LIFESTYLE

ତ୍ୱଚାକୁ ଉଜ୍ଜ୍ୱଳ ରଖିବାରେ ସହାୟକ ହୋଇଥାଏ ‘ରାଶିତେଲ’,ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

seshma

ଦକ୍ଷିଣ ଭାରତରେ ରାଶିତେଲ ଖାଇବା ତେଲରୂପେ ବହୁଳଭାବେ ବ୍ୟବହାର ହୁଏ । ଏହି ତେଲ ସାବୁନ ତିଆରି ପାଇଁ ମଧ୍ୟ ବ୍ୟବହାର ହୁଏ । ଏହାଛଡା ରାଶିତେଲ ଆୟୁର୍ବେଦିକ ଔଷଧ ପ୍ରସ୍ତୁତି ପାଇଁ ବ୍ୟବହାର ହୋଇଥାଏ । ରାଶିପିଡିଆ ଗୋଖାଦ୍ୟ ରୂପେ ବ୍ୟବହାର କରିଥାନ୍ତି । ଗରିବ ଲୋକମାନେ ରାଶିପିଡିଆରେ ଚିନି ପକାଇ ଖାଦ୍ୟ ରୂପେ ବ୍ୟବହାର କରିଥାନ୍ତି । ଦୁଧିଆଳି ଗାଈମାନଙ୍କୁ ଦୁଧ ଦେବା ପାଇଁ ରାଶି ପିଡିଆ ଦିଆଯାଏ । ଏହା ସାର ରୂପେ ମଧ୍ୟ ବ୍ୟବହାର ହୁଏ ।

ରାଶିତେଲ ଶରୀର ଲାଗି ଅମୃତ ତୁଲ୍ୟ ସାବ୍ୟସ୍ତ ହୋଇଥାଏ। ଆସନ୍ତୁ ଜାଣିବା ଏହି ତେଲର ଉପକାରିତା ସମ୍ପର୍କରେ-

ରାଶିତେଲକୁ ଆଘ୍ରାଣ କଲେ ଥଣ୍ଡା ମଧ୍ୟ ଦୂରେଇ ଯାଏ। ଆରମ ମିଳିଥାଏ । ରାଶି ତେଲରେ ପ୍ରଚୁର ପରିମାଣରେ ଭିଟାମିନ୍‌ ଇ’ ଓ ବି’ ଥିବାରୁ ଏହା ତ୍ୱଚା ପାଇଁ ବେଶ୍‌ ଉପକାରୀ । ଏହା ତ୍ୱଚାକୁ ଉଜ୍ଜ୍ୱଳ ରଖିବାରେ ସହାୟକ ହୁଏ।

ରାଶିତେଲରେ ରୋଗ ପ୍ରତିରୋଧକ ଶକ୍ତି ଓ ଭିଟାମିନ୍‌ ପ୍ରଚୁର ମାତ୍ରାରେ ଅଛି। ରାଶି ତେଲରେ ସୋଡ଼ିୟମ୍‌ର ପରିମାଣ ଅଧିକ ଥିବାରୁ ଏହା ଉଚ୍ଚ ରକ୍ତଚାପ ହ୍ରାସ କରିବାରେ ସହାୟକ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ରହିଛି।

ନୀତିଦିନ ଖାଦ୍ୟରେ ରାଶି ତେଲ ସାମିଲ କଲେ ମାନସିକ ଚାପ କମ୍‌ ହୋଇଥାଏ।

ପଢନ୍ତୁ; ମହିଳା ଦିନିକିଆ ସିରିଜ୍ ଜିତିଲା ଭାରତ

Related posts

ଜାଣନ୍ତୁ ଘରୋଇ ଉପାୟରେ ତିଆରି ଫେସ ପ୍ୟାକ ଆପଣଙ୍କ ତ୍ୱଚା ପାଇଁ କେତେ ଲାଭଦାୟକ

ENO Beuro

ପିଆଜ ପୁରୁଷମାନଙ୍କ ପାଇଁ କେତେ ଉପଯୋଗୀ ଜାଣନ୍ତୁ

ENO Beuro

ଘରେ ତିଆରି କରି ଖାଆନ୍ତୁ ନଡ଼ିଆ ସିଙ୍ଗଡ଼ା! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

Leave a Comment