LIFESTYLE

ଶୋଇବା ବେଳେ ତକିଆ ବ୍ୟବହାର ନକଲେ କ’ଣ ଫାଇଦା ମିଳେ ଆସନ୍ତୁ ଜାଣିବା

ତକିଆରେ ମୁଣ୍ଡ ରଖି ଶୋଇବା ଅଧିକାଂଶ ଲୋକଙ୍କ ଅଭ୍ୟାସ। କିନ୍ତୁ ବିଶେଷଜ୍ଞ ମତ ଅନୁଯାୟୀ ତକିଆରେ ମୁଣ୍ଡ ନ ରଖି ଶୋଇଲେ ଅନେକ ଫାଇଦା ମିଳିଥାଏ।

ଆସନ୍ତୁ ଜାଣିବା ସେ ସମ୍ପର୍କରେ

ବିଶେଷଜ୍ଞମାନେ ମତରେ ଯେଉଁମାନେ ତକିଆରେ ମୁଣ୍ଡ ରଖି ଶୁଅନ୍ତି ନାହିଁ ସେମାନଙ୍କୁ ଭଲ ନିଦ ହୋଇଥାଏ। ଏହାଫଳରେ ତ୍ୱଚା ମଧ୍ୟ ଉଜ୍ଜ୍ୱଳ ଦେଖାଯାଇଥାଏ। କେବଳ ସେତିକି ନୁହେଁ ବେକରେ ଯନ୍ତ୍ରଣା ଅନୁଭୂତ ହୋଇ ନଥାଏ । ଠିକ୍‌ ସେହିପରି ପିଠିରେ ମଧ୍ୟ ଯନ୍ତ୍ରଣା ହୁଏ ନାହିଁ । କାରଣ ବିନା ତକିଆରେ ଶୋଇଲେ ଆମର ବେକ ଠିକ୍‌ ଦିଗରେ ରହିଥାଏ । ଏହାଫଳରେ ପିଠିରେ କଷ୍ଟ ଅନୁଭୂତ ହୋଇ ନଥାଏ।

sleep ତକିଆ ଶୋଇବା ବେଳେ ତକିଆ ବ୍ୟବହାର ନକଲେ କ’ଣ ଫାଇଦା ମିଳେ ଆସନ୍ତୁ ଜାଣିବା sleep

ବିନା ତକିଆରେ ଶୋଇଲେ, ମୁହଁରେ ବ୍ରଣ ଉଠି ନଥାଏ। ଅପରପକ୍ଷରେ ତକିଆରେ ମୁଣ୍ଡ ଦେଇ ଶୋଇଲେ ବ୍ରଣ ହେବାର ଆଶଙ୍କା ଥାଏ। ବିନା ତକିଆରେ ଶୋଇଲେ ବୟସ ବଢିଲେ ମଧ୍ୟ ମୁହଁରେ ତା’ର ପ୍ରଭାବ ଦିଶେ ନାହିଁ ।

ତକିଆରେ ମୁଣ୍ଡ ନ ଦେଇ ଶୋଇଲେ ଆମ ହାଡ଼ ସଳଖ ରହିଥାଏ । ଏହା ଫଳରେ ସହଜରେ ଯନ୍ତ୍ରଣା ଅନୁଭୂତ ହୋଇ ନ ଥାଏ ଏବଂ ଆମେ ସୁସ୍ଥ ରହିଥାଉ । ଏପରି ଶୋଇଲେ ମାନସିକ ଉତ୍ତେଜନା ସହଜରେ ଦୂରୀଭୂତ ହୋଇଥାଏ । ଆମେ ଫ୍ରେସ୍‌ନେସ୍‌ ଅନୁଭବ କରୁ । ଅନିଦ୍ରାଜନିତ ରୋଗ ହେବାର ମଧ୍ୟ ଆଶଙ୍କା ହ୍ରାସ ପାଇଥାଏ।

ପଢନ୍ତୁ; ନ୍ୟୁ ଫରକ୍କା ଏକ୍ସପ୍ରେସ ଲାଇନଚ୍ୟୁତ, ୭ ମୃତ

Related posts

ଷ୍ଟୋନ ଜନିତ ସମସ୍ୟାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ କଲରା ! ଆସନ୍ତୁ ଜାଣିବା ଏଥିରେ ରହିଥିବା କେତେକ ଔଷଧିୟ ଗୁଣ ସମ୍ବନ୍ଧରେ

Krishna Kumar Manoj

ମୁହଁରେ ବ୍ରଣ ଦୂର କରିବାରେ ସାହାଯ୍ୟ କରିଥାଏ ଲିମ୍ବ ପତ୍ର! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

Krishna Kumar Manoj

ବିନା ଖର୍ଚ୍ଚରେ ଘରୋଇ ଉପଚାରରେ ଦୂରକରିପାରିବେ ଆଣ୍ଠୁ ଏବଂ କହୁଣୀରେ କଳା ଅଂଶ ! ଜାଣନ୍ତୁ କିପରି ?

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More