LIFESTYLE

ତକିଆରେ ମୁଣ୍ଡ ନ ରଖି ଶୋଇବା ଦ୍ଵାରା ମିଳିଥାଏ ଅନେକ ଫାଇଦା ! ଜାଣନ୍ତୁ ଏହି ଫାଇଦା ସମ୍ପର୍କରେ

ଯେତେବେଳେ ଆପଣ ଦିନସାରା ଥାକ ହୋଇ ଘରକୁ ଫେରିଥାନ୍ତି , କିଛି ସମୟ ପାଇଁ ଭଲ ନିଦ ଚାହିଁଥାନ୍ତି। ଯଦି ଆମେ ଆପଣଙ୍କୁ କହିବୁ ଯେ ,ଯେଉଁ ତକିଆରେ ଆପଣ ଶୋଉଛନ୍ତି ତାହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ଅଟେ। ଆପଣ ଜାଣନ୍ତି କି ? ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ଆପଣ ଯଦି ତକିଆରେ ମୁଣ୍ଡ ରଖି ନ ଶୋଇବେ ,ଏହା ଆପଣଙ୍କ ଶରୀର ପାଇଁ ବେଶ ଲାଭଦାୟକ।

ଆସନ୍ତୁ ଜାଣିବା ବୀନା ତକିଆରେ ଶୋଇବା ଦ୍ଵାରା  କଣ ଲାଭ ମିଳିଥାଏ?

  • ତକିଆରେ ମୁଣ୍ଡ ନ ଦେଇ ଶୋଇବା ଦ୍ଵାରା ଆପଣଙ୍କ ହାଡ଼ ସଳଖ ରହିଥାଏ । ଏହା ଫଳରେ ସହଜରେ ଯନ୍ତ୍ରଣା ଅନୁଭୂତ ହୋଇ ନ ଥାଏ ଏବଂ ଆମେ ସୁସ୍ଥ ରହିଥାଉ । ଏପରି ଶୋଇଲେ ମାନସିକ ଉତ୍ତେଜନା ସହଜରେ ଦୂରୀଭୂତ ହୋଇଥାଏ । ଆମେ ଫ୍ରେସ୍‌ନେସ୍‌ ଅନୁଭବ କରୁ । ଅନିଦ୍ରାଜନିତ ରୋଗ ହେବାର ମଧ୍ୟ ଆଶଙ୍କା ହ୍ରାସ ପାଇଥାଏ।
  • ତକିଆରେ ମୁଣ୍ଡ ଦେଇ ଶୋଇଲେ ବ୍ରଣ ହେବାର ଆଶଙ୍କା ଥାଏ। ବିନା ତକିଆରେ ଶୋଇଲେ ବୟସ ବଢିଲେ ମଧ୍ୟ ମୁହଁରେ ତା’ର ପ୍ରଭାବ ଦିଶେ ନାହିଁ । ଅର୍ଥାତ୍‌ ଆପଣ ୟଙ୍ଗ୍‌ ଦିଶିବେ ।
  • ଯେଉଁମାନେ ତକିଆରେ ମୁଣ୍ଡ ରଖି ଶୁଅନ୍ତି ନାହିଁ ସେମାନଙ୍କୁ ଭଲ ନିଦ ହୋଇଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏହାଫଳରେ ତ୍ୱଚା ମଧ୍ୟ ଉଜ୍ଜ୍ୱଳ ଦିଶେ । ଖାଲି ସେତିକି ନୁହେଁ ବେକରେ ଯନ୍ତ୍ରଣା ଅନୁଭୂତ ହୋଇ ନଥାଏ। ଠିକ୍‌ ସେହିପରି ପିଠିରେ ମଧ୍ୟ ଯନ୍ତ୍ରଣା ହୁଏ ନାହିଁ। କାରଣ ବିନା ତକିଆରେ ଶୋଇଲେ ଆମର ବେକ ଠିକ୍‌ ଦିଗରେ ରହିଥାଏ । ଏହାଫଳରେ ପିଠିରେ କଷ୍ଟ ଅନୁଭୂତ ହୋଇ ନଥାଏ।

ପଢନ୍ତୁ;

ଜାଣନ୍ତୁ କେଉଁ ବ୍ରତ କରିବାଦ୍ଵାରା ପୂର୍ଣ ହୋଇଥାଏ ମନୋସ୍କାମନା ?

Related posts

ଡାଇବେଟିସ୍‌ରୁ ମୁକ୍ତି ଚାହୁଁଥିଲେ କ୍ଷୀରରେ ଏହି ମସଲା ମିଶାଇ ପିଅନ୍ତୁ

Ratnamani Moharana

ନିର୍ବନ୍ଧ ମୁଦିକୁ ଏହି ଆଙ୍ଗୁଠିରେ କାହିଁକି ପିନ୍ଧାଯାଇଥାଏ ?ଆସନ୍ତୁ ଜାଣିବା

ENO Beuro

ନିଜ ଶରୀରର ଏହି ଅଂଶରେ ତେଲ ଲଗାନ୍ତୁ , ନିରୋଗ ଓ ସ୍ଵାସ୍ଥ୍ୟକର ଜୀବନ ଯାପନ କରନ୍ତୁ

ENO Beuro

Leave a Comment