୍ତି ପାଇପାରିବେ। ଯଦି ଆପଣଙ୍କ ଶରୀରରେ ପୀଡା ରହିଥାଏ ତ ଆପଣ ହନୁମାନ ଭାବୁକଙ୍କର ପାଠ କରନ୍ତୁ।
  4. କରଜରୁ ମୁକ୍ତି
    ଧନ ସମ୍ବନ୍ଧିତ ଯଦି ଆପଣଙ୍କର କିଛି ସମସ୍ୟା ରହିଥାଏ ତେବେ ନିୟମିତ ହନୁମାନଙ୍କର ଚାଳିଶା ପାଠ କରନ୍ତୁ ଦେଖିବେ ମୁକ୍ତି ପାଇବେ।
  5. ମାଙ୍ଗଳିକ ଦୋଷ
    ହନୁମାନଙ୍କର ଭକ୍ତି ଓ ପୂଜା କରିବା ଦ୍ୱାରା ଆପଣଙ୍କର ସବୁ ମାଙ୍ଗଳିକ ଦଶା ଦୂର ହେଇଥାଏ। ଯଦି କେଉଁ ବ୍ୟକ୍ତିଙ୍କର କୁଣ୍ଡଳୀରେ ମାଙ୍ଗଳିକ ଦୋଷ ରହିଥାଏ ତେବେ ଆପଣ ହନୁମାନଙ୍କର ପୂଜା କରିବା ନିହାତି ଜରୁରୀ ଅଟେ।ହନୁମାନଙ୍କ ଭକ୍ତି କରିବା ଦ୍ୱାରା ଆପଣ ସବୁ ପ୍ରକାରର ଦୁଃଖ କଷ୍ଟରୁ ମଧ୍ୟ ମୁକ୍ତି ପାଇପାରିବେ। ତେଣୁ ଆପଣ ଏଥିପାଇ ନିୟମିତ ହନୁମାନ ଚାଳିଶର ପଠନ କରନ୍ତୁ।

ସମ୍ପୂର୍ଣ ହନୁମାନ ଚାଳିଶାର ପଠନ କରିବା ଦ୍ଵାରା ଦୂର ହୋଇଯିବ ଆପଣଙ୍କର ଏହି ସବୁ ସମସ୍ୟା ! ଆସନ୍ତୁ ଜାଣିବା hanuman

 

ପଢନ୍ତୁ ;

ତାତିଲାଣି ପଶ୍ଚିମ ଓଡ଼ିଶା ! ଟିଟିଲାଗଡ଼ ଓ ସୋନପୁରରେ ତାତି ଛୁଇଁଲା ୩୫ଂ

Related posts

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଦିନ କେଉଁ କାର୍ଯ୍ୟ କରିବା ଉଚିତ ହୋଇଥାଏ ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

Krishna Kumar Manoj

ବାସ୍ତୁଶାସ୍ତ୍ର ସହ ଘଣ୍ଟାର କି ସମ୍ବନ୍ଧ ରହିଛି? ଆସନ୍ତୁ ଜାଣିବା ସେ ସମ୍ପର୍କରେ

Krishna Kumar Manoj

ବାସ୍ତୁଶାସ୍ତ୍ର ଅନୁସାରେ ରାଶି ଅନୁଯାୟୀ କେଉଁ ରଙ୍ଗର ପୋଷାକ ପିନ୍ଧିଲେ ଶୁଭ ହୁଏ ଜାଣନ୍ତୁ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More